Browsing Category
Breaking News
ମାଲକାନଗିରି: ଏନ୍କାଉଣ୍ଟରରେ ୨ ମାଓବାଦୀ ନିହତ, ବିପୁଳ ମାରଣାସ୍ତ୍ର ଜବତ
ମାଲକାନଗିରି: (ଓଡ଼ିଶା ଭାସ୍କର) ଏନ୍କାଉଣ୍ଟରରେ ୨ ମାଓବାଦୀ ନିହତ । ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ହୋଇଛି ଏନକାଉଣ୍ଟର । ଉସୁର-ବୁସାଗୁଡ଼ା-ପାମେଡ ଅଞ୍ଚଳରେ ଚାଲିଥିଲା ଗୁଳିବିନିମୟ । DRG, STF, କୋବ୍ରା…
ମୁମ୍ବାଇର ଭୋଟରମାନଙ୍କୁ ମିଳିବ ୨୦% ରିହାତି, ଭୋଟ୍ ଦେବାକୁ ଉତ୍ସାହିତ କରିବାକୁ ନିଆରା ପଦକ୍ଷେପ
ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ସହିତ ଦେଶରେ ୧୪ ଟି ରାଜ୍ୟର ୪୮ ଟି ବିଧାନସଭା ଆସନ ଏବଂ ଦୁଇଟି ରାଜ୍ୟର ଦୁଇଟି ଲୋକସଭା ଆସନରେ ଉପ-ନିର୍ବାଚନ ହେତୁ ଦେଶରେ ରାଜନୈତିକ କାର୍ଯ୍ୟକଳାପ…
୪୮ ଘଣ୍ଟା ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ! ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଏବେ ହାଲୁକା ହାଲୁକା ଥଣ୍ତା ଅନୁଭୂତ ହେଉଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଦକ୍ଷିଣ…
ବିଶ୍ବରେ ଖାଦ୍ୟ ସାମଗ୍ରୀର ଦର ହେଉଛି ମହଙ୍ଗା: ଖାଇବା ତେଲ ପ୍ରଭାବ ସର୍ବାଧିକ
ନୂଆଦିଲ୍ଲୀ : ବିଶ୍ବରେ ଖାଦ୍ୟ ସାମଗ୍ରୀର ଦର ବହୁମାତ୍ରାରେ ବଢ଼ିବାରେ ଲାଗିଛି। ଅକ୍ଟୋବର ମାସରେ ବିଶ୍ବରେ ଖାଦ୍ୟ ସାମଗ୍ରୀର ଦର ଗତ ୧୮ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଜାତିସଂଘର ବିଶ୍ବ ଖାଦ୍ୟ ଓ କୃଷି ସଂଗଠନ…
ମହିଳାଙ୍କ ମାପ ନେଇ ପାରିବେ ନାହିଁ ପୁରୁଷ… Womens’ Safety ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ, ଆସିବ ପରିବର୍ତ୍ତନ!
ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । କପଡ଼ା ସିଲେଇ କରିବା ସମୟରେ ପୁରୁଷ ଦରଜୀଙ୍କୁ ମହିଳାଙ୍କ ମାପ ନେବା ଉପରେ ରୋକ ଲଗାଯାଇଛି । ମହିଳାଙ୍କ ସୁରକ୍ଷାକୁ…
(Video) ବିଦାୟ ନେଉଛି ‘Lucky Car’! ଅନ୍ତିମ ଯାତ୍ରାରେ ସାମିଲ ହେଲେ ୧୫୦୦ ଲୋକ, ଭୋଜନ ଖର୍ଚ୍ଚ ୪ ଲକ୍ଷ
ନୂଆଦିଲ୍ଲୀ: ଅନେକ ଲୋକ ନିଜର ରକ୍ତର ସମ୍ପର୍କୀୟ, ଆପଣାର ଲୋକଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କିଛି ନିଆରା ପଦକ୍ଷେ ନେଇଥାନ୍ତି । ଏଥିପାଇଁ ଅନେକ ଲୋକ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମାଧି, ପ୍ରତୀକ ବା…
ନୂଆବର୍ଷ ପୂର୍ବରୁ ଚାରି ଧାମକୁ ଗଡ଼ିବ ଲଗଜୁରୀ ବସ୍: ନୂଆ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ପୂର୍ବରୁ ଚାରି ଧାମକୁ ଗଡ଼ିବ ଲଗଜୁରୀ ବସ୍ । ନୂଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ । ପୁରୀ ଶ୍ରୀଜଗନ୍ନାଥ ଧାମରୁ ଅନ୍ୟ ୩ ଧାମକୁ ଗଡ଼ିବ ସୁପର…
ଇତିହାସ ରଚିଲେ ସଞ୍ଜୁ ସାମସନ: T-20 କ୍ରିକେଟରେ ଶତକ ସହ ବିଶାଳ ରେକର୍ଡର ଅଧିକାରୀ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଇତିହାସ ଲେଖିଛନ୍ତି ଭାରତର ଷ୍ଟାର ଓପନର ସଞ୍ଜୁ ସାମସନ । ପ୍ରଥମ ମ୍ୟାଚରେ ଶତକ ହାସଲ କରି ଟି-୨୦ କ୍ରିକେଟରେ ସେ ଏକ ନୂଆ ରେକର୍ଡ ସୃଷ୍ଟି…
ମିଶ୍ରଣ ହେବ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ: କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ଗୁଡ଼ିକର ଚତୁର୍ଥ ପର୍ଯ୍ୟାୟ ମିଶ୍ରଣ କରିବା ଓ ଗୋଟିଏ ରାଜ୍ୟରେ ଗୋଟିଏ ଗ୍ରାମ୍ୟ ବ୍ୟାଙ୍କ ସ୍ଥାପନ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ।…
‘‘ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଯୋଜନା’’ ର ଶୁଭାରମ୍ଭ କଲେ ଜେ ପି ନଡ୍ଡା, ଜାଣନ୍ତୁ ଏହାର ଫାଇଦା
ନୂଆଦିଲ୍ଲୀ : କେନ୍ଦ୍ର ରାସାୟନିକ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି…