fbpx
Browsing Category

Breaking News

ନାଗରିକତା ସଂଶୋଧନ ଆଇନ, ୩ଟି ବସ୍ ଜାଳିଦେଲେ ବିକ୍ଷୋଭ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫ା୧୨: ଜାମିଆରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଦେଖାଦେଇଛି । ଏନେଇ ୩ଟି ବସକୁ ଜାଳି ଦେଇଛନ୍ତି ପ୍ରଦର୍ଶନକାରୀ । ଏହାସହ ୪ଟି ଦମକଳ ଗାଡ଼ି ଉପରେ ପ୍ରଦର୍ଶନକାରୀ ହମଲା ମଧ୍ୟ କରିଛନ୍ତି । ନିଆଁ…

ଦକ୍ଷିଣ ଫିଲିପାଇନ୍ସରେ ଭୂକମ୍ପ ଝଟକା

ମାନିଲା, ୧୫ା୧୨: ଦକ୍ଷିଣ ଫିଲିପାଇନ୍ସର ମିନ୍ଦାନାଓରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ଥିବାର ରେକର୍ଡ଼ କରାଯାଇଛି । ଏହାଦ୍ୱାରା ବହୁ କ୍ଷୟକ୍ଷତି ହୋଇଥିବା ବେଳେ…

ଜବାହାରଲାଲ ନେହେରୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ

ନୂଆଦିଲ୍ଲୀ, ୧୫ା୧୨: ଅଭିନେତ୍ରୀ ପାୟଲ ରୋହତଗୀ ନିଜ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦରେ ରହୁଥିବା ବେଳେ ତାଙ୍କୁ ରାଜସ୍ଥାନ ପୋଲିସ ଆଜି ଗିରଫ କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ…

ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଟୋନି

ଲଣ୍ଡନ, ୧୫ା୧୨: ଲଣ୍ଡନରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଠାରେ ବିଶ୍ୱ ସୁନ୍ଦରୀ ଭାବେ ମୁକୁଟ ପିନ୍ଧିଛନ୍ତି ଜାମାଇକାର ଟୋନି ଆନ୍ ସିଂହ । ୧୨୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟିନୀ…

ଡିସେମ୍ବର ଶେଷ ସୁଦ୍ଧା ବିଜେପି ରାଜ୍ୟ ସଭାପତି ଚୟନ

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ବିଜେପିର ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି । ଦଳରେ କୌଣସି ଦ୍ୱନ୍ଦ ନାହିଁ । ୩୬ଟାରୁ ଆଜି…

ବଜ୍ରକାପ୍ତା ଧରିଲେ କିମ୍ବା ସନ୍ଧାନ ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ବଜ୍ରକାପ୍ତା ଧରିଲେ ବା ସନ୍ଧାନ ପାଇ ଖବର ଦେଲେ ସେମାନଙ୍କୁ ପୁରସ୍କାର ମିଳିବ । ୧୦ହଜାର ଟଙ୍କା ପୁରସ୍କାର ଦିଆଯିବା ନେଇ ପୋଷ୍ଟର ଜାରି ହୋଇଛି । ଆଠଗଡ଼ ବନାଞ୍ଚଳ ଅଧିକାରୀଙ୍କ…

ଆସନ୍ତା ଡିସେମ୍ବର ୧୮ରେ ହେବ ଶିକ୍ଷକ କ୍ଲଷ୍ଟର ଶିଳାନ୍ୟାସ

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ୧୮ ତାରିଖରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ ହେବ । କ୍ଲଷ୍ଟରରେ ଶିକ୍ଷକ ରହି ସ୍ଥାନୀୟ ଅଞ୍ଚଳରେ ପାଠ ପଢ଼ାଇବେ । ପୂର୍ବରୁ ସ୍କୁଲକୁ ଯାତାୟତ ଅସୁବିଧା ଯୋଗୁଁ…

ନଣନ୍ଦକୁ ମାରି ଭାଉଜ ଗିରଫ

ବାଲୁଗାଁ, ୧୫ା୧୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବାଲୁଗାଁ ଗଙ୍ଗନଗରରେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସେଠାରେ ଏକ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିିଥିଲା । ନଣନ୍ଦଙ୍କୁ ହତ୍ୟା…

ଆମକୁ ଅପହରଣ କରାଯାଇ ନାହିଁ, ବିଜେପି ଆଣିଥିବା ଅଭିଯୋଗ ମିଛ

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ବରଗଡ଼ର ୯ଜିଲ୍ଲା ପରିଷଦ ସଦସ୍ୟ ଗଣମାଧ୍ୟମ ଆଗରେ ଆଜି ମୁହଁ ଖୋଲିଛନ୍ତି । ସେମାନେ କହିଛନ୍ତି ଆମକୁ କେହି ବି ଅପହରଣ କରିନାହାନ୍ତି । ଆମେ ନିଜ ଇଚ୍ଛାରେ ଭୁବନେଶ୍ୱର…

ପୁଣିଥରେ ଆଜି ବିକ୍ଷୋଭ ଯୋଗୁଁ ଟ୍ରେନ ବାତିଲ

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ନେଇ ଆନ୍ଦୋଳନ ପାଇଁ ଆଜି ବି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ ବାତିଲ ହୋଇଛି । ପୁରୀରୁ…