Browsing Category
Breaking News
ବାହାରକୁ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଏହି ଖାଦ୍ୟଗୁଡ଼ିକ ଶରୀର ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଥାଏ, ଜାଣନ୍ତୁ ସେ ବିଷୟରେ
ସୁସ୍ୱାଦୁ ଖାଦ୍ୟ ଖାଇବାକୁ କିଏ ନ ଚାହେଁ, ଖାଦ୍ୟ ପ୍ରତି ଅଧିକାଂଶ ଲୋକଙ୍କ ଦୁର୍ବଳତା ରହିଥାଏ । ତେବେ ଆପଣମାନେ ବୋଧହୁଏ ଏକଥା ଜାଣିନଥିବେ ଯେ, ଆମେ ଦୈନନ୍ଦିନ ଜୀବନରେ ସେବନ କରୁଥିବା ବିଭିନ୍ନ ଖାଦ୍ୟ ମଧ୍ୟ ଆମ…
ଇଦ୍ ଅବସରରେ ନିର୍ଦ୍ଦୟ ହେଲା ତାଲିବାନ୍, ନମାଜ ପାଠ ବେଳେ ରାଷ୍ଟ୍ରପତି ଭବନ ପାଖରେ ନିକ୍ଷେପ କଲା ୩ଟି ରକେଟ୍
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର ରାଷ୍ଟ୍ରପତି ଭବନ ନିକଟରେ ତାଲିବାନ ମାନେ କଲେ ରକେଟ୍ ମାଡ଼ । ବିଦେଶୀ ଶକ୍ତି ଅର୍ଥାତ୍ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆଫଗାନିସ୍ତାନର ପ୍ରମୁଖ ସହର ଗୁଡ଼ିକୁ…
ରାଜ୍ କୁନ୍ଦ୍ରାଙ୍କ ପରେ ଅଶ୍ଳୀଳ ଭିଡିଓ ମାମଲାରେ ଆଉ ଜଣଙ୍କୁ ଧରିଲା କ୍ରାଇମବ୍ରାଞ୍ଚ
ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଆଉ ସଫଳତା ମିଳିଛି । ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ପରେ ଏବେ ଆଉ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିବାର…
Airtel-Jio-Vi: କିଏ ଦେଉଛି ଗ୍ରାହକଙ୍କୁ ଶସ୍ତା ପ୍ଲାନ୍, ଜାଣନ୍ତୁ
ନୂଆଦିଲ୍ଲୀ: ଦେଶରେ ଟେଲିକମ୍ କମ୍ପାନୀମାନେ ବର୍ଷ ସାରା ବିଭିନ୍ନ ପ୍ରିପେଡ୍ ପ୍ଲାନ ଅଫର ଦେଇଥାନ୍ତି ।ଏୟାରଟେଲ, ଜିଓ ଓ ଭୋଡ଼ାଫୋନ-ଆଇଡିଆର ପ୍ରିପେଡ୍ ପ୍ଲାନ ବର୍ଷସାରା ଭାଲିଡିଟି ସହ ଲଞ୍ଚ ହୋଇଥାଏ । ବାର୍ଷିକ…
ଓଟିରେ ଗଡ଼ୁଛି ମଦ ବୋତଲ, ନାଁ ଅଛନ୍ତି ଡାକ୍ତର, ନାଁ ହେଉଛି ରେଜିଷ୍ଟ୍ରେସନ୍; ରେଡ୍ ପରେ ଖୋଲିଲା ୨୯ଟି ହସ୍ପିଟାଲର ଗୁମର
ଲକ୍ଷ୍ନୌ: ଗୋଟେ ପଟେ କରୋନା ମହାମାରୀ ପାଇଁ ସାଧାରଣ ଲୋକ ଖୁବ୍ ହନ୍ତସନ୍ତ ହେଉଛନ୍ତି । ରୋଗୀଙ୍କୁ ବେଡ୍ ନପାଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ଲକ୍ଷ୍ନୌର ହସ୍ପିଟାଲର ସ୍ଥିତି ସଠିକ୍ ପରିଚାଳନା ଅଭାବରେ…
ବିଦ୍ୟାଙ୍କ ପାଲଟା ଅଭିଯୋଗ ପରେ ଏପରି ପ୍ରତିକ୍ରିୟା ରଖିଲେ ସୌମ୍ୟଙ୍କ ବାପା-ମା, କହିଲେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ସୌମ୍ୟଙ୍କର ପରକୀୟା ପ୍ରୀତି ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀ ପାଲଟା ଅଭିଯୋଗ କରିଛନ୍ତି । ବୋହୂ…
ସରିଲା ମହାବାହୁଙ୍କର ପହଣ୍ଡି ବିଜେ ନୀତି, ରତ୍ନବେଦୀକୁ ଭାଇ-ଭଉଣୀକୁ ଧରି ଫେରିବେ ଚକାଆଖି
ପୁରୀ: ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ପ୍ରକମ୍ପିତ ହେଉଛି ବଡ ଦାଣ୍ଡ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ।…
୧ ଲକ୍ଷ ୨୦ ହଜାର ବେକାରୀଙ୍କୁ ନିଯୁକ୍ତି ଦେବେ ଦେଶର ୪ଟି ଆଇଟି କମ୍ପାନୀ, ଫ୍ରେଶର୍ସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ନୂଆଦିଲ୍ଲୀ: କରୋନା ସମୟରେ ଦେଶରେ ବର୍ତ୍ତମାନ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛନ୍ତି ଦେଶର ପ୍ରମୁଖ ୪ଟି ଆଇଟି କମ୍ପାନୀ ଟିସିଏସ୍, ଇନଫୋସିସ୍, ଏଚସିଏଲ୍ ଓ…
ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ
ଝାରସୁଗୁଡା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭବାନୀପାଟଣା ପଲିଟେକନିକ ଇଞ୍ଜିନିୟରିଂ ସ୍କୁଲ…
ଅଶ୍ଳୀଳ ଭିଡିଓ ମାମଲାର ଅଭିଯୁକ୍ତ ରାଜ କୁନ୍ଦ୍ରା, ଦୋଷୀ ସାବ୍ୟସ୍ତ ହେଲେ ମିଳିବ ଏପରି ଦଣ୍ଡ
ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଅଶ୍ଳୀଳ ଫିଲ୍ମ କରିବା ସହ କିଛି ଆପ୍ ଜରିଆରେ ତାହାକୁ ପବ୍ଲିଶ କରିଥିବା ମାମଲାରେ ତାଙ୍କୁ ଗିରଫ…