fbpx
Browsing Category

Breaking News

ଏଣିକି ସ୍ୱାଭିମାନ ଅଞ୍ଚଳରେ ମିଳିବ ବ୍ୟାଙ୍କିଙ୍ଗ ସେବା

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୧୫୭ତମ SLBC ବୈଠକ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟିତ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଓଡିଶାର ୪୯୨୧ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ…

ଗଛରେ ବାନ୍ଧି ଯୁବକଙ୍କୁ ନିର୍ଧୁମ୍ ମାଡ

ଖୋର୍ଦ୍ଧା,୨୧ ।୧୨(ଓଡିଶା ଭାସ୍କର): ଖୋର୍ଦ୍ଧା ଜିଲ୍ଲା କାଇପଦାର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ ମାରିଥିଲେ ୨ ଦୃର୍ବୁତ୍ତ…

ଶେଷ ମ୍ୟାଚ୍ ଭଳି ଖେଳିବୁ: ଶ୍ରେୟସ

କଟକ,୨୧ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଭାରତୀୟ ଖେଳାଳି ଶ୍ରେୟସ ଆୟାର କହିଛନ୍ତି ଯେ, ଦଳର ଆବଶ୍ୟକତା ଅନୁସାରେ…

ଆଗାମୀ ୩ ଦିନ ସମ୍ବଲପୁର ବନ୍ଦ

ସମ୍ବଲପୁର,୨୧ ।୧୨(ଓଡିଶା ଭାସ୍କର): ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଗାମୀ ୩ ଦିନ ସମ୍ବଲପୁର ବନ୍ଦ ରହିବ । ଏନେଇ ବିଭିନ୍ନ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । କମିଟି ପକ୍ଷରୁ ସମସ୍ତ ସରକାରୀ…

ପୁଣି ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ

ପୁରୀ,୨୧ ।୧୨(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଭିତର ଭିଡିଓ ପୁଣି ଭାଇରାଲ ହୋଇଛି । ଜଣେ ଯୁବକ ଫୋନରେ କଥା ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଯୁବକ ଜଣ ଚାହାଣି ମଣ୍ଡପରେ କଥା ହେଉଛନ୍ତି ।…

AEଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର,୨୧ ।୧୨(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମ ଉନ୍ନୟନ AEଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡାଙ୍କ…