fbpx
Browsing Category

Breaking News

ପ୍ରକାଶ ପାଇଲା OJS ରେଜଲ୍ଟ

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ଓଡିଶା ଜୁଡିସିଆଲ ସର୍ଭିସ ବା ଓଜେଏସ ଚୂଡାନ୍ତ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଓଜେଏସରେ ମୋଟ ୪୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ସିଭିଲ ଜଜ୍ ଭାବେ ନିଯୁକ୍ତି…

ବଡ ଖବର: ୧୫ ଓ ୧୬ରେ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର ,୯ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧୫ ଓ ୧୬ ତାରିଖରେ ହେବ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟରେ ରାଜ୍ୟର…

ଶାଶୁ ଘରେ ପତ୍ନୀଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ଦାୟୀ ରହିବେ ସ୍ୱାମୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ,୯ ।୩:ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଶାଶୁ ଘରେ ଜଣେ ମହିଳାଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ୱାମୀ ଦାୟୀ ରହିବେ । ପ୍ରଧାନ…

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମଖ୍ୟମନ୍ତ୍ରୀ

ଡେରାଡୁନ୍,୯ ।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାୱତ । ଅପରାହ୍ନ ୪ଟା ପରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟାଙ୍କୁ ସେ ଆଜି ନିଜର ଇସ୍ତଫା ପତ୍ର ଦେଇଛନ୍ତି…

ଟ୍ୱିନସିଟିର ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ନୂଆ ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିର ଦାୟିତ୍ୱ ନେଇଛନ୍ତି ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ସୌମେନ୍ଦ୍ର ।…

ଅଗ୍ନିଶମ ଦାୟିତ୍ୱ ନେଲେ ଏମ ଅକ୍ଷୟ

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଏମ ଅକ୍ଷୟ । ଏମ ଅକ୍ଷୟ ହେଉଛନ୍ତି ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ । ଗତକାଲି ଅଗ୍ନିଶମ ବିଭାଗର ନୂଆ…

ପୁଣି ମହିଳା ସଂରକ୍ଷଣ ଓ ସମାନତା ପ୍ରସଙ୍ଗ ଉଠାଇଲେ ସସ୍ମିତ

ନୂଆଦିଲ୍ଲୀ,୯ ।୩: ରାଜ୍ୟସଭାରେ ପୁଣି ଉଠିଲା ମହିଳା ସଂରକ୍ଷଣ ଓ ଲିଙ୍ଗଗତ ସମାନତା ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ମହିଳା ଚାଲାଣ ରୋକିବାକୁ କଡା ଆଇନ ପ୍ରଣୟନ…

ଆଜିକାଲି ଲୋକମାନେ ଆଉ ଫିଲ୍ମ ଗୀତ ଶୁଣୁନାହାନ୍ତି: ଶାନ

ମୁମ୍ବାଇ, ୯ା୩: ବଲିଉଡର ପ୍ରଖ୍ୟାତ ଗାୟକ ଶାନଙ୍କ ମତରେ ଆଜିକାଲିର ଲୋକମାନେ ଫିଲ୍ମ ଗୀତ ଶୁଣିବାକୁ ଆଉ ପସନ୍ଦ କରୁନାହାନ୍ତି । ଅତୀତରେ ଫିଲ୍ମ ଗୀତଗୁଡ଼ିକ ଯେପରି ପ୍ରସିଦ୍ଧ ଥିଲା, ଆଜିକାଲି ଆଉ ସେପରି ଦେଖିବାକୁ…

ତାରାତାରିଣୀ ଯାତ୍ରା ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିୟମ କଡାକଡି କରାଯାଉଛି । ଏହାରି ମଧ୍ୟରେ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍…

ରାଜ୍ୟରେ ଆଉ ୫୭ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୯।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭…