Browsing Category
Breaking News
ଜଷ୍ଟିସ୍ ଏନଭି ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ, ୨୪ା୩: ଜଷ୍ଟିସ୍ ଏନଭି ରମଣ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେ । ବରିଷ୍ଠତା ଭିତ୍ତିରେ ନିଯୁକ୍ତି…
ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ନେଇ ଆସିଲା ସରକାରୀ ଗାଇଡଲାଇନ୍, ଜାଣନ୍ତୁ କେବେ
ହାଇଦ୍ରାବାଦ, ୨୪ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତେଲେଙ୍ଗାନା ସରକାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜିଠାରୁ ବନ୍ଦ ଘୋଷଣା କରିଛନ୍ତି । ତେବେ ଅନଲାଇନ୍…
୧୦ ଲକ୍ଷ ଖର୍ଚ୍ଚ କରି ବନାଇଲେ ୨୦ ଗାର୍ଲଫ୍ରେଣ୍ଡ, କିନ୍ତୁ ଯୁବକଙ୍କ ପାଖରେ ଡେଟିଂ ପାଇଁ ସମୟ ନାହିଁ
ବିଭିନ୍ନ ଦେଶରେ ଡେଟିଂକୁ ନେଇ ଭିନ୍ନ ଟ୍ରେଡିଂ ଚାଲିଛି । କିଛି ଜାଗାରେ ପୂରାତନ ଷ୍ଟାଇଲରେ ଡେଟିଂ ଚାଲୁଥିବା ବେଳେ ଆଉ କେତେକ ଜାଗାରେ ଆଧୁନିକ ଷ୍ଟାଇଲରେ ଚାଲୁଛି । ଆମେରିକାର ଜଣେ ଯୁବକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ୨୦…
ବଢ଼ିଲା କରୋନା: ୨୭୫ ମୃତ, ୪୭ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୨୪ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧କୁ ବୃଦ୍ଧି…
ରାଜ୍ୟ ସରକାର ଲାଗୁ କଲେ କଠୋର ଆଇନ୍: ଏଣିକି ସର୍ବସାଧାରଣରେ ଧୂମପାନ କଲେ ଦେବେ ୫ ଗୁଣା ଅଧିକ ଜରିମାନା
ରାଞ୍ଚି, ୨୪ା୩: ଚଳିତ ବଜେଟ ଅଧିବେଶରେ ଝାଡ଼ଖଣ୍ଡ ସରକାର ଧୂମପାନ ଉପରେ ଏକ ବିଲ୍ ପାସ କରିଛନ୍ତି । ଏଣିକି ସର୍ବସାଧାରଣରେ ଛେପ ପକାଇଲେ କିମ୍ବା ଧୂମପାନ କଲେ ୫ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଏହି…
ଶୋଇଥିବା ଅବସ୍ଥାରେ ଦଳିଦେଲା ଦନ୍ତା, ଦୁଇ ଶ୍ରମିକଙ୍କ ମୃତ୍ୟୁ
ସମ୍ବଲପୁର, ୨୪ା୩: ସମ୍ବଲପୁରରେ ଦନ୍ତା ଆକ୍ରମଣରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶ୍ରମିକମାନେ ଶୋଇଥିବା ସମୟରେ ଦନ୍ତା ସେମାନଙ୍କୁ ଗୋଡ଼ରେ ଦଳିଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି…
କରୋନା ସଂକ୍ରମଣ ବୃଦ୍ଧି ନେଇ ସରକାରଙ୍କର ଆଉ ଏକ ନିଷ୍ପତ୍ତି: ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ଲାଗିଲା କଟକଣା
ନୂଆଦିଲ୍ଲୀ, ୨୪ା୩: ଦିନକୁ ଦିନ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ…
୨୭.୪୫ ଲକ୍ଷରେ ପହଞ୍ଚିଲା କରୋନା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ, ୨୪ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୪୫ ହଜାର ୩୮୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୪୭…
ଆସିଲା ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ, ଜାଣନ୍ତୁ କଣ
ଭୁବନେଶ୍ୱର,୨୩/୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। କରୋନା ପାଇଁ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର। ନୂଆ କଟକଣାକୁ ନେଇ ଗାଇଡ଼ଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ…
ହୋଲିରେ ଘରେ ତିଆରି କରନ୍ତୁ ପ୍ରାକୃତିକ ରଙ୍ଗ, ରୁହନ୍ତୁ ସୁସ୍ଥ ଓ ସୁରକ୍ଷିତ
ଫାଲଗୁନ ମାସ ପୂର୍ଣ୍ଣିମା ତିଥିରେ ପ୍ରତ୍ୟେକ ବର୍ଷ ହୋଲି ପଡ଼ିଥାଏ । ହିନ୍ଦୁ ଧର୍ମରେ ହୋଲିର ବିଶେଷ ମହତ୍ତ୍ୱ ରହିଥାଏ । ହୋଲିରେ ସମଗ୍ର ଦେଶବାସୀ ଆନନ୍ଦ ଉତ୍ସାହରେ ରଙ୍ଗ ଖେଳିଥାନ୍ତି । ସମୟର ପରିବର୍ତ୍ତନ ସହିତ ହୋଲିର…