Browsing Category

Breaking News

କରୋନା ମୁକାବିଲା ନେଇ ଓଡ଼ିଶାକୁ ଆସିବ ଆଉ ୨ଲକ୍ଷ ଆଣ୍ଟିଜେନ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ମୁକାବିଲା ପାଇଁ ଆଗାମୀ ୧୪ଦିନ…

ପୋଲିସର ନୂଆ ଫଣ୍ଡା: ଫିଟ୍ ନରହିଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୭ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ କମିଶନରେଟ ପୋଲିସକୁ ଫିଟେନେସର ଚିନ୍ତା ଲାଗିଛି । ମାସକ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ପେଟ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜକୁ ଫିଟ୍ ରଖିବାକୁ ପୋଲିସ…

୪ମାସ ପରେ ଆଜିଠୁ ଭାରତ ଓ ଆମେରିକା ମଧ୍ୟରେ ଉଡ଼ିବ ବିମାନ

ନୂଆଦିଲ୍ଲୀ, ୧୭ା୭: କରୋନା ମହାମାରୀ ନେଇ ବିମାନ, ଟ୍ରେନ ଓ ବସ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ କିଛିଟା କଟକଣା ଭିତରେ ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ କରାଯାଉଛି । ଏହାରି ମଧ୍ୟରେ ୪ମାସ ପରେ ଆଜିଠାରୁ ଭାରତ ଓ…

ଓଡ଼ିଆ ଶ୍ରମିକଙ୍କ ମୃତଦେହକୁ ଦୁବାଇରୁ ଆଣିଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ପ୍ରତିଦିନ ଏବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ମୁକାବିଲା ନେଇ ସରକାରଙ୍କ…

ରାଜ୍ୟରେ ଆଜି ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁ ହୋଇଥିବା ୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଦୁଇ ଜଣ,…

ବଡ଼ ଖବର: ରାଜ୍ୟରେ ଆଜି ସର୍ବାଧିକ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଳାରୁ କେତେ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା…

୨୪ଘଣ୍ଟାରେ ରେକର୍ଡ଼ ସଂଖ୍ୟକ ୩୪ହଜାର ୯୫୬କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୭ା୭: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩ହଜାର ୮୩୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା…

ESA ରିଲିଜ କଲା ସୋଲାର ଅର୍ବିଟରର ପ୍ରଥମ ଫଟୋ, ଦେଖନ୍ତୁ ଭିଡିଓ

ଇୟୁରୋପୀୟ ଅନ୍ତରୀକ୍ଷ ସଂସ୍ଥା ବା ESA ତାଙ୍କ ସୌର କାର୍ଯ୍ୟକ୍ରମର ପ୍ରଥମ ଫଟୋଚିତ୍ର ଗୁରୁବାର ଦିନ ରିଲିଜ କରିଛନ୍ତି। ସଂସ୍ଥାନ ମହାକାଶକୁ ପଠାଇଥିବା ‘ସୋଲାର ଅର୍ବିଟର’ ଅତି ନିକଟରୁ ସୂର୍ଯ୍ୟଙ୍କ ଫଟୋ ନେଇଛି।…