Browsing Category

Breaking News

ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ, କରୋନା ନେଲା ଜୀବନ

ପିପିଲି(ଓଡିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ତଥା ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର ଆଜି ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ…

ସୁଶିଲ କୁମାରଙ୍କ ପାଇଁ ବଢ଼ିଲା ଅଡୁଆ, ଆହୁରି ୪ ଦିନ ବଢ଼ିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ହତ୍ୟା ମାମଲା ନେଇ ଅଡୁଆ ପରିସ୍ଥିତିରେ ଛନ୍ଦି ହୋଇ ପଡିଥିବା ଅଲିମ୍ପିକ୍‌ ପଦକ ବିଜେତା ରେସଲର ସୁଶିଲ କୁମାର ଗିରଫ ହେବା ପରେ ସଂପ୍ରତି ପୋଲିସ ରିମାଣ୍ଡରେ ଅଛନ୍ତି । ତେବେ ପୋଲିସ…

ଆହୁରି ୭ ଦିନ ବଢିଲା ଲକ୍‌ଡାଉନ୍‌, ମେ’ ୩୧ରେ ଶେଷ ହୋଇଥାନ୍ତା ତାଲାବନ୍ଦ

ପାଣାଜୀ (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ…

ସରକାରୀ କିରାଣୀଙ୍କ ଘରେ ରେଡ୍ : ମିଳିଲା ନଗଦ ୨.୧୭ କୋଟି ଟଙ୍କା ସାଙ୍ଗକୁ ୮ କିଲୋଗ୍ରାମ ସୁନା

ଭୋପାଲ: ମଧ୍ୟପ୍ରଦେଶର ଭୋପାଲରେ ରହୁଥିବା ଜଣେ ସରକାରୀ କିରାଣୀଙ୍କ ଘରୁ ୨.୧୭ କୋଟି ଟଙ୍କା ଜବତ ହୋଇଛି । କୋଟିପତି କିରାଣୀଙ୍କୁ ଧରିଛି ସିବିଆଇ । କିରାଣୀଙ୍କ ଘରେ ରେଡ୍ କରି ସିବିଆଇ ନଗଦ ଟଙ୍କା ଓ ପ୍ରଚୁର ପରିମାଣର…

ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି: ୪୩ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଲା ଭବାନୀପାଟଣା

ଭୁବନେଶ୍ବର(ଓଡିଶା ଭାସ୍କର) : ଗତ କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ରାଜ୍ୟର ୪ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୩ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ…

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଦୃଶ୍ୟ, ଘୂରିବୁଲିଲା ରତ୍ନସିଂହାସନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ!

ପୁରୀ(ଓଡିଶା ଭାସ୍କର): ଅନେକ କଟକଣା ପରେ ପୁଣି ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ । ରତ୍ନସିଂହାସନରୁ ଦିଅଁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଫଟୋ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଭୁବନେଶ୍ୱରରୁ ଆଜି ୮୭୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୮୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ସରିଲା ମନ୍ତ୍ରୀ ପରିଷଦ ବୈଠକ, ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ସହ ବାତ୍ୟା ମୁକାବିଲା ନେଇ ଶେଷ ହୋଇଛି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସରିଛି ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ…

ବଢ଼ିଲା ଲକଡାଉନ୍, ୯ ତାରିଖ ଯାଏଁ କଟକଣା; ଜାଣନ୍ତୁ କେଉଁଠି …

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ନେଇ ଦେଶର ବିଭିନ୍ନ ରାଜ୍ୟ ସରକାର ଗଭୀର ଚିନ୍ତାରେ ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସହିତ କେତେକ ରାଜ୍ୟ ସରକାର ମଧ୍ୟ ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି କଡ଼ାକଡ଼ି…

କରୋନରେ ପିତା-ମାତାଙ୍କ ମୃତ୍ୟୁ ହେଲେ ପିଲାଙ୍କ ଯତ୍ନ ନେବ କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ବାପା-ମାଆଙ୍କୁ ହରାଉଥିବା ପିଲାଙ୍କୁ ମିଳିବ ସହାୟତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି ଯେ, ଯେଉଁ ପିଲାଙ୍କ ପିତା-ମାତା ବା ଅଭିଭାବକଙ୍କର କରୋନାଜନିତ ମୃତ୍ୟୁ ହୁଏ,…