fbpx
Browsing Category

Breaking News

ଭୟାବହ ଅଗ୍ନିକାଣ୍ଡ: ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ଚାନ୍ଦବାଲି, ୯ା୧ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ସୂଚନା…

ପରୀ ମାମଲା: ୧୩ରେ ବ୍ରେନ୍ ମ୍ୟାପିଂ ଶୁଣାଣି

ନୟାଗଡ,୮ ।୧: ନୟାଗଡର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆସିଛି ଆଉ ଏକ ଖବର । ଏହି ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଏସଆଇଟି ଆବେଦନ କରିଛି । ଜାନୁଆରୀ ୧୩ରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ…

ବନ୍ଧାହେଲେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ

ନୂଆପଡା,୮ ।୧: ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ । ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରତଙ୍କୁ ଭିଜିଲାନ୍ସ…

୧୮ରେ ପୁଣି କେନ୍ଦ୍ର-କୃଷକ ବୈଠକ

ନୂଆଦିଲ୍ଲୀ,୮ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ସରକାର-କୃଷକଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଏହାରି ମଧ୍ୟରେ ଦିଲ୍ଲୀରେ ସରକାର-କୃଷକଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ କଥାବର୍ତ୍ତା ଶେଷ ହୋଇଛି । ଆଜି ବି ବୈଠକରୁ…

ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଉଦଘାଟିତ

ଚିଲିକା,୮ ।୧(ଓଡିଶା ଭାସ୍କର): ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ସବର କ୍ରମବର୍ଦ୍ଧିଷ୍ଣୁ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଦେଶାଗତ ପକ୍ଷୀଙ୍କ…

ଧୂମପାନ ଛାଡ଼ିବାକୁ ଛାହୁଁଛନ୍ତି କି, ଜାଣନ୍ତୁ ଏପରି କିଛି ଉପାୟ ବିଷୟରେ

ଆଜିର ଯୁବପୀଢ଼ିଙ୍କ ପାଇଁ ଧୂମପାନ ହେଉଛି ଏକ ମୁଖ୍ୟ ସମସ୍ୟା । ଏହାର କବଳରେ ପଡ଼ି ଅନେକଙ୍କ ଜୀବନହାନୀ ହେଉଥିବା ଦେଖାଯାଉଛି । ସମଗ୍ର ବିଶ୍ୱରେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨ ପ୍ରତିଶତରେ ଭାରତରେ ରହିଛନ୍ତି…

ଆମାଗୀ ୨ ଦିନରେ ଘନ କୁହୁଡି

ଭୁବନେଶ୍ୱର, ୮ ।୧(ଓଡିଶା ଭାସ୍କର): ଆସନ୍ତା ୨ ଦିନରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ୯ରେ ଜଗତସିଂହପୁର, କେନ୍ଦ୍ରାପଡା , କଟକ, ଯାଜପୁର, ଭଦ୍ରକ ପାଇଁ ସତର୍କ ସୂଚନା ଜାରି ହୋଇଛି । ୧୦ରେ…

କେନ୍ଦ୍ର-କୃଷକ ମଧ୍ୟରେ ଆଲୋଚନା ଜାରି

ନୂଆଦିଲ୍ଲୀ,୮ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ସରକାର-କୃଷକଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଏହାରି ମଧ୍ୟରେ ଦିଲ୍ଲୀରେ ସରକାର-କୃଷକଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ କଥାବର୍ତ୍ତା ଜାରି ରଖିଛନ୍ତି । ଏହି ବୈଠକ…

ଆତଙ୍କୀ ଜକିଉରକୁ ୧୫ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ,୮ ।୧: ଆତଙ୍କବାଦୀ ଜକିଉର ରେହମାନ ଲଖଭିକୁ ମିଳିଛି ଜେଲଦଣ୍ଡ । ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ୧୫ ବର୍ଷର ଜେଲ ଦଣ୍ଡାଦେଶ ମିଳିଛି । ଆଜି ପାକିସ୍ତାନ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ ଦଣ୍ଡାଦେଶ…

ବ୍ରାହ୍ମଣ ଝିଅକୁ ବିବାହ କରନ୍ତୁ, ମିଳିବ ୩ ଲକ୍ଷ ଟଙ୍କା

ବେଙ୍ଗାଲୁରୁ, ୮ା୧: ଏଣିକି ଜଣେ ବ୍ରାହ୍ମଣ ପୁଅ ଅନ୍ୟ ଜଣେ ବ୍ରାହ୍ମଣ ଝିଅକୁ ବିବାହ କଲେ ୩ ଲକ୍ଷ ଟଙ୍କା ପାଇବେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଏକ ନିୟମ କର୍ଣ୍ଣାଟକ ସରକାରଙ୍କର ବ୍ରାହ୍ମଣ ବିକାଶ…