Browsing Category
Breaking News
ଚାଷୀ ଆନ୍ଦୋଳନରେ ବିରୋଧୀଙ୍କ ହାତ ରହିଛି: ପ୍ରତାପ
ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): କୃଷକ ଆଇନକୁ ବିରୋଧ କରି କ୍ରମାଗତ ୧୬ ଧରି ଚାଲିଆସିଥିବା ଚାଷୀ ଆନ୍ଦୋଳନକୁ ନେଇ ନିଜର ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
ସେ କହିଛନ୍ତି ଯେ, ସରକାରଙ୍କର…
ଦଳୀୟ କର୍ମୀଙ୍କୁ ପୁରନ୍ଦେଶ୍ୱରୀଙ୍କ ମନ୍ତ୍ର
ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବେ । ଏହି ଅବସରରେ ସେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ । ତେବେ…
ଡାକ ବିଭାଗରେ ୨୫୮୨ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ?
ଭାରତୀୟ ଡାକ ବିଭାଗରେ ଅଢେଇ ହଜାରରୁ ଅଧିକ ପଦବୀରେ ଭର୍ତ୍ତି ପାଇଁ ଆସିଛି ନିଯୁକ୍ତି ସୁଯୋଗ । ଏହି ପଦବୀ ଅଧିନରେ ଝାଡଖଣ୍ଡ, ଉତ୍ତର ପୂର୍ବାଞ୍ଚଳ ଓ ପଞ୍ଜାବ ଡାକ ସର୍କଲରେ ଗ୍ରାମୀଣ ଡାକ ସେବକ ପାଇଁ ନିଯୁକ୍ତି ହେବ ।…
ପିଡିଏସ୍ ଚାଉଳ ଓ ଗହମ ଜବତ: ୨ ଗିରଫ
ଭଞ୍ଜନଗର, ୧୧ା୧୨ (ଓଡିଶା ଭାସ୍କର): ଭଞ୍ଜନଗରରୁ ପିଡିଏସ୍ ଚାଉଳ ଓ ଗହମ ଜବତ ହୋଇଛି । ପୋଲିସ ପକ୍ଷରୁ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।
ଭଞ୍ଜନଗର ଗାୟଗଣ୍ଡାରୁ ପିଡିଏସ ଚାଉଳ ଓ ଗହମ ପୋଲିସ ଜବତ କରିଛି ।…
India vs Australia Series: Rohit Sharma Declared Fit, will travel to Australia
New Delhi, 11/12: Indian batting star Rohit Sharma has cleared his fitness test on Friday at National Cricket Academy(NCA) in Bangalore. He was struggling with a hamstring injury…
ଡି ବ୍ରଦର୍ସଙ୍କ ଘରେ ଚଢ଼ାଉ: ବନ୍ଧୁକ, ଗୁଳି ଓ ମୋବାଇଲ ଜବତ
କଟକ, ୧୧ା୧୨ (ଓଡିଶା ଭାସ୍କର): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ ଚଢ଼ାଉ କରି ବନ୍ଧୁକ ଓ ଗୁଳି ଜବତ କରିଛି । ଜେଲରେ ଥାଇ ଡି ବ୍ରଦର୍ସ ବେଆଇନ ଅସ୍ତ୍ର କାରବାର କରୁଥିବା ବିଷୟରେ ଖବର ପାଇବା ପରେ ପୋଲିସ…
ପ୍ରଦୀପ ମାମଲା: ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଗ୍ରହଣ କଲେ ଲୋକାୟୁକ୍ତ
ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୭ ତାରିଖରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିଶ କରିଥିଲେ । ତେବେ…
ରାଜ୍ୟରେ ୩୮୭ କରୋନା ପଜିଟିଭ
ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୩୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୨୨୦ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭ ଜଣ ରହିଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩…
ରାଜଧାନୀରେ ଗୁଳିକାଣ୍ଡ: ଆସାମୀ ଫେରାର୍
ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ରାଜଧାନୀରେ କ୍ରମାଗତ କିଛିଦିନ ଧରି ଲୁଟ୍, ଛିନତାଇ, ବ୍ୟାଙ୍କ ଲୁଟ୍ ଆଦି ଘଟଣା ଜାରି ରହିଥିବା ବେଳେ ଆଜି ଗୁଳି ଗର୍ଜନ କରିଛି ।
ଖବରରୁ ଜଣାଯାଇଛି ଯେ, ଜାମିନରେ ଆସିଥିବା…
ଶ୍ୱାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର
କେନ୍ଦୁଝର, ୧୧ା୧୨ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ସଦର ଥାନା କାଠବାରୀ ଗାଁରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି । ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୨ ଗୁରୁତର ହୋଇଛନ୍ତି । ତେବେ ଜେନେରେଟର…