Browsing Category
Breaking News
ଜୁଲାଇ ୨୦ରୁ ରାଜ୍ୟରେ ଟେଲି ମେଡ଼ିସିନ ସେବା
ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ଜୁଲାଇ ୨୦ରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡ଼ିସିନ ସେବା । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୪୧ଟି ଜାଗାରେ ଏହି ସେବା ମିଳିବ । ଟେଲିଫୋନ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ…
ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୦୮୭୭କୁ ବୃଦ୍ଧି ପାଇଛି । ଯାଜପୁରରୁ ୯୮, ଗଞ୍ଜାମରୁ ୮୪,…
କୁଳଭୂଷଣଙ୍କୁ ଭେଟିଲେ ଭାରତୀୟ ଦୂତାବାସର ୨ ଅଧିକାରୀ
ନୂଆଦିଲ୍ଲୀ, ୧୬ା୭: ପାକିସ୍ତାନରେ କୂଳଭୂଷଣ ଯାଦବଙ୍କୁ ଭେଟିବାକୁ କୂଟନୈତିକ ଅନୁମତି ମିଳିଛି । କୂଟନୈତିକ ଅନୁମତି ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ ଦୂତାବାସର ଦୁଇ ଅଧିକାରୀ ।…
କଟକରେ ଆଉ ଜଣେ ଗୋଲ୍ଡମ୍ୟାନ୍! ମୁହଁରେ ବାନ୍ଧିଲେ ସୁନା ମାସ୍କ, ଜାଣନ୍ତୁ ଦାମ୍
ସାରା ବିଶ୍ୱ କରୋନା କବଜାରେ ଥିବା ବେଳେ ମାସ୍କର ଚାହିଦା ବଢି ବଢି ଚାଲିଛି । ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ଲୋକମାନେ ଏହାକୁ ବି ଫ୍ୟାସନ କରିସାରିଲେଣି । କିଏ ବାହାଘରରେ ଡ୍ରେସକୁ ମ୍ୟାଚ କରି ମାସ୍କ…
କଟକରୁ ଆଜି ୧୯ କରୋନା ଆକ୍ରାନ୍ତ ଚିହ୍ନଟ
କଟକ, ୧୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ଜଣ କଟକ ମହାନଗର ନିଗମ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୧୯ଜଣଙ୍କ ମଧ୍ୟରୁ ସରକାରୀ…
ଭୁବନେଶ୍ୱରରେ ଘାଇଲା କରୁଛି କରୋନା: ଆଜି ପୁଣି ୬୦ ପଜିଟିଭ୍
ଭୁବନେଶ୍ୱର,୧୬ ।୭(ଓଡିଶା ଭାସ୍କର): ଓଡିଶରେ କରୋନା ମହାମାରୀ ତୀବ୍ର ଭାବେ ବ୍ୟାପିବାରେ ଲାଗିଲାଣି । ଗଞ୍ଜାମ ପରେ ପରେ ଭୁବନେଶ୍ୱରରେ ଅଧିକ ସଂକ୍ରମଣ ଆସିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ମହାନଗମ…
ଦୂତି ଚାନ୍ଦଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ନେଇ କ୍ରୀଡ଼ା ବିଭାଗ ରଖିଲା ତଥ୍ୟ
ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ଓଡ଼ିଶା ଆଥଲେଟ ଦୂତି ଚାନ୍ଦଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ନେଇ କ୍ରୀଡ଼ା ବିଭାଗ ତଥ୍ୟ ରଖିଛି । ୨୦୧୮ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ୩…
ବିଜେଡ଼ିରେ ୩୬ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି, ଜାଣନ୍ତୁ କେଉଁ ଦାୟିତ୍ୱରେ କିଏ
ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତିି ମିଳିଛି । ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…
ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ, ମାଓ ଅପରେସନ ଜାରି
ମାଲକାନଗିରି,୧୬ା୭(ଓଡ଼ିଶା ଭାସ୍କର): ସ୍ୱାଭିମାନ ଅଞ୍ଚଳରେ ଡ଼ିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ ମାଓ ଶିବିର ଉପରେ ଚଢ଼ାଉ ହୋଇଛି । ଏହାସହ ଆନ୍ଧ୍ର ଓଡ଼ିଶା ସୀମା ମୁଚିମପୁଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ…
ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ- ଫେସବୁକ୍ ଛାଡ, ନହେଲେ ଚାକିରି
ନୂଆଦିଲ୍ଲୀ,୧୬ ।୭: ମୋବାଇଲରୁ ଡାଟା ଚୋରୀ ହେଉଥିବା କାରଣରୁ ଭାରତୀୟ ସେନାକୁ ୮୯ଟି ଆପ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବହୁ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯେପରିରିକି ଫେସବୁକ୍, ଇନଷ୍ଟାଗ୍ରାମ, ପବଜି ଭଳି…