Browsing Category

Breaking News

ସେପ୍ଟେମ୍ବରରେ କରୋନାର ତୃତୀୟ ଲହର! ଟାର୍ଗେଟରେ ରହିବେ ଶିଶୁ

ଭୁବନେଶ୍ୱର,୫ ।୫: ରାଜ୍ୟରେ କରୋନା ମହାମାରୀ ବଢିଚାଲିଛି । କରୋନାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଯେତେ କଟକଣା କଡାକଡି କଲେ ବି ମହାମାରୀକୁ ରୋକିବା ସମ୍ଭବ ହୋଇପାରୁନାହିଁ । ଖୁବଶୀଘ୍ର ରାଜ୍ୟରେ ତୃତୀୟ ଲହର…

ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଗଞ୍ଜାମ, ୫ା୫ (ଓଡିଶା ଭାସ୍କର): ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସର୍ବପୂରାତନ କଲେଜର ଅନେକ…

ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷ ଦାବିକୁ ଖାରଜ କଲେ ସୁପ୍ରିମ କୋର୍ଟ

ମୁମ୍ବାଇ ୦୫ । ୦୫ (ଓଡ଼ିଶା ଭାସ୍କର) : ମହାରାଷ୍ଟ୍ରରେ ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷ ବ୍ୟବସ୍ଥା ଲାଗି…

ଅକ୍ସିଜେନ ଯୋଗାଣରେ ବିଫଳ ହୋଇଥିବା ଅଧିକାରୀଙ୍କୁ ଜେଲରେ ରଖନ୍ତୁ, କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅମ୍ଳଜାନ ସଙ୍କଟ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ କ୍ରମାଗତ ଭାବରେ ଶୁଣାଣି ହେଉଥିଲା…

ଲକଡାଉନ୍ ପୂର୍ବରୁ ବଢ଼ିଲା ମଦ ବେପାର: ୮୦ କୋଟିର ମଦ ଦୁଇଦିନରେ ଶେଷ

ଭୁବନେଶ୍ୱର, ୫ା୫ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଲାଗୁ କରିଥିଲେ । ତେବେ ଲକଡାଉନ ପୂର୍ବରୁ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ…

ମମତାଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୫ା୫: ଆଜି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟପାଳ…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଚିନ୍ତାରେ ବିସିସିଆଇ, ୟୁଏଇରେ ହୋଇପାରେ ମ୍ୟାଚ !

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନା ମହାମାରୀ ଯୋଗୁ ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି । ଆଇପିଏଲ ଖେଳାଳିମାନେ ସଂକ୍ରମିତ ହେବା ପରେ…

ଲକଡାଉନ ବଢ଼ାଇଲା ମହିଳାଙ୍କ ମଦ ନିଶା: ବୋତଲ ପିଛା ୩୦ ଟଙ୍କା ନେଇ ଦଲାଲ୍ ହେଉଛନ୍ତି ମାଲାମାଲ୍

ଭୁବନେଶ୍ୱର, ୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଭୟାଭୟ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ । ଏହି ୧୪ ଦିନିଆ ଲକଡାଉନ ଆରମ୍ଭ ପୂର୍ବରୁ…

ଗୋଟିଏ ଦିନରେ ଦିଲ୍ଲୀର ୪୧ ଟି ହସ୍ପିଟାଲରେ ଅକ୍ସିଜେନର ସମସ୍ୟା ନେଇ ଅଭିଯୋଗ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) :ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବଢୁଥିବା କରୋନା ରୋଗୀଙ୍କ ପାଇଁ ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ସମସ୍ୟାର ବର୍ତ୍ତମାନ ଯାଏ କିଛି ବି ସୁଧାର ଆସି…

ତୃତୀୟ ଥର ପାଇଁ ଦିଦିଙ୍କ ହାତରେ ପଶ୍ଚିମବଙ୍ଗର ଶାସନ ଡୋରି

କୋଲକାତା, ୫ା୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…