Browsing Category

Breaking News

ମୁମ୍ବାଇରେ ବଡ ଆତଙ୍କବାଦୀ ଆକ୍ରମଣର ଆଶଙ୍କା

ମୁମ୍ବାଇ, ୨୭ ।୧୦: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇରେ ଡ୍ରୋନ୍, ରିମୋଟ କଣ୍ଟ୍ରୋଲ ମାଇକ୍ରୋ…

ମରାମତି ହେବ ବାଇଶି ପାହାଚ

ପୁରୀ,୨୭ ।୧୦(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇର ୪ ଜଣିଆ ଟିମ୍ । ଶ୍ରୀମନ୍ଦିରର ପ୍ରତିଟି ପାହାଚର ମାପଚୁପ କରିଛନ୍ତି । ଏହା ସହ…

ଉପନିର୍ବାଚନ ପାଇଁ ଡିଜିଟାଲରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର,୨୭ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇସାରିଛି । ନିକଟରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲି କରିଥିବା…

ନିଜର ବ୍ୟବସାୟ ପାଇଁ ସରକାର ଦେବେ ଦିପାବଳୀ ଗିଫ୍ଟ, ଟ୍ୟାକ୍ସ ଉପରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୨୭ ।୧୦: ସାରା ଦେଶରେ କରୋନା ଭାଇରସ୍ ବ୍ୟାପିବା କାରଣରୁ ଭାରତୀୟ ଷ୍ଟାର୍ଟଅପମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର କେନ୍ଦ୍ର ସରକାର ଇଣ୍ଡିଆନ୍…

ପାକିସ୍ତାନର ପେଶୱାରରେ ବଡ ବିସ୍ଫୋରଣ : ୭ ମୃତ, ୭୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର

ପେଶୱାର,୨୭ ।୧୦: ପାକିସ୍ତାନର ପେଶାୱରର ଏକ ମଦ୍ରାସା ନିକଟରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣ ମଦ୍ରାସା, ଦୀର କଲୋନୀରେ ହୋଇଛି । ରିଲିଫ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ,…

ରାଜ୍ୟରେ ୧୩ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୨୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…

ରାଜ୍ୟର ୩୦ ଜିଲ୍ଲାରୁ ୧୨୪୭ ପଜିଟିଭ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ କେତେ ?

ଭୁବନେଶ୍ୱର,୨୭।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୨୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

ଚନ୍ଦ୍ରପୃଷ୍ଠରେ ମିଳିଲା ଜଳର ସନ୍ଧାନ

ନୂଆଦିଲ୍ଲୀ,୨୭ ।୧୦: ଚନ୍ଦ୍ର ପୃଷ୍ଠରେ ମିଳିଛି ଜଳର ସନ୍ଧାନ । ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ମିଳିଥିବା ଦାବି କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ବା ନାସା । ପର୍ଯ୍ୟବେକ୍ଷଣ ଯାନ ‘ସୋଫିଆ’ ଜରିଆରେ ଜଳ ସନ୍ଧାନ…

୨୪ ଘଣ୍ଟାରେ କୋରୋନା ନେଲା ୪୮୮ ଜୀବନ

ନୂଆଦିଲ୍ଲୀ,୨୭ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୪୬୯ ନୂଆ ଆକ୍ରାନ୍ତ…