Browsing Category

Breaking News

୨୦କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି ସରକାର, ଜାଣନ୍ତୁ କିପରି ପାଇବେ ଟଙ୍କା

କିଛି ସମୟ ଧରି ଲୋକମାନେ କରୋନା ଭାଇରସକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ମୋଦୀ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ…

କରୋନା ଭାଇରସ୍: କପଡ଼ା ,ମାସ୍କ, ରୁମାଲରେ ମୁହଁ ଘୋଡ଼ାନ୍ତୁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର, ୫ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହା ଖାଲି ଦେଶରେ ନୁହେଁ ବରଂ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଏନେଇ…

କରୋନା ଭୟରେ ଛାନିଆ ହୋଇ ଆତ୍ମହତ୍ୟା କଲେ ମହିଳା ଅଧିକାରୀ

ଇଟାନଗର,୫ ।୪: ଅରୁଣାଚଳ ପ୍ରଦେଶର ଜଣେ ମହିଳା ଅଧିକାରୀ ଗତ ଶୁକ୍ରବାର ଦିନ ତାଙ୍କ ବାସଭବନରେ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଅଧିକାରୀଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, କରୋନା ଭାଇରସ୍ ସଙ୍କଟ ପରେ ଅଧିକ କାମକୁ ନେଇ…

ପୁଣିଥରେ ନିବେଦନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ , ରାତି ୯ଟାରେ ୯ମିନିଟ ପାଇଁ ଲାଇଟ୍ ବନ୍ଦ

ନୂଆଦିଲ୍ଲୀ, ୫ା୪: ଗତ କିଛି ଦିନ ତଳେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଦନ କରିିଥିଲେ । ସେ ଆଜି ରାତି ୯ଟାରେ ୯ମିନିଟ ପାଇଁ ଘରର ଲାଇଟ ବନ୍ଦ ରଖିବାକୁ ନିବେଦନ କରିଥିଲେ । ସେହି ୯ମିନିଟ…

ଚୁଇଙ୍ଗମ୍ ବିକ୍ରି ଉପରେ ୩ ମାସର ରୋକ୍, ଜାଣନ୍ତୁ କାରଣ

ଶିମଲା,୫ ।୪:ଛେପ ପକାଇବା କାରଣରୁ କରୋନା ଭାଇରସ୍ ବ୍ୟାପୁଥିବାର ଆଶଙ୍କା ଥିବାରୁ ହିମାଚଳ ପ୍ରଦେଶରେ ସରକାର ୩ ମାସ ପର୍ଯ୍ୟନ୍ତ ଚୁଇଙ୍ଗମ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ଖାଦ୍ୟ ସୁରକ୍ଷା ଆୟୁକ୍ତ ଓ ଅତିରିକ୍ତ ମୁଖ୍ୟ…

ଏହା ହେଉଛି ଦିବ୍ୟା ଭାରତୀଙ୍କ ରାଜ୍, ରହସ୍ୟମୟ ଭାବେ ହୋଇଥିଲା ମୃତ୍ୟୁ

୧୯ ବର୍ଷ ବୟସରଙ୍କ ବଲିଉଡରେ ପାଦ ଦେଇ ବେଶ୍ ନାମ କମାଇଥିବା ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମୃତ୍ୟୁକୁ ୨୫ ବର୍ଷ ପୂରଣ ହୋଇଛି । ୯୦ ଦଶକରେ ସେ ନିଜ ଅଭିନୟରେ ସମସ୍ତଙ୍କୁ ପାଗଳ କରିଦେଇଥିଲେ । କିନ୍ତୁ କିଏ ଜାଣିଥିଲା ଯେ…

ମୋଦିଙ୍କ ଦୀପ ଜଳାଇବାକୁ ନେଇ ଏପରି କହିଲେ ଦିଦି

ନୂଆଦିଲ୍ଲୀ, ୫ା୪: ଘରର ଲାଇଟ ବନ୍ଦ କରି ଦୀପ, ମହମବତୀ ତଥା ମୋବାଇଲ ଲାଇଟ ଜଳାଇବାକୁ ନେଇ ଅନେକ ମୋଦିଙ୍କୁ  ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହି ସୁଅରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ…

ଭାରତରେ ୭୫ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୫ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ଏହାସହ…

ବିଶ୍ୱରେ ପ୍ରଥମ କରୋନା ଭାଇରସ୍ ସଂକ୍ରମିତ ରୋଗୀ ଏବେ ସୁସ୍ଥ

ଏକଥା ସମସ୍ତେ ଜାଣନ୍ତି ଯେ ମାହାମାରୀ କରୋନା ପ୍ରଥମେ ଚୀନର ଉହାନ ସହରରୁ ହିଁ ଉତ୍ପନ୍ନ ହୋଇଥିଲା ।ଏବଂ ଗବେଷକଙ୍କ ଅନୁଯାୟୀ ଏହା ଉହାନର ମାଛମାର୍କେଟରୁ ହିଁ ସଂକ୍ରମିତ ହୋଇଥିଲା । ଉହାନର ମାଛ ମାର୍କେଟରେ ରେ ବ୍ୟବସାୟ…

ଆସନ୍ତାକାଲି ରାତି ୯ଟାରେ ୯ ମିନିଟ୍ ପାଇଁ ବ୍ଲାକ୍ଆଉଟ୍, ଦେଖାଦେଇପାରେ ପାୱାରଗ୍ରୀଡ଼୍ ସମସ୍ୟା

ନୂଆଦିଲ୍ଲୀ / ଭୁବନେଶ୍ୱର, ୪ା୪ : ରବିବାର ରାତି ୯ଟାରେ ସମସ୍ତ ଦେଶବାସୀ ନିଜ ଘର କବାଟ କିମ୍ବା ବାଲ୍କୋନିରେ ଠିଆ ହୋଇ ନିଜ ନିଜ ଘରର ଲାଇଟ୍୍ ବନ୍ଦ କରି ୯ ମିନିଟ୍ ପାଇଁ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ ଓ ମୋବାଇଲ୍…