Browsing Category

Breaking News

ବଡ଼ ଖବର..ବର୍ଷା ପାଇଁ ଆଜି ଏହି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଆଜି ମୟୂରଭଞ୍ଜରେ ବନ୍ଦ ରହିବ ସବୁ ସ୍କୁଲ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଆସନ୍ତା 12 ଘଣ୍ଟାରେ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ମଣିପୁରରେ ଆହୁରି 6 ମାସ ପାଇଁ ବଢିଲା ରାଷ୍ଟ୍ରପତି ଶାସନ, 13 ଅଗଷ୍ଟରୁ ଲାଗୁ

ନୂଆଦିଲ୍ଲୀ: ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ ସମୟ ସୀମା । ଆଉ 6 ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ନିଷ୍ପତ୍ତି । 13 ଅଗଷ୍ଟରୁ 6 ମାସ ପାଇଁ ଲାଗୁ ରହିବ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା…

ଲଗାଣ ବର୍ଷା କଲା କଲବଲ; ପୋଲ ଉପରେ 2 ଫୁଟର ପାଣି, ଯାତାୟାତ ଠପ୍

ମାଲକାନଗିରି: ଲଗାଣ ବାର୍ଷାରେ ବେହାଲ ମାଲକାନଗିରି । ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ, ଯାତାୟାତ ବାଧାପ୍ରାପ୍ତ । କନ୍ୟାଶ୍ରମ ପୋଲ ଉପରେ ଚାଲିଛି 2 ଫୁଟର ବର୍ଷା ଜଳ । ଫଳରେ କାଲିମେଳା-ପଡ଼ିଆ ବ୍ଲକକୁ ଯୋଗାଯୋଗ…

ସପ୍ତାହ ଧରି ଏହି ୧୦ ଲକ୍ଷଣ ଦେଖାଯାଉଥିଲେ ସାବଧାନ ! ହୋଇଥାଇପାରେ କ୍ୟାନ୍ସର

ଓଡ଼ିଶା ଭାସ୍କର: କର୍କଟ ରୋଗ ଏକ ବିପଦପୂର୍ଣ୍ଣ ଏବଂ ଜୀବନଘାତକ ରୋଗ । ଶରୀରର କୌଣସି ଅଂଶରେ କର୍କଟ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବ୍ୟାପିବା ଆରମ୍ଭ କଲେ କର୍କଟ ରୋଗ ହୁଏ । ସମୟ ସହିତ ଏହି କୋଷଗୁଡ଼ିକ ଅନ୍ୟ…

Breaking: ନୃସଂଶ ମଣିଷ ନୀରିହ ପଶୁକୁ ଛାଡ଼ିଲାନି! ୭ ଗୋ’ ମାତା ଉପରେ ଏସିଡ୍ ପକାଇ ଦରମରା

ବ୍ରହ୍ମପୁର: ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାରରେ ୭ ଗାଈ ଉପରେ ଏସିଡ୍ ମାଡ଼ ହୋଇଛି । ବାଡ଼ ଭାଙ୍ଗି ଗାଈ ଓ ବାଛୁରୀ ବାଡ଼ି ଭିତରେ ପଶିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନୀରିହ ପଶୁଙ୍କ ଉପରକୁ ଏସିଡ ମାଡ଼ କରିଥିବା…

ଆସନ୍ତା ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେବ ଅବପାତ ରୂପ, ୨୮ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା 12 ଘଣ୍ଟାରେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତର ରୂପ ନେବ । ସତର୍କ କରାଇଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ଉତ୍ତର-ପଷ୍ଚିମ ଦିଗରେ ଗତି କରି ଉତ୍ତର…

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରେ ଇତିହାସ ରଚିଲେ ରିଷଭ ପନ୍ତ, ପାଦରେ ପ୍ରାକ୍ଚର ଥାଇ ମଧ୍ୟ ରୋହିତଙ୍କ ରେକର୍ଡ ଭାଙ୍ଗିଲେ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ, ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପାଦର ଆଙ୍ଗୁଠି କ୍ରିସ୍ ୱକ୍ସଙ୍କ ଏକ ବଲ୍ ଦ୍ୱାରା ବାଜିଥିଲା ।  ଯାହା ପରେ ତାଙ୍କ ପାଦରୁ ରକ୍ତ ବାହାରିବା…

କ୍ରିକେଟର ୟଶ ଦୟାଲଙ୍କ ବିରୋଧରେ ଦ୍ୱିତୀୟ ଦୁଷ୍କର୍ମ ଅଭିଯୋଗ: ଜୟପୁରରେ FIR ରୁଜୁ

ଜୟପୁର: ଆଇପିଏଲ ୨୦୨୫ ଚାମ୍ପିୟନ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଦ୍ରୁତ ବୋଲର ୟଶ ଦୟାଲଙ୍କ ବିରୋଧରେ ଜୟପୁରରେ ଗୁରୁତର ଅପରାଧିକ ମାମଲା ଦାୟର ହୋଇଛି। ଜଣେ ନାବାଳିକା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ…

ଆଉ ନାହାଁନ୍ତି ଗାୟକ ବାବଲା ମେହେଟା, ଲତା ମଙ୍ଗେସକରଙ୍କ ସହ ‘ଚାନ୍ଦନୀ’ ଫିଲ୍ମରେ କରିଥିଲେ କାମ

ମୁମ୍ବାଇ: ଖ୍ୟାତନାମା ଭାରତୀୟ ପ୍ଲେବ୍ୟାକ ଗାୟକ ତଥା ‘ମୁକେଶଙ୍କ ସ୍ୱର’ ଭାବେ ପରିଚିତ ବାବଲା ମେହେଟାଙ୍କ ମୁମ୍ବାଇରେ ପରଲୋକ ହୋଇଛି। ଗୁରୁବାର (୨୪ ଜୁଲାଇ ୨୦୨୫) ଏକ୍ସ ପ୍ଲାଟଫର୍ମରେ ଏହି ଖବର ପ୍ରକାଶ ପାଇବା ପରେ…

ଗୁଗଲ ଭଳି ଆମେରିକୀୟ କମ୍ପାନୀରେ ଭାରତୀୟଙ୍କୁ ମିଳିବନି ଚାକିରି ? ନିଯୁକ୍ତି ବନ୍ଦ କରିବା ପାଇଁ ‘ଚେତାବନୀ’ ଦେଲେ ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ, ମାଇକ୍ରୋସଫ୍ଟ ଓ ମେଟା ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରୁ କର୍ମଚାରୀ ନିଯୁକ୍ତି ବନ୍ଦ କରିବାକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ବୁଧବାର…