Browsing Category

Breaking News

ଖୁସି ଖବର: ରାଜ୍ୟରେ ଆଜି ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୧/୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୮୦୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଋଷର କରୋନା ଟୀକା ନେଇ କଣ କହିଲା ଡ଼ବ୍ଲୁଏଚଓ, ଜାଣନ୍ତୁ

ନୂଆଦିଲ୍ଲୀ,୧୧ା୮: ଋଷର କରୋନା ଟିକା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିକ୍ରିୟା ରଖିଛି । ସୁରକ୍ଷା ତଥ୍ୟ ଯାଞ୍ଚ ପରେ ଟିକାକୁ ସ୍ୱୀକୃତି ମିଳିବ ବୋଲି ଡବ୍ଲୁଏଚଓ କହିଛି । ଏହାସହ ଟିକାକୁ ମଞ୍ଜୁରି ଦେବା ପୂର୍ବରୁ…

ଭୁବନେଶ୍ୱରରୁ ଆଜି ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୧୧ା୮ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ…

କଟକରେ ପୁଣି ବାହାରିଲେ ପଜିଟିଭ୍, ଆଜି ୭୩ ଚିହ୍ନଟ

କଟକ,୧୧ ।୮(ଓଡିଶା ଭାସ୍କର): କଟକ ଜିଲ୍ଲାର ୭୬ ନୂଆ କରୋନା ପଜିଟିଭରୁ ୭୩ ଜଣ ସହରରୁ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ କଟକ ସହରରେ କରୋନା ପଜିଟିଭ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ମାଲଗୋଦାମ ଜାଲୁଆ ସାହି…

ପରଲୋକରେ ରାହତ ଇନ୍ଦୋରି

ନୂଆଦିଲ୍ଲୀ, ୧୧ା୮: ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରିଙ୍କ ଆଜି ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ହୃଦଘାତରେ…

ଦେଶରେ କମୁଛି କରୋନା ଜନିତ ମୃତ୍ୟୁହାର

ନୂଆଦିଲ୍ଲୀ, ୧୧ା୮: କରୋନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅପଡ଼େଟ ଦିଆଯାଇଛି । ଦେଶରେ ପ୍ରଥମ ଥର ପାଇଁ କରୋନା ମୃତ୍ୟୁ ହାର ୨ ପ୍ରତିଶତ ତଳକୁ ଖସିଛି । ଏବେ ଦେଶରେ କରୋନାରେ ମୃତ୍ୟୁ ହାର ୧.୯୯ ପ୍ରତିଶତ…