fbpx
Browsing Category

Breaking News

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ଏହି କମ୍ପାନୀରେ ୧ ଲକ୍ଷ ନିଯୁକ୍ତି ପାଇଁ ବାହାରିବ ବିଜ୍ଞାପନ

ଗୋଟିଏ ପଟେ ଦେଶରେ କରୋନାର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଚାକିରି ମିଳିବା କଷ୍ଟକର ହୋଇପଡ଼ୁଛି । କୋଭିଡରେ ଧନୀ, ଗରିବ, ବଡ଼ ବଡ଼ କମ୍ପାନୀ, ଶିକ୍ଷାନୁଷ୍ଠାନ ସମସ୍ତେ ପ୍ରଭାବିତ ହୋଇଛନ୍ତି । ତେବେ ଆଇଟି…

ଏହି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣ ବନ୍ଦ, ଜାଣନ୍ତୁ କେବେ ଖୋଲିବ

ନୂଆଦିଲ୍ଲୀ, ୧୮ା୪: ଦେଶର ବିଭିନ୍ନ ରାଜ୍ୟରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ହରିୟାଣାରେ ମଧ୍ୟ କୋଭିଡର ଲହର ଜାରି ରହିଛି । ତେଣୁ ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ…

ବଲିଉଡ୍ ଷ୍ଟାର ଅର୍ଜୁନ୍ ରାମପାଲ୍ କୋଭିଡ୍ ପଜିଟିଭ ଚିହ୍ନଟ

ମୁମ୍ବାଇ ୧୮ ।୪ (ଓଡିଶା ଭାସ୍କର) : କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତ ବଲିଉଡ୍ ଅଭିନେତା ଅର୍ଜୁନ୍ ରାମପାଲ୍ । ଏନେଇ ସେ ସୋସିୟାଲ୍ ମିଡିଆରେ ସୂଚନା ଦେଇଛନ୍ତି । ଅର୍ଜୁନ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି, ‘ମୁଁ…

ଗୁରୁତର ସୈନିକଙ୍କୁ ଏହି ଦେଶରେ ଦିଆଯାଏ ସେକ୍ସ ଥେରାପି, ଏହାର ଖର୍ଚ୍ଚ ବହନ କରନ୍ତି ସରକାର; ପଢ଼ୁନ୍ତୁ ପୁରା ଖବର

ଇସ୍ରାଏଲ୍ , ୧୮ା୪ (ଓଡିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ସେକ୍ସ ଥେରାପିକୁ ନେଇ ବିବାଦ ରହିଆସିଛି । ହେଲେ କିଛି ଏପରି ଦେଶ ରହିଛି ଯେଉଁଠାରେ ଏହି ଥେରାପି ପାଇଁ ସରକାର ନିଜେ ଅନୁମତି ଦିଅନ୍ତି ଏବଂ ତାର ଖର୍ଚ୍ଚ ବହନ…

କରୋନା କାଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଚାପକୁ ଏଡ଼ାଇବେ କିପରି, ଜାଣନ୍ତୁ

ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ସର୍ବଦା ଚାପରେ ରହିଥାନ୍ତି । ବର୍ତ୍ତମାନ କରୋନା ସମୟରେ ତ ଛାତ୍ରଛାତ୍ରୀ ଚାପରେ ରହିବା ସ୍ୱାଭାବିକ । କାରଣ ସରକାର କେତେବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ତାରିଖ ସ୍ଥିର କରୁଛନ୍ତି ତ…

ଦେଶରେ ଆଜି ୧୫୦୧ ଜଣଙ୍କ ମୃତ୍ୟୁ, ୨.୬୧ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୦୦କୁ…

ଆଜି ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ SOP

ପୁରୀ, ୧୮ା୪ (ଓଡିଶା ଭାସ୍କର): ଆଜି ଭକ୍ତମାନଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିଛି । ଆସନ୍ତାକାଲିଠାରୁ ଭକ୍ତମାନଙ୍କ ପାଇଁ ନୂଆ ଏସଓପି ଲାଗୁ କରାଯିବ । ଆସନ୍ତା ୨୪ ତାରିଖରୁ ସପ୍ତାହରେ ଉଭୟ…

ସ୍ଥଗିତ ହେଲା JEE ମେନ୍ ପରୀକ୍ଷା

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : ସ୍ଥଗିତ ହେଲା JEE ମେନ୍ ପରୀକ୍ଷା । ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା JEE ମେନ୍ ସ୍ଥଗିତ କରାଯାଇଛି । ଚଳିତ ମାସ ୨୭,୨୮ ଏବଂ ୩୦ ତାରିଖରେ ହେବାକୁ…

ରାଜ୍ୟରେ କରୋନାରେ ପୁଣି ୨ଟି ମୁଣ୍ଡ ଗଡ଼ିଲା: ଆଜି ଚିହ୍ନଟ ହେଲେ ୩୬୬୪ ପଜିଟିଭ୍

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

କରୋନା ଲକ୍ଷଣ ଥାଇ ବି ରିପୋର୍ଟ ନେଗେଟିଭ୍ ଆସୁଛି କି? ଜାଣନ୍ତୁ ଟେଷ୍ଟ ବେଳେ କ’ଣ କରିବେ

କରୋନାର ଦ୍ୱିତୀୟ ଲହର ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକଙ୍କୁ ମଧ୍ୟ ଆକ୍ରାନ୍ତ କରିବାରେ ଲାଗିଛି । ତେବେ ଅନେକଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଟେଷ୍ଟ କରିବା ପରେ ରିପୋର୍ଟ ନେଗେଟିଭ୍ ଆସୁଛି । ତେବେ…