Browsing Category
Breaking News
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ: ଦିଲ୍ଲୀ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି । ତେବେ ଏମ୍ସ…
ବର୍ଷାରେ ଫସଲ କ୍ଷତି ଆଶଙ୍କା ଥିଲେ ପୋର୍ଟାଲରେ ଜଣାନ୍ତୁ, ଅଥବା ଏହି ହେଲ୍ପଲାଇନ ନମ୍ବରକୁ ଫୋନ କରନ୍ତୁ
ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି । ଝିପଝିପ ବର୍ଷା ସାଙ୍ଗକୁ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେବେ ଏହି ବର୍ଷା ପାଇଁ ଅନେକଙ୍କ ଧାନ ବିଲରେ ପାଣି ପଶି ଫସଲ…
‘ଏବେ ହେବନି ଶ୍ରୀମନ୍ଦିର ଧାଡ଼ି ଦର୍ଶନ ଟ୍ରାଏଲ ରନ୍’, ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଏହି ଧାଡ଼ି ଦର୍ଶନକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଜାରି କରିଛନ୍ତି । ପୂର୍ବରୁ ଖବର ଥିଲା ଯେ,…
ଶଙ୍ଖ ଭବନରେ ବିଜେଡି ଯୁବନେତ୍ରୀଙ୍କୁ ଚାପୁଡ଼ା
ଭୁବନେଶ୍ୱର: ଶଙ୍ଖ ଭବନରେ ଏକ ଅଘଟଣ ଘଟିଛି । ଆଜି ଶଙ୍ଖ ଭବନରେ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ସେଠାରେ ହାତାହାତି ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ବିଜେଡି ଯୁବନେତ୍ରୀ ଇପ୍ସିତା ସାହୁଙ୍କୁ ଆକ୍ରମଣ…
‘ଏକଲବ୍ୟଙ୍କ ଭଳି ଯୁବକମାନଙ୍କର କଟାଯାଉଛି ଆଙ୍ଗୁଠି’, ପେପର ଲିକ୍ ମାମଲାକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଚଳିତବର୍ଷ ନିଟ୍ ପରୀକ୍ଷାର ପେପର ଲିକ୍ ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବର୍ତ୍ତମାନ ବିହାର ଲୋକ ସେବା ଆୟୋଗ ପକ୍ଷରୁ ୧୩ ଡିସେମ୍ବରରେ ଧାର୍ଯ୍ୟ ହୋଇଥିବା ମିଳିତ ପ୍ରାରମ୍ଭିକ ପରୀକ୍ଷାକୁ…
ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟାର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ
ଗଞ୍ଜାମ- ଜବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର । ଗଞ୍ଜାମରେ ପାଇପ ଅଛି ପାଣି ନାହିଁ । ଆଜି ମୁଁ ଗଞ୍ଜାମ ଜିଲ୍ଲାରେ ଅଛି । ଏଇଠୁ ଶାସନ କ୍ଷମତାରେ ନବୀନ ବାବୁ ଥିଲେ । ଦୀର୍ଘ ୨୪ ବର୍ଷ ରାଜ୍ୟକୁ ଶାସନ କଲେ । ମାତ୍ର…
(Video) କାହିଁକି କ୍ଷମା ମାଗିଲେ ପାଣ୍ଡିଆନ, ରାଜନୀତିକୁ ଫେରିବାକୁ ନେଇ ବଢ଼ିଲା ଚର୍ଚ୍ଚା !
ଭୁବନେଶ୍ବର: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ଏନେଇ ବିଜେଡି କର୍ମୀମାନେ ଏକଜୁଟ ହେବା ସହିତ କାହିଁକି ଦଳ ହାରିଲା ସେନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାରି ଭିତରେ ପାଣ୍ଡିଆନ ଟ୍ବିଟ…
(Video) ଅର୍ଯ୍ୟମାଭଙ୍କ ଉଦ୍ଭାବନ ଅଖ୍ୟାତ ପଲ୍ଲୀକୁ ବିଶ୍ୱ ଦରବାରରେ ଦେଇଛି ଖ୍ୟାତି
ବାଙ୍କୀ- ଆଜି ମଧ୍ୟ କର୍କଟ ଚିକିତ୍ସା ବିଜ୍ଞାନରେ ଏକ ଅଭେଦ୍ୟ ରୋଗ ହୋଇ ରହିଛି । ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏପରି ସମୟରେ ଜଣେ ଓଡିଆ ପୁଅ ମୁତ୍ରାଶୟ କର୍କଟ ରୋଗ ପାଇଁ ଔଷଧ ତିଆରି କରିଛନ୍ତି ।…
ମେଲବୋର୍ଣ୍ଣ ଟେଷ୍ଟ- କୋହଲିଙ୍କ ଉପରେ ମ୍ୟାଚ୍ ଫି ର ୨୦% ଜରିମାନା: ମିଳିଲା ଗୋଟିଏ ଡି-ମେରିଟ୍ ପଏଣ୍ଟ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଉପରେ ଜରିମାନା ଲଗାଇଛନ୍ତି । କୋହଲିଙ୍କ ଉପରେ ମ୍ୟାଚ୍ ଫି ର ୨୦% ଜୋରିମାନା ଲଗାଇଛନ୍ତି ଆଇସିସି ମ୍ୟାଚ୍ ରେଫରି । ଏହା ସହ…
(Big Breaking) ଆସନ୍ତା ଶିକ୍ଷା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର- କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବଡ କଥା କହିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ବର୍ଷରେ ହେବ କଲେଜ ସଂସଦ ନିର୍ବାଚନ । ଗତ ସରକାର କାଳରେ ଏହାକୁ ବନ୍ଦ କରାଯାଇଥିଲା । ବିଜେପି ସରକାର ଏହି…