Browsing Category
Breaking News
ଚୀନରେ ବ୍ୟାପିଲା ନୂଆ ରୋଗ: ୩୨୪୫ ଜଣ ପଜିଟିଭ୍, ୨୧ ହଜାରରୁ ଅଧିକ ପରୀକ୍ଷା
କରୋନାର ତାଣ୍ଡପ ଶେଷ ହୋଇନଥିବା ବେଳେ ଚୀନରେ ବ୍ୟାପିଛି ଆଉ ଏକ ନୂଆ ରୋଗ । ଏଥିରେ ୩୨୪୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୨୧,୮୪୭ ଜଣଙ୍କର ପରୀକ୍ଷା ହୋଇଛି । ଉତ୍ତର ପଶ୍ଚିମ ଚୀନର ଗାନସୁ ଅଞ୍ଚଳର ଲାନଜୋରରେ…
ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବିଜେଡ଼ି ସାଂସଦ
ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା…
ଆଦିବାସୀଙ୍କ ଘର ଭାଙ୍ଗିବା ଘଟଣାରେ ମହିଳା ସରପଞ୍ଚ ନିଲମ୍ବିତ
ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ଆଦିବାସୀଙ୍କ ଘର ଭାଙ୍ଗିବା ପଡ଼ିଲା ମହଙ୍ଗା । ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତର ମହିଳା ସରପଞ୍ଚ ହେମକାନ୍ତୀ ମୁଣ୍ଡା ନିଲମ୍ବିତ ହୋଇଛନ୍ତି । ତାଙ୍କୁ ସରପଞ୍ଚ ପଦରୁ ବିଦା କରିଛନ୍ତି…
ଚିଲିକା, ଅଂଶୁପା ପାଇଁ କେନ୍ଦ୍ରର ୪.୭ କୋଟି ସହାୟତା
ଭୁବନେଶ୍ୱର,୧୯ ।୯(ଓଡିଶା ଭାସ୍କର): ଚିଲିକା ଓ ଅଂଶୁପା ରକ୍ଷଣାବେକ୍ଷଣା ପାଇଁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ଦୁଇ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୪.୭ କୋଟି ଟଙ୍କାର ସହାୟତା ରାଶି ଦିଆହୋଇଛି । ସହୟତା ପାଇଁ…
୨ ପୁଅ ଓ ପତ୍ନୀ ସହ ଫାଶୀରେ ଝୁଲିପଡିଲେ ବ୍ୟବସାୟୀ
ଜୟପୁର,୧୯ ।୯ : ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୪ ସଦସ୍ୟ ସାମୂହିକ ଭାବେ ଆତ୍ମହତ୍ୟା କରିଛନ୍ତି । ମାତା-ପିତାଙ୍କ ସହ ୨ ପୁଅ ଆତ୍ମହତ୍ୟା କରିଛନ୍ତି । ଜୟପୁର…
ଜାମ୍ମୁକାଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା
ଜାମ୍ମୁକାଶ୍ମୀର, ୧୯ା୯: ଜାମ୍ମୁକାଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି । ୮୭୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ଜାମ୍ମୁକାଶ୍ମୀର ଏଲଜି ମନୋଜ ସିହ୍ନା ଏହା ଘୋଷଣା କରିଛନ୍ତି । ପ୍ୟାକେଜ…
ପୋଷାକ ନ ପିନ୍ଧି ଶରୀରକୁ ଟାଟୁରେ ଘୋଡାଇଲେ ଯୁବକ
ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ନିଜ ଇଛା ପୂରଣ କରିବାକୁ କିଛି ବି କରିବାକୁ ପଛାନ୍ତି ନାହିଁ । ସେହିପରି ଜଣେ ଯୁବକ ହେଉଛି ବର୍ଲିନରେ ରହୁଥିବା ପାର୍ଲ । ଏହି ଯୁବକ ଜଣକ ପୋଷାକ ପିନ୍ଧନ୍ତି ନାହିଁ, କିନ୍ତୁ…
ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା ରହିବେ ସତର୍କ
ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ଆସନ୍ତାକାଲି ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…
ଦୋକାନ ଉପରକୁ ଚଢ଼ିଗଲା ଟ୍ରକ୍, ୪ଗୁରୁତର
ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ମେଣ୍ଢାଶାଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକାଧିକ ଦୋକାନ ଉପରକୁ ପଥର ବୋଝେଇ ଟ୍ରକ୍ ଚଢ଼ିଯାଇଥିବା ସୂଚନା ମିଳିଛି । ଟ୍ରକ ଚଢ଼ିଯିବା…
ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ଆଜି ଆଉ ୯ ଜୀବନ ନେଲା ମହାମାରୀ କରୋନା
ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ବରଗଡ଼ରୁ ୨, ଭଦ୍ରକ, ବଲାଙ୍ଗୀର, କଟକ, ଗଜପତି, ପୁରୀ,…