Browsing Category

Breaking News

ସାବଧାନ୍! କାଲିଠୁ ୨ ଦିନ ବର୍ଷା ସହ ବଜ୍ରପାତ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । କାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ । ସେହି ୮…

ଆନ୍ଧ୍ର-ଓଡିଶା ସୀମା ବିବାଦର ଆପୋସ ସମାଧାନ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ଆନ୍ଧ୍ରପ୍ରଦେଶ-ଓଡିଶା ସୀମା ବିବାଦର ଆପୋସ ସମାଧାନ ହୋଇଛି । ସରକାରୀ ସୀମାରେ ପଥର ପୋତି ସୀମା ନିଦ୍ଧାରଣ କରିଛନ୍ତି ଲୋକେ । ସମ୍ବାଇ ପଞ୍ଚାୟତରେ ଏକାଧିକ…

ଆକାଶ ପାଠକ ମାମଲା: ଏପ୍ରିଲ ୧୬ରେ ଶୁଣାଣି

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ହାଇକୋର୍ଟରେ ଆକାଶ ପାଠକଙ୍କ ଅଧିକାର କ୍ଷୁଣ୍ଣ ମାମଲାରେ ଓକିଲଙ୍କ ସହ ମୁଲାକାତ ପାଇଁ ଅନ୍ତରୀଣ ଅନୁମତି ଦେଇଛନ୍ତି କୋର୍ଟ । ଗୁରୁତ୍ୱ ଦୃଷ୍ଟିରୁ ବିସ୍ତୃତ ଶୁଣାଣି ପାଇଁ ମାମଲାକୁ…

ବିଜେପି ବିଧାୟକଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୩ (ଓଡିଶା ଭାସ୍କର): ଗୋଟିଏ ପଟେ ବିଧାନସଭା ଅଚଳ ରହିଥିବା ବେଳେ ଅନ୍ୟପଟେ ବିଜେପି-ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ହାଇଡ୍ରାମା । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବିଜେପି ବିଧାୟକମାନେ ନବୀନ ନିବାସ…

୯ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସମୟ?

ଚଣ୍ଡିଗଡ,୧୮ ।୩: ଦେଶରେ କରୋନା ଭାଇରସ୍ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ପଞ୍ଜାବରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ୯ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ…

ମୁଖ୍ୟମନ୍ତ୍ରୀ ଓ ବିଜେପି ବିଧାୟକଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଧାରଣାରତ ବିଜେପି ବିଧାୟକଙ୍କୁ ବାସଭବନକୁ ପାଛୋଟି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜେପି ବିଧାୟକଙ୍କୁ ଭେଟିବାକୁ ଧାରଣାସ୍ଥଳକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ…

ବିଜେଡି ଓ ବିଜେପି ମୁହାଁମୁହିଁ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ନବୀନ ନିବାସ ଅଭିମୁଖେ ଗଲାବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି ବିଧାୟକ । ଲୋକସେବା ଭବନରେ ଉଭୟ ପକ୍ଷ ସଦସ୍ୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ବିଜେପି ବିଧାୟକ…

ଅବିଶ୍ୱାସ ହେଲେ ବି ସତ, ଜୋତା ପଲିସ୍ କରି ଯୁବକ ମାସକୁ ରୋଜଗାର କରୁଛନ୍ତି ୧୮ ଲକ୍ଷ

ଜୋତା ପଲିସ୍ କରି ଜଣେ ଯୁବକ ରୋଜଗାର କରୁଛନ୍ତି ମାସକୁ ୧୮ ଲକ୍ଷ ଟଙ୍କା । ଏକଥାଟି ଶୁଣିବାକୁ ଟିକେ ଅଡ଼ୁଆ ଲାଗିବ ନିଶ୍ଚୟ । କିନ୍ତୁ କଥାଟି ସତ । ଆମେରିକାର ମନହଟନ ସହରର ରହୁଥିବା ଡନ୍ ବାର୍ଡ ନାମକ ଜଣେ ଯୁବକ ଏପରି…

ରାଜ୍ୟରେ ଆଉ ୮୪ ପଜିଟିଭ ଚିହ୍ନଟ: କଟକରୁ ସର୍ବାଧିକ ୨୫, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୮।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…

ଘରୋଇ କଲେଜରେ ପଜିଟିଭ୍ ଚିହ୍ନଟ: ସିଏମସି ପକ୍ଷରୁ ନିଆଗଲା ଏହି ନିଷ୍ପତ୍ତି

କଟକ, ୧୮ା୩ (ଓଡିଶା ଭାସ୍କର): କଟକର ଏକ ଘରୋଇ କଲେଜରୁ ୧୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ସିଏମସି ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । କଲେଜ ଓ ହଷ୍ଟେଲ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ…