Browsing Category
Breaking News
ଅସମ୍ଭାଳ ତାତି! ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର
ଭୁବନେଶ୍ବର,୧୯ ।୪(ଓଡିଶା ଭାସ୍କର) : ରାଜ୍ୟକୁ ପୁଣି ଫେରିଲା ତାତି । ରାଜ୍ୟର ୯ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୧ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର…
ସଟଡାଉନ୍ ସମୟରେ କାହାକୁ ମିଳିବ ଅନୁମତି, ଜାଣନ୍ତୁ
ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଏକ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର…
କରୋନା କାଳରେ ସରକାରଙ୍କ ବଡ ଘୋଷଣା: ଗରିବ ପରିବାରକୁ ମିଳିବ ୩ ମାସର ମାଗଣା ରାସନ
ଭୋପାଳ,୧୯ ।୪: ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଫଳରେ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳୁଛି । ଏଭଳି ସମୟରେ ଗରିବ ପରିବାରଙ୍କୁ ୩ ମାସର ମାଗଣା ରାସନ ଯୋଗାଇବାକୁ ଘୋଷଣା…
ଭୁବନେଶ୍ୱର ପାର୍କରେ ଲାଗିଲା କଟକଣା, ଜାଣନ୍ତୁ କ’ଣ?
ଭୁବନେଶ୍ୱର,୧୯ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କୋଭିଡ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦେଖି ରାଜଧାନୀ ଭୁବନେଶ୍ୱର ପାର୍କରେ କଟକଣା ଜାରି ହୋଇଛି । ରାଜ୍ୟଧାନୀର…
ହ୍ୱାଟ୍ସଆପରେ ଏହି ମେସେଜ୍ ଆସୁଥିଲେ ସାବଧାନ୍! କ୍ଲିକ୍ କରିବା ମାତ୍ରେ ମୋବାଇଲ୍ ହ୍ୟାକ୍
ନୂଆଦିଲ୍ଲୀ,୧୯ ।୪: ଆଜିକାଲି ଏକ ହ୍ୱାଟ୍ସଆପ୍ ମେସେଜ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହ୍ୱାଟ୍ସଆପକୁ ପିଙ୍କ୍ ବା ଗୋଲାପୀ ରଙ୍ଗରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ…
ଅସମ୍ଭାଳ ସ୍ଥିତି: ଭୁବନେଶ୍ୱରରୁ ଆଜି ପୁଣି ୪୬୮ ପଜିଟିଭ ଚିହ୍ନଟ,୧୨୩ ସୁସ୍ଥ
ଭୁବନେଶ୍ୱର,୧୯।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୪୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…
୧ ମେ’ରୁ ୧୮ରୁ ଅଧିକ ବୟସ୍କଙ୍କୁ ଟିକା
ବିଶ୍ୱରେ କରୋନା ଭାଇରସର ଦ୍ୱିତୀୟ ଲହରର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଭିନ୍ନ ଦେଶରେ ଜାରି ରହିଛି ଟିକାକରଣ । ଭାରତରେ ମଧ୍ୟ ଟିକାକରଣକୁ ବ୍ୟାପକ କରାଯାଇଛି । ଏଭଳି ପରିସ୍ଥିତିରେ ଆଜି କେନ୍ଦ୍ର…
ଓଡିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍
ଭୁବନେଶ୍ୱର୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ବଢି ବଢ଼ି ଚାଲିଥିବା ବେଳେ ଆଜି ଏସଆରସି ଏକ ଗୁରୁତ୍ୱପୁର୍ଣ୍ଣ ସୂଚନା ଦେଇଛନ୍ତି । ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସଟଡାଉନ୍…
ଇତିହାସ ରଚିଲା NASA; ଲାଲ୍ ଗ୍ରହରେ ପ୍ରଥମ ଥର ଉଡାଇଲା ହେଲିକପ୍ଟର୍
ନୂଆଦିଲ୍ଲୀ ୧୯ ।୪ (ଓଡିଶା ଭାସ୍କର) : ଇତିହାସ ରଚିଲା NASA । ଅନ୍ୟଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର୍ ଉଡାଇଛି NASA । ସୋମବାର ଅପରାହ୍ନ ୪ଟାରେ ଏହି ହେଲିକପ୍ଟର ଉଡାଯାଇଛି । ଏହି ହେଲିକପ୍ଟର ନାମ ‘ଇଞ୍ଜିନ୍ୟୁଟି…
ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂ
ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : କରୋନାରେ ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହେଲେ ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସୋମବାର ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ…