Browsing Category

Breaking News

ରାଶି ହିସାବରେ ଏପରି କରନ୍ତୁ ଗଣେଶ ପୂଜା, ଧନଲାଭ ସହ ଦୂରେଇ ଯିବ ସମସ୍ୟା

ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷର ବିରାଜମାନ କରିଛନ୍ତି ଶ୍ରୀ ଗଣେଶ ଭଗବାନ । ଆଜି ଭାଦ୍ରବମାସର ଗଣେଶ ଚତୁର୍ଥୀରେ ଘରେ ଘେ ଗଣେଶ ଭଗବାନ ବିରାଜମାନ ହେବା ସହ ଆଗାମୀ ୧୦ ଦିନ ପଯ୍ୟନ୍ତ ଭକ୍ତଙ୍କ ସହ ରହିବେ । କରୋନା…

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…

କୁପୋଷଣ ଓ କରୋନା ପାଇଁ ଜନସଚେତନତା ପଦଯାତ୍ରା

ମହାକାଳପଡ଼ା(ଓଡିଶା ଭାସ୍କର): କୁପୋଷଣ ଓ କରୋନା ପାଇଁ ଜନ ସଚେତନତା ପଦଯାତ୍ରା । ମା' ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘ, ଜାତୀୟ ସାମାଜିକ ସେବା ଓ ନେହେରୁ ଯୁବ ସଂଗଠନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା…

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଏହି ରାଜ୍ୟରେ ହେବ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏନଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ଏଥିରେ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶରେ ମଧ୍ୟ ବର୍ଷା ହେବ । ଭାରତ ମହାସାଗରରେ…

ଓଡ଼ିଶାରୁ ଆଜି ୭୪୫ ପଜିଟିଭ୍ ଚିହ୍ନଟ, ୧୧୯ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର୨୦୨୧ରେ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଲେ ଦୁଇ ଭାରତୀୟ

ନୂଆଦିଲ୍ଲୀ: ୧୦ ଲକ୍ଷ ଡଲାର୍(୭ କୋଟି ୩୫ ଲକ୍ଷଟଙ୍କା)ର ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର ୨୦୨୧ ପାଇଁ ଗୁରୁବାର ଘୋଷଣା ହୋଇଥିବା ଶୀର୍ଷ ୫୦ ଶିକ୍ଷକଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ନାମ ସାମିଲ ରହିଛି । ତାଲିକାରେ ବିହାରର…

ନୂଆ ତାଲିବାନ ସରକାରକୁ ଆମେରିକାର ନାପସନ୍ଦ

ନୂଆଦିଲ୍ଲୀ: ମଧ୍ୟବର୍ତ୍ତୀକାଳୀନ ତାଲିବାନ ସରକାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆମେରିକା । ଯାହା ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଆଶା କରିଥିଲେ ତାହା ପୂରଣ ହୋଇନି । ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ବ୍ୟକ୍ତିଙ୍କ…

ଦେଶର ପ୍ରଥମ ପରମାଣୁ ମିସାଇଲ୍ ଟ୍ରାକିଂ ଜାହାଜ INS ‘ଧ୍ରୁବ’ ଆଜି ହେବ ଲଞ୍ଚ, ଶତ୍ରୁଙ୍କ ପ୍ରତିଟି ଚାଲ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଭାରତ ଆଜି ଏପରି ଏକ ଅସ୍ତ୍ର ପାଇବାକୁ ଯାଉଛି ଯାହାଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ଶତ୍ରୁଙ୍କ ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ପାଇଁ ଭାରତର ପ୍ରଥମ ଟ୍ରାକ୍ କରିପାରୁଥିବା…

କ୍ରେଡିଟ୍ କାର୍ଡ ବନ୍ଦ କରିବା ପୂର୍ବରୁ ଏହି ୫ଟି କଥାର ଧ୍ୟାନ ରଖନ୍ତୁ, ନଚେତ୍ ସହିବାକୁ ପଡ଼ିବ କ୍ଷତି

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଅଛି ତେବେ ସେସବୁକୁ ମ୍ୟାନେଜ୍ କରିବାରେ ଅସୁବିଧା ହେଉଥିବ ନିଶ୍ଚୟ । ବିଲ୍ ର ତାରିଖ ମନେ ରଖିବା, ସମୟାନୁସାରେ ପୈଠ କରିବା, ପଏଣ୍ଟ ରିଡିମ୍…

ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ କାହିଁକି ହୋଇଥାଏ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ ଆସୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ବେଳେବେଳେ ଏହା ଅଧିକ ବିପଜ୍ଜନକ ମଧ୍ୟ ହୋଇଥାଏ । ସ୍ପେନରେ ଏହାକୁ ନେଇ ଏକ ରିସର୍ଚ୍ଚ ହୋଇଥିଲା, ଯେଉଁଥିରେ…