fbpx
Browsing Category

Breaking News

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୋନସ୍, ଜାଣନ୍ତୁ କେତେ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ଆସିଛି ବଡ ଖୁସି ଖବର । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ୍ ରାଶି ସମେତ ସହାୟତା ରାଶିକୁ ମଞ୍ଜୁରି ମିଳିଛି । ବୋନସ୍ ଓ ଅନ୍ୟାନ୍ୟ…

ଟିକାର ଡୋଜ୍ ପିଛା ୨୦୦ ଟଙ୍କା

ନୂଆଦିଲ୍ଲୀ,୧୧ ।୧: ସାରା ଦେଶରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରୀମ୍ଭ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କରୋନା କେନ୍ଦ୍ର ସରକାରଙ୍କ ଟିକା କିଣା ଅର୍ଡରକୁ ଗ୍ରହଣ କରିଛି ସେରମ୍…

ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଅବସର ପରେ ଆଜି ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ସେ ଦାୟତ୍ବ ଗ୍ରହଣ କରିଛନ୍ତି ।…

କରୋନା ଟିକା ଭରସାଯୋଗ୍ୟ: ମୋଦୀ

ନୂଆଦିଲ୍ଲୀ,୧୧ ।୧: ଖୁବଶୀଘ୍ର ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଯିବ । ଟିକାକରଣକୁ ନେଇ ସାରା ରାଜ୍ୟରେ ପ୍ରସ୍ତୁତି ଚାଲିଛି । ଟିକାକରଣ ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଆଲୋଚନା କରିଛନ୍ତି…

ଭୂମିପୁତ୍ରଙ୍କୁ ଇଣ୍ଡୋନେସିଆର ସମ୍ମାନ: ବିଜୁବାବୁଙ୍କ ନାମରେ ନାମିତ ହେଲା ଦୂତାବାସ କକ୍ଷ

ନୂଆଦିଲ୍ଲୀ, ୧୧ା୧: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡୋନେସିଆର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ଏକ ଦୂତାବାସ କକ୍ଷ ନିର୍ମାଣ କରାଯାଇଛି । ବିଜୁବାବୁଙ୍କ ସମ୍ମାନାର୍ଥେ ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ…

କରୋନା ଟିକାକରଣକୁ ନେଇ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଯିବ । କରୋନା ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ…

ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ଜମାରୁ କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କାହିଁକି

ଶାରୀରିକ ସମ୍ପର୍କ ବୈବାହିକ ଜୀବନର ଏକ ଅଂଶ । ଏହା ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ତେବେ ଆପଣମାନେ କଣ ଜାଣନ୍ତି କି ଶାରୀରିକ ସମ୍ପର୍କ ରକ୍ଷା କରିବା ସମୟରେ ଆପଣଙ୍କୁ ଏପରି କିଛି ଦିଗ ପ୍ରତି ବିଶେଷ…

ବାପା ହେଲେ ବିରାଟ: ଶିଶୁକନ୍ୟାକୁ ଜନ୍ମ ଦେଲେ ଅନୁଷ୍କା

ମୁମ୍ବାଇ,୧୧ ।୧: ଅନେକ ଦିନର ଅପେକ୍ଷା ପରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିରୁସ୍କା ଦମ୍ପତ୍ତି । ଆଜି ଦ୍ୱିପହରରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଔରସରୁ ଏକ ଶିଶୁ କନ୍ୟା ଜନ୍ମ ହୋଇଛି । ଟ୍ୱିଟର…

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ବନ୍ଧାହେଲେ ବରିଷ୍ଠ କିରାଣୀ

ବଲାଙ୍ଗୀର. ୧୧ ।୧: ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର । ବଲାଙ୍ଗିର ମୁରିବାହାଲ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ରେକର୍ଡ କିପର ଅସିତ ଯୋଶୀଙ୍କୁ ଧରିଲା ଭିଜିଲାନ୍ସ । ୨୮ ହଜାର ଟଙ୍କା ଲାଞ୍ଚ…

ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟା, ଫିଙ୍ଗିଲେ ଗଞ୍ଜାମରେ: ଦମ୍ପତ୍ତି ଗିରଫ

ଭୁବନେଶ୍ୱର, ୧୧ା୧ (ଓଡିଶା ଭାସ୍କର): ଜଣେ ଯୁବତୀଙ୍କୁ ହତ୍ୟାକରି ଦମ୍ପତ୍ତି ଫିଙ୍ଗିଦେଇଛନ୍ତି । ତେବେ ଉକ୍ତ ଯୁବତୀଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଗଞ୍ଜାମ ପୋଲିସ ଦମ୍ପତ୍ତିଙ୍କୁ ଗିରଫ କରି…