CHARIDHAM
Browsing Category

Breaking News

ଗିରଫ ହେଲେ ସହକାରୀ ଟ୍ୟାକ୍ସ କମିଶନର ସରିତା ବାରିକ, ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଆସିଷ୍ଟାଣ୍ଟ ଟ୍ୟାକ୍ସ କମିସନର ଗିରଫ । ସରିତା ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରାପଡ଼ିବା ପରେ ଗିରଫ କଲା ଭିଜିଲାନ୍ସ । ରେଡ଼ ବେଳେ ଘରୁ ମିଳିଲା 1 ଲକ୍ଷ 45 ହଜାର ଟଙ୍କା, 60 ଲକ୍ଷର…

୩୦ ତାରିଖରେ ବନ୍ଦ ରହିବ ସ୍କୁଲ-କଲେଜ-ଅଫିସ, ଏହି ୩ ଜିଲ୍ଲା ପାଇଁ ଛୁଟି ଘୋଷଣା

ଓଡ଼ିଶା ଭାସ୍କର: ୩୦ ତାରିଖରେ ୩ ଜିଲ୍ଲାରେ ଛୁଟି ଘୋଷଣା। ଏହି ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ଆରଡିସି। ଏହି ୩ ଜିଲ୍ଲା ହେଲେ ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ-କଲେଜ ଛୁଟି…

Big Breaking: IPLରୁ ସନ୍ନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ବିନୀ, ନିଷ୍ପତ୍ତି ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଆସିଲା ପୁଣି ଏକ ଦୁଃଖଦ ଖବର । ଅନ୍ତର୍ଜାତୀୟ କ୍ରିକେଟ ପରେ, ଏବେ IPLରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ବିନୀ । ସେ ସୋସିଆଲ ମିଡିଆ X ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତାଙ୍କ ପୂର୍ବତନ…

ବନ୍ୟାରେ ଭାସିଗଲା କାର୍‌, ଗୋଟିଏ ପରିବାରର ୪ ମୃତ

ନୂଆଦିଲ୍ଲୀ: ଛତିଶଗଡ଼ର ଜଗଦଲପୁରରୁ ଏକ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଦରଭା ଥାନା ଅଞ୍ଚଳର କାଙ୍ଗର ଘାଟିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପାଣିରେ ଏକ ଗାଡ଼ି ଭାସି ଯାଇଥିଲା। କାରରେ ଯାତ୍ରା…

ପ୍ରେମିକାର ପାଟିରେ ବୋମା ଭର୍ତ୍ତି କରି ରିମୋର୍ଟ ଟିପିଦେଲା ପ୍ରେମିକ, ପଢନ୍ତୁ ଆସିକ୍‌ର ଲୋମହର୍ଷଣକାରୀ କାଣ୍ଡ

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ହତ୍ୟା କରିଛି। ସେ ପ୍ରେମିକାଙ୍କୁ ହତ୍ୟା କରିବା ପାଇଁ ଗୁଳି କିମ୍ବା ଛୁରୀ ବ୍ୟବହାର କରି ନାହିଁ। ସେ…

ସାବଧାନ! ସୃଷ୍ଟି ହେଲା ଲଘୁଚାପ, 30 ଯାଏଁ ଏହି ଜିଲ୍ଲାକୁ ଜାରି ହେଲା ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଗଛ କିଛି ଦିନ ହେବ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ବର୍ଷାର ପ୍ରଭାବ ବୃଦ୍ଧି ପାଇଛି । କୋରାପୁଟ,…

‘ଏତେ ଟାରିଫ ଲଗାଇଦେବି ଯେ ମୁଣ୍ଡ ବୁଲାଉଥିବ’, ପିଏମ ମୋଦୀଙ୍କ ସହ କଥାବର୍ତ୍ତାକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଭାରତ ସହ ଟାରିଫ ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଖୁଲାସା କରିଛନ୍ତି। ସେ ମିଡିଆ ସହ କଥା ହେଲା ବେଳେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ।…

ଭୁଶୁଡ଼ି ପଡ଼ିଲା ଚାରି ମହଲା ବିଲ୍ଡିଂ, ୩ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ପାଲଘର ଜିଲ୍ଲାର ଭିରାରରେ ଏକ ଚାରି ମହଲା କୋଠାର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ି ପଡ଼ିବାରୁ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ 8 ରୁ 9 ଜଣ ଆହତ ହୋଇଥିବା…

ଚାଷୀଙ୍କୁ ନୂଆଖାଇ ଭେଟି, ଆଜି ଆକାଉଣ୍ଟକୁ 2000 ଟଙ୍କା ପଠାଇବେ ରାଜ୍ୟ ସରକାର

ଭୁବନେଶ୍ବର:  ଆଜି ଚାଷୀଙ୍କୁ ନୂଆଖାଇ ଭେଟି ଦେବେ ରାଜ୍ୟ ସରକାର । ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ 2 ହଜାର ଟଙ୍କା ପଠାଇବେ ରାଜ୍ୟ ସରକାର । ଏହା ଦ୍ବାରା ରାଜ୍ୟର ପ୍ରାୟ 51…

୫୦% ଟାରିଫ ସହ ଲଢ଼ିବାକୁ ଭାରତ କେତେ ପ୍ରସ୍ତୁତ? ଜାଣନ୍ତୁ କ’ଣ ରହିଛି ପିଏମ ମୋଦୀଙ୍କ ପ୍ଲାନ

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଆଜିଠାରୁ ଲାଗୁ ହୋଇଛି। ଭାରତୀୟ ସମୟ ଅନୁସାରେ, ଆଜି ସକାଳ ୯.୩୧ ସମୟରେ, ଆମେରିକାକୁ ଭାରତର ରପ୍ତାନି ଉପରେ ୫୦ ପ୍ରତିଶତ ଆମେରିକୀୟ ଶୁଳ୍କ ଲାଗୁ ହେବ।…