Browsing Category

Breaking News

କାଠଯୋଡିରେ ବାଇକକୁ ଧକ୍କା ଦେଲା ଟ୍ରେନ୍; ଯୁବକ ନିଖୋଜ

କଟକ(ଓଡ଼ିଶା ଭାସ୍କର): କଟକରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି । ଟ୍ରେନ୍ ସହିତ ଧକ୍କା ପରେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ଏକ ବାଇକରେ ଥିବା ବେଳେ ଟ୍ରେନ୍ ଧକ୍କାରେ କାଠଯୋଡି ନଦୀକୁ ଖସି ପଡିଥିଲେ ।…

ଜାଣନ୍ତୁ କେବେଠୁ ଏମ୍ସରେ ମିଳିବ ଇକମୋ ଚିକିତ୍ସା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ପ୍ରଥମ ହସ୍ପିଟାଲ ଭାବରେ ଇକମୋ ଚିକତ୍ସା ପ୍ରଦାନ କରିବାକୁ ଯାଉଛି ଏମ୍ସ । ଗୁରୁବାର ଠାରୁ ଏମ୍ସରେ ଇକମୋ ଚିକିତ୍ସା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଭୁବନେଶ୍ୱର ଏମ୍ସର…

ଏହି ରାଶିର ଲୋକଙ୍କୁ କରନ୍ତୁନି ଭରସା, ଭୁଲରେ ବି କୁହନ୍ତୁ ନାହିଁ ନିଜ ସିକ୍ରେଟ୍

ପ୍ରତ୍ୟେକ ବ୍ୟକ୍ତିର ଏକ ରାଶି ଚିହ୍ନ ଥାଏ, ଯାହା ଫଳରେ ବ୍ୟକ୍ତିର ସ୍ୱଭାବ, ବ୍ୟକ୍ତିତ୍ୱ ଓ ଭବିଷ୍ୟ ବିଷୟରେ ଆକଳନ କରାଯାଏ । ପ୍ରତ୍ୟେକ ରାଶି ନିଜର ସ୍ୱାମୀ ଗ୍ରହ ଯୋଗୁଁ ଅଲଗା ଅଲଗା ସ୍ୱଭାବର ହୋଇଥାଏ ।…

ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ, ଆଜି ୩୨୭ ନୂଆ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୩୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭ ଜଣ ଚିହ୍ନଟ…

ପୁରୀର ଗଙ୍ଗା ଲଜ୍ ସିଲ୍

ପୁରୀ (ଓଡ଼ିଶା ଭାସ୍କର): କରୋନା ପ୍ରଭାବ ଜାରି ରହିଥିବାରୁ କଟକଣା ମଧ୍ୟରେ ହୋଇଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । କଟକଣା ସତ୍ୱେ କିଛି ଅମାନିଆ ନିୟମ ମାନିନଥିବାରୁ ଦୃଢ଼ ପଦକ୍ଷେପ ନେଇଛି ପ୍ରଶାସନ । ପୁରୀ ବଡ଼ଦାଣ୍ଡର…

୧୬ ଜିଲ୍ଲା ସାବଧାନ୍! ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୬ ଜିଲ୍ଲାରୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା…

ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ୱାସିମ୍ ଜାଫର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ଭାରତୀୟ ଖେଳାଳି ୱାସିମ ଜାଫରଙ୍କୁ ଓଡିଶା କ୍ରିକେଟ ଦଳର କୋଚ ଭାବରେ ନିଯୁକ୍ତ କରାଯାଇଛି । ଓସିଏ ପକ୍ଷରୁ ବୁଧବାର ଜାଫରଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବତନ…

ବିଲଡରଙ୍କ ସିରିଜ ବିବାହକୁ ନେଇ ଆସିଲା ନୂଆ ତଥ୍ୟ, ଯୌତୁକ ପରେ ଆହୁରି ମାଗୁଥିଲେ ୭୦ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ବିଲଡରଙ୍କ ସିରିଜ ବିବାହକୁ ନେଇ ଆସିଛି ନୂଆ ତଥ୍ୟ । ଖବର ମୁତାବକ ପ୍ରିୟବ୍ରତ ମିଶ୍ର ନାମକ ଜଣେ ଯୁବକ ଟଙ୍କା ଲୋଭରେ ଅନେକ ଝିଅଙ୍କୁ ବାହା ଟଙ୍କା ଲୁଟୁଥିବା…

ପରଲୋକରେ ଜାଭିୟର୍ସ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠାତା ଫାଦର ଆବ୍ରାହମ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାଭିୟର୍ସ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା ତଥା ଡିନ ଫାଦର ଆବ୍ରାହାମଙ୍କ ପରଲୋକ ଘଟିଛି । ବୁଧବାର ୭୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଫାଦର ଆବ୍ରାହାମ ।…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ସୂତ୍ରରୁ ଖବର ମିଳିଛି ଯେ, କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମହଙ୍ଗା ଭତ୍ତା ଉପରେ ଲଗାଯାଇଥିବା…