Browsing Category
Breaking News
ଓମିକ୍ରନ ସାଇଲେଣ୍ଟ କିଲର୍: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ମହାମାରୀ କରୋନାର ଭାରିଏଣ୍ଟ ଓମିକ୍ରନକୁ ସାଇଲେଣ୍ଟ କିଲର କହିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ଏଥିରେ ଆକ୍ରାନ୍ତ ହୋଇଥିଲେ ହେଁ ଏଯାଏ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା କଥା ସେ…
ୟୁକ୍ରେନ ଘୋଷଣା କଲା ଜରୁରୀକାଳୀନ ପରିସ୍ଥିତି, ରୁଷିଆର ପଦକ୍ଷେପକୁ ରୋକିପାରିବ କି କଟକଣା ?
ମସ୍କୋ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବିବାଦ ବଢ଼ି ଯୁଦ୍ଧ ଆଡ଼କୁ ଗତି କରିବାରେ ଲାଗିଛି । ଯୁଦ୍ଧର ଆଶଙ୍କା ବଢ଼ୁଥିବା ଭିତରେ ୩୦ ଦିନ ପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ୟୁକ୍ରେନ ଓ ନିଜ…
ପଞ୍ଚାୟତ ନିର୍ବାଚନ: ୨୬ରୁ ଭୋଟ ଗଣତି, ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଶେଷ କରାଯିବ । ଏହାକୁ ଶୃଙ୍ଖଳିତ କରିବାପାଇଁ ବୁଧବାର ରାଜ୍ୟ ନିର୍ବାଚନ…
ପାକିସ୍ତାନ ଆକାଶରେ ଦେଖାଗଲା Alien ଯାନ, ଦେଖନ୍ତୁ ୧୨ ମିନିଟର ଭାଇରାଲ୍ ଭିଡିଓ
ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦ୍ ର ପାଶ୍ ସହରାଞ୍ଚଳ ଡିଏଚୱାନ୍ ରେ ଏକ ରହସ୍ୟମୟୀ ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା । ଉଡ଼ୁଥିବା ଯାନଟି ଏକ ତ୍ରିକୋଣୀୟ ବସ୍ତୁ ପରି ଦୃଶ୍ୟମାନ ହୋଇଥିଲା । ଯାନର…
ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ, ଗୋପରେ ରାଜନୈତିକ ହିଂସା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ରାଜ୍ୟର ୨୫ଟି ଜିଲ୍ଲା ଓ ୪୮ଟି ବ୍ଲକରେ ମତଦାନ ଆରମ୍ଭ ହୋଇଛି । ଏହା ସହ…
ଏଥର ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ କୋଭିଡ୍ କଟକଣା ମଧ୍ୟ ଦୀପ ଜାଳିପାରିବେ ଭକ୍ତ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତ ମାର୍ଚ୍ଚ ୧ ତାରିଖ ମହାଶିବରାତ୍ରୀ ପାଳନ ନେଇ ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
ଆଜିଠୁ ବର୍ଷା ସହ ବଜ୍ରପାତ ସମ୍ଭାବନା, ୨୫ରୁ ବଢ଼ିବ ବର୍ଷା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଫଗାନିସ୍ଥାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ ୨୪ ରୁ ବର୍ଷା ସମ୍ଭାବନା ରହିଛି । ସେହିପରି ୨୫ରୁ ବର୍ଷା ବଢିବ ଏବଂ କିଛି ଜିଲ୍ଲାରେ ବିଜୁଳି…
ପଞ୍ଚାୟତ ନିର୍ବାଚନ: ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ, ମତାଧିକାର ସାବ୍ୟସ୍ତ କରିବେ ୪୧,୮୮,୩୮୨ ଭୋଟର
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ମତଦାନ । ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।…
ପେଟ୍ରୋଲ ଶୁଙ୍ଘିବା କେତେ କ୍ଷତିକର ଆପଣ ଜାଣିଛନ୍ତି କି, ଏହାଦ୍ୱାରା ହୋଇଥାଏ ୧୭ ପ୍ରକାରର ରୋଗ, ଜାଣନ୍ତୁ କ’ଣ ସେସବୁ
ନୂଆଦିଲ୍ଲୀ: ଆମର ନିତିଦିନିଆ ଜୀବନରେ ଏପରି ଅନେକ କାର୍ଯ୍ୟ ରହିଛି, ଯାହାକୁ ଆମେ ସାଧାରଣ ଭାବେ ନେଉଥାଉ । କିନ୍ତୁ ବାସ୍ତବରେ ସେହି କାର୍ଯ୍ୟଗୁଡ଼ିକ ପାଇଁ ଆମ ଶରୀରର ଅନେକ କିଛି କ୍ଷତି ସାଧିତ ହୋଇଥାଏ । ସେଥିମଧ୍ୟରୁ…
ଦଶମ/ଦ୍ୱାଦଶ ପରୀକ୍ଷା ବାତିଲ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପୂର୍ବ ଅପେକ୍ଷା ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦଶମ/ଦ୍ୱାଦଶ ବୋର୍ଡ ଅଫଲାଇନ୍ ପରୀକ୍ଷା ବାତିଲ ପିଟିସନ୍ ଖାରଜ ହୋଇଛି । ପରୀକ୍ଷା ବାତିଲ ପିଟିସନ୍ ଖାରଜ କରିଛନ୍ତି…