fbpx
Browsing Category

Breaking News

ହୋଲି ଓ ଦୋଳଯାତ୍ରା ପାଇଁ କଡ଼ାକଡ଼ି ହେବ ଗାଇଡଲାଇନ୍, ଏନେଇ ରାଜ୍ୟମାନଙ୍କର ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୦ା୩: ଆଗକୁ ଆସୁଛି ହୋଲି ଓ ଦୋଳଯାତ୍ରା । ତେବେ ଦେଶରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଏହି ପର୍ବପର୍ବାଣିରେ କୋଭିଡ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଚିଠି…

୯୩ ଲକ୍ଷ ହଡ଼ପ ଘଟଣା: କାଲିମେଳାରେ ସିବିଆଇ ଚଢ଼ାଉ

ମାଲକାନଗିରି, ୨୦ା୩ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା କାଲିମେଳାରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । କାଲିମେଳାରେ ବ୍ଲକରେ ଡାକଘର ଟଙ୍କା ହଡ଼ପ ନେଇ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ୯୩ ଲକ୍ଷ ଟଙ୍କା ହଡ଼ପ…

ଦୃଷ୍ଟିହୀନ ଶିକ୍ଷୟିତ୍ରୀଙ୍କୁ ମିଳିଲା ପୁନଃ ନିଯୁକ୍ତି: ଏନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୦ା୩ (ଓଡିଶା ଭାସ୍କର): ଜଣେ ଦୃଷ୍ଟିହୀନ ଶିକ୍ଷୟିତ୍ରୀଙ୍କୁ ସରକାର ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଭେଡ଼ାବାହାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ…

କଟକରୁ ପୁଣି ୧୭ ପଜିଟିଭ୍ ହେଲେ ଚିହ୍ନଟ

କଟକ, ୨୦ା୩ (ଓଡିଶା ଭାସ୍କର): କଟକରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କଟକ ଜିଲ୍ଲାରୁ ପୁଣି ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମଧୁପାଟଣା ସ୍କୁଲ ଓ ଆଶ୍ରମରୁ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା…

ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍, ଏନେଇ କଣ କହିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ, ୨୦ା୩: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆସନ୍ତା ୨୨ ତାରିଖରେ ବିଧାନସଭାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବେ । ପ୍ରଥମରୁ ନବମ ଶ୍ରେଣୀ…

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର, ୨୦ା୩ (ଓଡିଶା ଭାସ୍କର): ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ପୁରୀ ଜଗନ୍ନାଥ…

କରୋନା ମୃତ୍ୟୁସଂଖ୍ୟା ୨୭.୧୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୦ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୧୨ ହଜାର ୬୪୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୨୮…

ଓଡିଶାରେ ସରକାରୀ ବିଭାଗ ପାଇଁ ଲାଗିଲା କଟକଣା, ଜାଣନ୍ତୁ କ’ଣ

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସ୍ଥିତିକୁ ଦେଖି ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୁଣା ନିର୍ଦ୍ଦେଶାବଳୀକୁ ପୁଣି ମନେପକାଇଲା…

ସେକ୍ସ ହରମୋନ୍ ଅଭାବରେ ପୁରୁଷଙ୍କ ଶରୀରରେ ଦେଖାଦେଇଥାଏ ଏହିସବୁ ଲକ୍ଷଣ, ଜମାରୁ ଅଣଦେଖା କରନ୍ତୁ ନାହିଁ

ପୁରୁଷମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ନାମକ ଏକ ହରମୋନ୍ ଉତ୍ପନ୍ନ ହୋଇଥାଏ । ଏହି ହରମୋନ୍ ସେକ୍ସ ପାୱାର ବୃଦ୍ଧିରେ ସହାୟତା କରିଥାଏ । ଟେଷ୍ଟୋଷ୍ଟେରନ୍ ଅଭାବରେ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ…

ଚାକିରି ପାଇବା ପାଇଁ ଏହି ଦେଶରେ ଝିଅମାନଙ୍କର ଭର୍ଜିନିଟି ଟେଷ୍ଟ କରାଯାଏ, ଜାଣନ୍ତୁ କାହିଁକି

ଏକଥା ସମସ୍ତେ ଜାଣନ୍ତି ଯେ, ଚାକିରି ପାଇବା ପାଇଁ ଆମକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ । ବିଭିନ୍ନ ପ୍ରକାର ଟେଷ୍ଟ ଦେବାକୁ ପଡ଼ିଥାଏ । ମାତ୍ର ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବ ଯେ, ଝିଅମାନଙ୍କୁ ପୋଲିସ ଚାକିରି…