Browsing Category

Breaking News

କରୋନା ଡରରେ ୩ ଲକ୍ଷରୁ ଅଧିକ ଲୋକ ଛାଡିଲେଣି ସିଗାରେଟ୍: ସର୍ଭେ

କରୋନା ଡରରେ ବ୍ରିଟେନରେ ୩ ଲକ୍ଷରୁ ଅଧିକ ଲୋକ ସିଗାରେଟ୍ ବା ଧୂମପାନ ଛାଡିସାରିଲେଣି । କେବଳ ଏତିକି ନୁହେଁ, ବରଂ ୨୪ ଲକ୍ଷରୁ ଅଧିକ ଲୋକ ପୂବ ଅପେକ୍ଷା ସିଗାରେଟ୍ ବ୍ୟବହାର କମ୍ କରିସାରିଛନ୍ତି । ଧୂମପାନ କରୁଥିବା…

୨୪ଘଣ୍ଟାରେ ୪୨୧୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୧ା୫: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ବନ୍ଦେ ମାତରଂ ମିଶନରେ ୪ହଜାର ପ୍ରବାସୀ ଭାରତୀୟ…

ସାମାଜିକ ଦୂରତା କମିଲେ ସଙ୍କଟ ବଢ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୧ା୫(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ସେହି ବୈଠକରେ ବହୁ…

ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୭କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି ।  ସୁସ୍ଥ ହୋଇଥିବା ୧୭ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ରେ ୭,…

କ୍ୱାରେଣ୍ଟିନରେ ଏମ୍ସର ୪ ଡାକ୍ତର

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ୪ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନକୁ ପଠାଯାଇଛି । ୪ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଇଛି…

ଟ୍ରେନ ଯାତ୍ରୀଙ୍କ ପାଇଁ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ, ୧୧ା୫: ଆସନ୍ତାକାଲିଠାରୁ ଦେଶରେ ଗଡ଼ିବ ପାସେଞ୍ଜର ଟ୍ରେନ । କିନ୍ତୁ ଯାତ୍ରା ସମୟରେ ଟ୍ରେନ ଯାତ୍ରୀଙ୍କ ପାଇଁ କିଛି ଗାଇଡ଼ ଲାଇନ ଜାରି କରିଛି ଗୃହ ମନ୍ତ୍ରାଳୟ । ଏନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ନିୟମ…

ଓଡ଼ିଶାର ୩ଟି ଷ୍ଟେସନରେ ରହିବ ଟ୍ରେନ୍, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଦେଶରେ ଗଡ଼ିବ ଟ୍ରେନ୍‌। ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି…

୨୦ଦିନରେ ମାଟ୍ରିକ ଖାତା ଦେଖା ସାରିବାକୁ ଲକ୍ଷ୍ୟ

କଟକ, ୧୧ା୫(ଓଡ଼ିଶା ଭାସ୍କର): ଆସନ୍ତା ମେ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛ ବୋଲି ସୂଚନା ମିଳିଛି ।…