Browsing Category

Breaking News

ରେଭେନ୍ସାରୁ ପଜିଟିଭ୍ ଚିହ୍ନଟ ପରେ ପରୀକ୍ଷା ବାତିଲ

କଟକ ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ…

ରାଜ୍ୟରେ ଅସମ୍ଭାଳ କରୋନା ସ୍ଥିତି ! ଆଜି ୨୦୦ ଟପିଲା ପଜିଟିଭ୍ ସଂଖ୍ୟା, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨୦୦ ଟପିଛି । ଗତ ୨୪ ଘଣ୍ଟାରେ ପୁଣି ୨୧୪ ଜଣ ପଜିଟିଭ…

କରୋନା କବଳରେ ଭୁବନେଶ୍ୱର! କେଭି-୧ର ଜଣେ ଛାତ୍ର ପଜିଟିଭ୍

ଭୁବନେଶ୍ୱର,୨୫ ।୩(ଓଡିଶା ଭାସ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଭାଇସ୍…

ବଢ଼ିଲା ବିପଦ : ଦୈନିକ ସଂକ୍ରମଣ ୫୦ ହଜାର ଟପିଛି

ନୂଆଦିଲ୍ଲୀ, ୨୫।୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୦ ହଜାରରୁ ଉର୍ଦ୍ଧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର…

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ

ଭୁବନେଶ୍ୱର,୨୫।୩(ଓଡିଶା ଭାସ୍କର): ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ। ପରୀକ୍ଷା ଫଳ ପ୍ରକାଶ କରିଛି ଏନ୍‌ଟିଏ। ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିଲା ପରୀକ୍ଷା। ମାତ୍ର ୬ ଦିନରେ ପ୍ରକାଶ ପାଇଛି ପରୀକ୍ଷା ଫଳ। ୧୩ ଜଣ…

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୭. ୫୬ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ,୨୫।୩: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୫୬ ହଜାର ୦୬୦କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୫୪ ଲକ୍ଷ ୧୫ ହଜାର ୮୫୯କୁ ବୃଦ୍ଧି ପାଇଛି । ୧୦ କୋଟି ୧୨ ଲକ୍ଷ ୮୧ ହଜାର ୫୨୫…

ଭାରତୀୟଙ୍କ ମସ୍ତିଷ୍କର ଆକାର ଅନ୍ୟ ଦେଶର ଲୋକଙ୍କ ମସ୍ତିଷ୍କଠାରୁ ଛୋଟ, କାହିଁକି

ଆପଣମାନେ ହୁଏତ ଏକଥା ଜାଣିନଥିବେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ମସ୍ତିଷ୍କର ଆକାର ସମାନ ନଥାଏ । ବିଶେଷ କରି ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କ ଠାରୁ ଛୋଟ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ହାଇଦ୍ରାବାଦରେ…

ଏକୁଟିଆ ରହିଲେ ଆମକୁ ମିଳିଥାଏ ଅନେକ ଫାଇଦା

ଜୀବନରେ ସମସ୍ତେ ଶାନ୍ତିରେ ରହିବାକୁ ଚାହିଁଥାନ୍ତି । ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ ସମୟ କାଢ଼ିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଅଧିକାଂଶ ଲୋକ କୁହନ୍ତି ଯେ, ଏକୁଟିଆ ରହିଲେ ବ୍ୟକ୍ତି…

ମାଲକାନଗିରି ପରେ ଓଡିଶାର ଏହି ଜିଲ୍ଲାରେ ଲାଗିଲା ନାଇଟ୍ କର୍ଫ୍ୟୁ, ଜାଣନ୍ତୁ ସ୍ଥାନ ଓ ସମୟ?

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସକ୍ରଂମଣ ପୁଣି ବଢିବାରେ ଲାଗିଲାଣି । ଓଡିଶାରେ ୨ ବ୍ରିଟେନ୍ ଷ୍ଟ୍ରେନ ମଧ୍ୟ ଚିହ୍ନଟ ହୋଇ ସାରିଛି । ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ…

ବଢୁଛି ଖରା! ଅଂଶୁଘାତ ମୁକାବିଲା ପାଇଁ କ’ଣ କହିଲେ ଏସଆରସି?

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ ଅସହ୍ୟ ହେବାରେ ଲାଗିଛି ତାତି । ଅଂଶୁଘାତ ମୁକାବିଲା ନେଇ ରାଜ୍ୟ ସରକାରୀଙ୍କ ପ୍ରାକ୍ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ…