Browsing Category
Breaking News
କରୋନା ଟିକା ପାଇଁ ଗ୍ଲୋବାଲ ଇ-ଟେଣ୍ଡର ବାତିଲ୍ କଲେ ରାଜ୍ୟ ସରକାର
ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : କୋଭିଡ ଟିକା ପାଇଁ ରାଜ୍ୟ ସରକାର ଗତ ମେ ୧୪ ତାରିଖରେ ଜାରି କରିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରିଛନ୍ତି । ଏ ନେଇ ରାଜ୍ୟ ଔଷଧନିଗମ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି…
ଶ୍ରୀଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ନୀତି ପାଇଁ ୧୪୪ ଧାରା ଜାର, ୨୫ତାରିଖ ସକାଳ ୬ ଟା ଯାଏ ବଳବତ୍ତର ରହିବ କଟକଣା
କେନ୍ଦ୍ରାପଡ଼ା (ଓଡ଼ିଶା ଭାସ୍କର) : ତୁଳସୀକ୍ଷେତ୍ରାଧିପତି ବଡ଼ଠାକୁର ସିଦ୍ଧ ଶ୍ରୀଶ୍ରୀବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବାପାଇଁ ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ୪ଟି ଆବେଦନକୁ ବୁଧବାର ହାଇକୋର୍ଟ ଅଗ୍ରାହ୍ୟ…
ଆଜି ଶ୍ରୀଜିଉଙ୍କ ମହାସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ, (ଓଡ଼ିଶା ଭାସ୍କର) : ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ବିଶ୍ୱ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ…
ସ୍ଵପ୍ନ ଧୂଳିସାତ, ଭାରତକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଜିତିଲା ନ୍ୟୁଜିଲାଣ୍ଡ, ନିରାଶ କଲେ ବିରାଟ ବାହିନୀ
ନୂଆଦିଲ୍ଲୀ: ଇତିହାସ ରଚିଲା ନ୍ୟୁଜିଲାଣ୍ଡ। ୨୦୧୯ ବିଶ୍ଵ କପ୍ ଫାଇନାଲ୍ରେ କଡା ସଂଘର୍ଷ କରି ହାରିଥିବା କିଓ୍ଵି ଦଳ ଐତିହାସିକ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଜିତି ଇତିହାସ ରଚିଛି। ଏଥିସହ କ୍ରିକେଟ୍ ଦୁନିଆକୁ ମିଳିଲା…
ଜାମ୍ମୁ କାଶ୍ମୀର ଶୋପିଆନ୍ ଅଞ୍ଚଳରେ ଏନ୍କାଉଣ୍ଟ, ଜଣେ ଆତଙ୍କବାଦୀକୁ ନିହତ କଲେ ଯବାନ, ସର୍ଚ୍ଚ ଅପରେସନ ଜାରି
ଜମ୍ମୁ କାଶ୍ମୀର (ଓଡ଼ିଶା ଭାସ୍କର): ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଶର୍ମାଲ୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା…
ଟ୍ରେଣ୍ଡ ହେଉଛି #BoycottManekaGandhi, ଚିନ୍ତା ବଢ଼ାଇଲା ଅଡିଓ କଲ୍ ରେକର୍ଡିଂ!
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୁଲତାନପୁରରୁ ବିଜେପି ସାଂସଦ ଥିବା ମେନକା ଗାନ୍ଧୀଙ୍କ ପାଇଁ ଅଡ଼ୁଆ ସାଜିଛି ଏକ ଅଡିଓ କଲ୍ ର ରେକର୍ଡିଂ । ପ୍ରାଣୀ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଫୋନରେ ଅଭଦ୍ର ଭାଷା କହିବାର ଅଡିଓ କଲ୍…
ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ବାବା ରାମଦେବ
ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରେ ସଙ୍କଟରେ ପଡିଛନ୍ତି ବାବା ରାମଦେବ । ଏନେଇ ଦେଶର ବିଭିନ୍ନ ରାଜ୍ୟରେ ଦିଆଯାଇଥିବା ଏଫଆରଆର ବିରୋଧରେ ସେ ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ଏଲୋପାଥି ଉପରେ…
ଭୁବନେଶ୍ୱରରୁ ଆଜି ୩୭୫ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୩୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
ପାଠ୍ୟକ୍ରମରେ ସାମିଲ ହେଲା ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବମ, ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । ସାହିତ୍ୟ (ଏଫଏଲଓ)ରେ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ ହୋଇଛି । ବନ୍ଦେ ଉତ୍କଳ ସାମିଲ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ…
ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ମଙ୍ଗ ଧରିଲେ ବନ୍ଦିତା ପରିଡ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ଏହାର ମହିଳା ଶାଖାରେ କିଛି ପରିବର୍ତ୍ତନ ଅଣାଯାଇଛି । ଓଡ଼ିଶା ପାଇଁ ନୂଆ ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ମନୋନୀତ କରାଯାଇଛି । ଏହା ଫଳରେ ବନ୍ଦିତାଙ୍କ ସମର୍ଥକଙ୍କ…