
Browsing Category
Breaking News
ପୁଟିନଙ୍କ ପାଇଁ ଫସିଲେ ତାଙ୍କର ସିକ୍ରେଟ ଗାର୍ଲଫ୍ରେଣ୍ଡ, ଖୁବଶୀଘ୍ର ଦେଶରୁ ହେବେ ବିତାଡ଼ିତ
ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୪ ଦିନରେ ପହଞ୍ଚିଛି । ତେବେ ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଆକ୍ରମଣାତ୍ମକ ସ୍ୱଭାବକୁ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିବା ସହ ରୁଷ…
(See Video) ଯୁଦ୍ଧ ପାଇଁ ରୁଷରେ ବ୍ୟାନ୍ ହେଲା ଇନଷ୍ଟାଗ୍ରାମ୍: ଯୁବତୀ କାନ୍ଦି କାନ୍ଦି କହୁଛନ୍ତି ‘ଇଏ ମୋ ଜୀବନ, ମୁଁ ତା’ ବିନା ବଞ୍ଚି…
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆ ସମସ୍ତଙ୍କୁ ସତସତିକା ପାଗଳ କରିଦେଇଛି । ଆଜିକାଲିର ଯୁବକ ଯୁବତୀ ଫେସବୁକ, ହ୍ୱାଟସଆପ, ୟୁଟ୍ୟୁବ, ଇନଷ୍ଟାଗ୍ରାମକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ରହି ପାରୁ ନାହାନ୍ତି । ନିକଟରେ…
ପୋଲସରାରେ ଆତଙ୍କ: ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା
ପୋଲସରା(ଓଡ଼ିଶା ଭାସ୍କର): ସାରା ରାଜ୍ୟର ଲୋକେ ହୋଲିର ଉତ୍ସବ ପାଳନ କରୁଥିବା ବେଳେ ପୋଲସରାରେ ଖେଳିଯାଇଛି ଆତଙ୍କ । ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସରାର…
ଦୁର୍ଘଟଣାରେ ଉଜୁଡ଼ିଲା ପରିବାର: ଘଟଣାସ୍ଥଳରେ ୩ ବର୍ଷର ଝିଅ ତ’ ମେଡିକାଲରେ ବାପା-ମା ମୃତ
ବଣାଇ(ଓଡ଼ିଶା ଭାସ୍କର): ଡିଭାଇଡରରେ ବାଇକ୍ ପିଟି ହେବା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ବଣାଇ ଲହଙ୍ଗାପଡ଼ା ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୩ ବର୍ଷ ଝିଅର ମୃତ୍ୟୁ ହୋଇଥିବା ବେଳେ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୨ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
ଗୋଟିଏ ସପ୍ତାହରେ The Kashmir Filesର ବକ୍ସ ଅଫିସ୍ କଲେକ୍ସନ ୧୦୦ କୋଟି ଟପିଲା
ନୂଆଦିଲ୍ଲୀ: ‘ଦି କଶ୍ମୀର ଫାଇଲ୍ସ’ ଦର୍ଶକଙ୍କ ଉପରେ ବହୁ ମାତ୍ରାରେ ପ୍ରଭାବ ପକାଉଛି । ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ସିନେମା ହଲରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ଫିଲ୍ମଟି ବକ୍ସ…
ହୋଲିକା ଦହନରେ ଡ୍ୟାନ୍ସ କରୁଥିବା ଯୁବକ ନିଜ ଛାତିରେ ଭୁଷିଲା ଛୁରୀ; ଛଟପଟ ହୋଇ ଉଡ଼ିଗଲା ପ୍ରାଣବାୟୁ
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରର ବାଣଗଙ୍ଗାରେ ହୋଲିକା ଦହନ କାର୍ଯ୍ୟକ୍ରମରେ ଜଣେ ଯୁବକ ଡ୍ୟାନ୍ସ କରି କରି ନିଜ ଛାତିରେ ଭୁଷିଦେଲା ଛୁରୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ଛଟପଟ ହୋଇ…
ସମସ୍ତ ରଙ୍ଗର ରହିଛି ଭିନ୍ନ ଭିନ୍ନ ମହତ୍ତ୍ୱ ଓ ବେନିଫିଟ୍, ଆସନ୍ତୁ ଜାଣିବା ସେ ବିଷୟରେ
ମନ୍ଦ ଉପରେ ଭଲର ବିଜୟ ଭାବେ ହୋଲି ଉତ୍ସବ ପାଳନ କରାଯାଇଥାଏ । ହୋଲିରେ ଲୋକମାନେ ନୀଳ, ଲାଲ, ହଳଦିଆ, ଧଳା, ଗୁଲାବୀ ଆଦି ବିଭିନ୍ନ ପ୍ରକାର ରଙ୍ଗର ଅବିର ପରସ୍ପରକୁ ଲଗାଇଥାନ୍ତି । ରଙ୍ଗ ଆମର ଜୀବନରେ ବହୁତ ମହତ୍ତ୍ୱ…
ନିଆଳିରେ କାଠଚକ୍ରୀ ବାଣ ଫାଟି ଯୁବକ ମୃତ
ନିଆଳି(ଓଡ଼ିଶା ଭାସ୍କର): ଦୋଳ ଝୁଲଣ ବେଳେ କାଠଚକ୍ରୀ ବାଣ ଫାଟିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ବ୍ଲକ ନରିଶୋ ଗାଁରେ ଏହି ଅଘଟଣ ଘଟିଯାଇଛି । ସୂଚନା ଅନୁସାରେ, ଦୋଳ ଝୁଲଣ…
ନା ରଙ୍ଗ ନା ବାଡ଼ି, ଏଠାରେ ଖେଳାଯାଉଛି ପଥର ମାଡ଼ର ହୋଲି: ଦେଖନ୍ତୁ ଅଜବ ପ୍ରଥାର ଭିଡିଓ
ଲୋହଦଦଗା: ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ ହେଉଛି । ଲୋକମାନେ ନିଜ ପସନ୍ଦରେ ରଙ୍ଗ ବୋଳି ସାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କିନ୍ତୁ ଝାଡ଼ଖଣ୍ଡରେ ସବୁଠାରୁ ଅଲଗା ପଥର ମାଡ଼ ହୋଲିର ନିଆରା ପ୍ରଥା ରହିଛି…