Browsing Category

Breaking News

ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ଗଳାକାଟି ହତ୍ୟା

ମାଲକାନଗିରି,୧୨ ।୫(ଓଡିଶା ଭାସ୍କର): କରୋନା କାଳରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଯବାନଙ୍କୁ ଅପହରଣ କରିବା ପରେ ଗଳାକାଟି ଅତି ନୃଂଶସ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩.୩୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୧୨ା୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୩୦ ହଜାର ୩୬୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

‘ଶବଦାହର ଧୂଆଁରେ ବ୍ୟାପିବ କରୋନା, ଅନ୍ତିମ ସଂସ୍କାର କର ନାହିଁ’- ଏମିତି କହି ମୃତଦେହକୁ ଫେରାଇ ଦେଲେ

ଯୋଧପୁର, ୧୨ା୫: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଦିନକୁ ଦିନ ଅଜବ ପ୍ରକାର ଘଟଣା ଦେଖିବାକୁ ମିଳୁଛି । ରାଜସ୍ଥାନରେ ଜଣେ କରୋନା ମୃତକଙ୍କ ଶବକୁ ଦାହ କରିବାକୁ ଦିଆଯାଇ ନାହିଁ । ଅନ୍ତିମ ସଂସ୍କାର ବେଳେ…

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶାରେ ଆଜି ୧୦,୯୮୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ପୁଣି ୧୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଆସିଲା ଏସଓପି

ଦିଲ୍ଲୀ,୧୧ ।୫: କରୋନା କାଳରେ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି ହୋଇଛି । ଦିଲ୍ଲୀ ଓ ଗୋଆ ସରକାରଙ୍କ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀଙ୍କ ପାଇଁ ଉଭୟ…

ଭୁବନେଶ୍ୱର ଭବାନୀ ମଲରେ କୋଭିଡ ଟେଷ୍ଟ

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): କୋଭିଡ ଟେଷ୍ଟକୁ ଆହୁରି ସୁଗମ କରିବାକୁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଉଛି । ଭୁବନେଶ୍ୱର ସହିଦନଗର ସ୍ଥିତ ଭବାନୀ ମଲରେ କୋଭିଡ…

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବୋମା ରଖିବା ଘଟଣା: ପୋଲିସ ସେବାରୁ ସଚିନ ୱାଜେଙ୍କୁ ବହିଷ୍କାର

ମୁମ୍ବାଇ,୧୧ ।୫: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବୋମା ରଖିବା ଅଭିଯୋଗରେ ନିଲମ୍ବିତ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଆଜି ପୋଲିସ ସେବାରୁ ବହିଷ୍କାର କରାଯାଇଛି । ଜାତୀୟ ଅନୁସନ୍ଧାନ ଏଜେନ୍ସି…

ହିମନ୍ତ ବିଶ୍ୱଶର୍ମାଙ୍କ ରୋଚକ ‘ଲଭ୍ ଷ୍ଟୋରୀ’, ପତ୍ନୀ କହିଥିଲେ- ‘ମାକୁ କହିଦିଅ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି’

ଭାରତୀୟ ରାଜନୀତିରେ ଏପରି ଅନେକ ଚେହେରା ରହିଛି, ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ସଚ୍ଚୋଟତା ସହିତ ଲୋକଙ୍କ ହୃଦୟ ଜିତିବା ସହ ଅନେକ ବଡ଼ ପଦବୀ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆସାମର ନୂଆ…

ଖୁସି ଖବର : ଓଡ଼ିଶାରେ ଆଜି ୭୫୬୪ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୧।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୫୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…