Browsing Category

Breaking News

ଶ୍ରୀଲଙ୍କାକୁ ହରାଇଲା ଭାରତ; ୩୮ ରନ୍ ରେ ଜିତିଲା

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ।ଫଳରେ ଦିନିକିଆ ଭଳି ଟ୍ବେଣ୍ଟି ଟ୍ବେଣ୍ଟିରେ ମଧ୍ୟ ସିରିଜ୍ କବଜା କରିବା ଆଶା କରାଯାଉଛି। ୩୮ ରନ୍ ରେ…

OCA ପକ୍ଷରୁ କୋଚ୍ ଘୋଷଣା; ନଟରାଜଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିଭିନ୍ନ ବୟସବର୍ଗ ପାଇଁ କୋଚ ଓ ସହକାରୀ କୋଚଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ୱାସିମ ଜାଫରଙ୍କୁ ରଣଜୀ ଦଳର ମୁଖ୍ୟ କୋଚ ଭାବରେ ଘୋଷଣା…

ଭୂମିକମ୍ପରେ ଥରିଲା ସିକିମ୍, ରିକ୍ଟର ସ୍କେଲରେ ତୀବ୍ରତା ୪.୦

ସିକିମ୍ (ଭାସ୍କର ନ୍ୟୁଜ): ଭୂମିକମ୍ପରେ ଥରିଲା ସିକିମ୍। ପୂର୍ବ ସିକିମ୍‌ରେ ରବିବାର ରାତି ପ୍ରାୟ ୮ଟା ୩୯ ମିନିଟ୍‌ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରହିଛ। ଏନେଇ ଜାତୀୟ…

ଦୁନିଆର ସବୁଠାରୁ ଖତରନାକ୍ ସିରିଏଲ କିଲର ରୋଡନି ଜେମ୍ସ ଅଲକାଲାର ହେଲା ମୃତ୍ୟୁ, କରିଛି ୧୩୦ରୁ ଅଧିକ ଲୋକଙ୍କ ହତ୍ୟା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଖତରନାକ୍ ସିରିଏଲ କିଲର ରୋଡନି ଜେମ୍ସ ଅଲକାଲାର ମୃତ୍ୟୁ ହୋଇଯାଇଛି । କାଲିଫର୍ନିଆର ଏକ ଡାକ୍ତରଖାନାରେ ଅଲକାଲାର ମୃତ୍ୟୁ ହୋଇଥିବା ଜଣାପଡିଛି । ୭୭ ବର୍ଷ ବୟସରେ ଅଲକାଲାର ମୃତ୍ୟୁ…

ହିମାଚଳ ପ୍ରଦେଶରେ ଭୁସ୍ଖଳନ: ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଉପରେ ଖସିଲା ଚଟାଣ, ୯ ମୃତ

ସିମଲା: ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାରେ ରବିବାର ଭୂସ୍ଖଳନ ହେବା ପରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଛିତ୍ରକୁଲରୁ ସାଙ୍ଗଲା ଆଡକୁ ଆସୁଥିବା ଏକ ପର୍ଯ୍ୟଟକଙ୍କ…

ଭାରତୀୟ ଖାଦ୍ୟ ନୂହେଁ ସିଙ୍ଗଡା, ଯଦି ଆପଣ ମାନଙ୍କୁ ବି ପସନ୍ଦ ତେବେ ଜାଣନ୍ତୁ ଏହାର ଇତିହାସ

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଦେଶର ଘର ଠାରୁ ଆରମ୍ଭ କରି ପ୍ରତି ଗଳିକନ୍ଦିରେ ତିଆରି ହେଉଥିବା ସିଙ୍ଗଡା ଭାରତୀୟଙ୍କ ଅତି ପ୍ରିୟ ଖାଦ୍ୟ । ଖୁବ୍ କମ୍ ଲୋକ ଏମିତି ଥିବେ ଯେଉଁ ମାନଙ୍କୁ ସିଙ୍ଗଡା ପସନ୍ଦ ନ ଥିବ ।…

ଭୁଲରେ ବି ଡାଉନଲୋଡ୍ କରନ୍ତୁ ନାହିଁ ଏହି ୧୧ଟି ଆପ୍, ନଚେତ୍ ଖାଲି ହୋଇଯିବ ବ୍ୟାଙ୍କ୍ ଆକାଉଣ୍ଟ୍

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକ ମାନେ ହୋଇଯାଆନ୍ତୁ ସାବଧାନ । ଆଜିକାଲି ଲଗାତର ଭାବରେ ସାଇବର୍ ଅପରାଧ ବଢ଼ିବାରେ ଲାଗିଛି । ନିମିଷକେ ସାଇବର୍ ଅପରାଧି ମାନେ ଅନେକ ପ୍ରକାରର ଅଫର୍ ର ଲୋଭ ଦେଖାଇ ବ୍ୟାଙ୍କ୍ ଆକାଉଣ୍ଟ୍ ଖାଲି…

ଦେଶରେ ପ୍ରଥମ, ଭୋଟରଙ୍କୁ ଲାଞ୍ଚ ଦେବାରୁ ସାଂସଦଙ୍କୁ ଜେଲ ଦଣ୍ଡାଦେଶ!!!

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଭୋଟରଙ୍କୁ ଲାଞ୍ଚ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଲେଙ୍ଗାନାର ଏକ ସ୍ୱତନ୍ତ୍ର ସେସନ କୋର୍ଟ ସାଂସଦଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇବା ସହ…

ପର୍ଣ୍ଣୋଗ୍ରାଫୀ ମାମଲା: କୁନ୍ଦ୍ରାଙ୍କ ବିରୋଧରେ ବୟାନ ଦେବେ ୪ କର୍ମଚାରୀ!

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ମାମଲାରେ ତଦନ୍ତର ଶିକାର ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ୍ ଯାଞ୍ଚ କରୁଛି । ଅଶ୍ଳୀଳ ଭିଡିଓ ନିର୍ମାଣ କରିବା ଏବଂ…

ଆସନ୍ତାକାଲି ଖୋଲିବ ସ୍କୁଲ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି କାଲି ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ଯେଉଁ ପିଲାମାନେ ସ୍କୁଲକୁ ନ…