fbpx
Browsing Category

Breaking News

କେଇ ସେକେଣ୍ଡର ଏହି ଅଭ୍ୟାସ ଦ୍ୱାରା ଆପଣ ରହିପାରିବେ ସର୍ବଦା ଫିଟ୍ ଓ ହେଲଦି

ଶରୀରକୁ ଫିଟ୍ ରଖିବା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ । ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ନିୟମିତ ଏକ୍ସରସାଇଜ୍ କରିବା ବ୍ୟତୀତ ଏପରି ଅନେକ କାର୍ଯ୍ୟ ପାଇଁ ଆମକୁ ବହୁତ ସମୟର ଆବଶ୍ୟକତା…

ସର୍ପାଘାତରେ ହୋଇଥିଲା ମହିଳାଙ୍କ ମୃତ୍ୟୁ, ୪୨ ବର୍ଷ ପରେ ପୁଣି ଫେରିଲେ ଘରକୁ

ଉତ୍ତରପ୍ରଦେଶର କାନପୁରର ଏକ ଗାଁରେ ଏକ ଅଜବ ଘଟଣା ଘଟିଛି । ସାପ କାମୁଡ଼ାରେ ଜଣେ ୪୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ମହିଳା ଜଣକ ୪୨ ବର୍ଷ ପରେ ପୁଣି ନିଜ ଘରକୁ ଫେରିଆସିଛନ୍ତି । ବର୍ତ୍ତମାନ…

ରେଳ ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ମନା

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ରେଳ ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟାଇନ ମନା ହୋଇଛି । ଛତିଶଗଡରୁ ଆସୁଥିବା ୧୦,୫୦୦ ପରୀକ୍ଷାର୍ଥୀଙ୍କୁ ହୋମ କ୍ୱାରେଣ୍ଟାଇନ ମନା ହୋଇଥିବା ଜଣାପଡିଛି । ତେବେ ମାର୍ଚ୍ଚ ୩ରୁ…

ଭିଜିଲାନ୍ସ ଜାଲରେ କୋଟିପତି ଜେଇ

ଗଜପତି,୨ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଜେଇ । ରାୟଗଡ ବ୍ଲକ ଜେଇ ନାଗେଶ୍ୱର ସେନାପତିଙ୍କ ଘରେ ହୋଇଛି ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି ।…

ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ

ଚୌଦ୍ୱାର,୨ ।୩(ଓଡିଶା ଭାସ୍କର): କଟକ ଚୌଦ୍ବାର ସ୍ଥିତ ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ ହୋଇଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ମାସକ ମଧ୍ୟରେ ଏଆରସିରେ ୩ ଥର ନିଆଁ ଲାଗିଲାଣି…

ପ୍ରବୀରଙ୍କ ପରିବାରକୁ ମିଳିଲା ସହାୟତା

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିଛି ସହାୟତା । ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ…

୭ରେ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ଆସନ୍ତା ୬ ତାରିଖରେ ରାଜ୍ୟ ବିଜେପିର ପଦାଧିକାରୀ ଓ ୭ରେ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏନେଇ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହ ସେ…

ରାଜ୍ୟରେ ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ ନୂଆ ଟାଇମ୍

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ରାଜ୍ୟରେ ସକାଳୁଆ ସ୍କୁଲ ନେଇ ବଦଳିଛି ପୂର୍ବ ନିର୍ଦ୍ଧାରିତ ସମୟ । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ କ୍ଳାସ ହେବ । ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ…

ପିପିଲି ନିର୍ବାଚନ ନେଇ ପ୍ରସ୍ତୁତି ଚୂଡାନ୍ତ: ସିଇଓ

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ‘ପିପିଲି ଉପନିର୍ବାଚନ…