Browsing Category

Breaking News

ଏପ୍ରିଲ ୧୫ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ: ଏସଆରସି

ଭୁବନେଶ୍ୱର,୧୩ା୪(ଓଡିଶା ଭାସ୍କର): ଆଜି ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ତାଲାବନ୍ଦ ଅବଧି ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ଯାଏଁ…

ଆଇସୋଲେସନ ୱାର୍ଡରେ ଭର୍ତ୍ତି ମହିଳାଙ୍କୁ ଯୌନ ନିର୍ଯାତନା, ସ୍ୱାସ୍ଥ୍ୟକର୍ମୀ ଗିରଫ

ବିହାର,୧୩ ।୪: ବିହାର ଗୟା ଜିଲ୍ଲାର ମଗଧ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭୀଯୋଗରେ ସ୍ୱାସ୍ଥ୍ୟକର୍ମୀକୁ ଗିରଫ କରାଯାଇଛି । ପୋଲିସର କହିବା ମୁତାବକ,…

ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୩ା୪: ଆଜି ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଏହା ସହ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ…

ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ଼-୧୯ ନମୁନା ପରୀକ୍ଷା

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ଏମକେସିଜି ମେଡ଼ିକାଳ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି କୋଭିଡ଼-୧୯ନମୁନା ପରୀକ୍ଷା । ଖୁବଶୀଘ୍ର ଭିମସାରରେ ମଧ୍ୟ ଆରମ୍ଭ ହେବ କୋଭିଡ଼ ୧୯ ନୁମନା ପରୀକ୍ଷଣ । ଏନେଇ ସ୍ୱାସ୍ଥ୍ୟ ଓ…

ପରଲୋକରେ ଲେପ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ

ନୂଆଦିଲ୍ଲୀ, ୧୩ା୪: ଲେପ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ତାଙ୍କର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମାସେ ହେବ…

ଆଇପିଏଲକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ: କହିଲେ- ଏଥର ଭୁଲିଯାଅ ଟୁର୍ଣ୍ଣାମେଣ୍ଟ

ଆଇପିଏଲକୁ ନେଇ ଖୁବଶୀଘ୍ର ବଡ ଘୋଷଣା କରିପାରେ ବିସିସିଆଇ । କରୋନା ଯୋଗୁଁ ୱିମ୍ବଲଡନ ଓ ଅଲିମ୍ପିକ୍ ଗେମ୍ସରେ ଗ୍ରହଣ ଲାଗିସାରିଛି । ବର୍ତ୍ତମାନ ଦେଶରେ ଚାଲିଥିବା ଲକ୍-ଡାଉନ୍ ଏପ୍ରିଲ ୩୦କୁ ବୃଦ୍ଧି ପାଇବ ବୋଲି ଆଶା…

କରୋନାକୁ କଣ୍ଟ୍ରୋଲ କରିବ ସମୁଦ୍ରର ଲାଲ ଦଳ : ରିସର୍ଚ୍ଚ

ସାରା ବିଶ୍ୱରେ କରୋନା ଭାଇରସ୍ ମହାମାରୀର ରୂପ ନେଇଥିବା ବେଳେ ଏଥିରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଅନେକ ବୈଜ୍ଞାନିକମାନେ ଏହାର ଚିକିତ୍ସା ଓ ଟୀକା ଖୋଜିବାରେ ଲାଗିପଡିଛନ୍ତି, କିନ୍ତୁ ବର୍ତ୍ତମାନ…

କରୋନା ଭାଇରସ୍: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦୮କୁ ବୃଦ୍ଧି

ନୂଆଦିଲ୍ଲୀ, ୧୩ା୪: ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ୍ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୦୮କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୩୫ଜଣଙ୍କର ମୃତ୍ୟୁ ହୋଇଛି । ୯୧୫୨ ଆକ୍ରାନ୍ତଙ୍କ ମଧ୍ୟରୁ…