Browsing Category
Breaking News
ଏନକାଉଣ୍ଟରରେ ଟଳିଲେ ତିନି ଆତଙ୍କବାଦୀ
ଜାମ୍ମୁକାଶ୍ମୀର, ୩୧ା୧: ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ବିଦେଶୀ ହୋଇଥିବା ଜଣାପଡ଼ିଛି । ଏହାସହ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ବିସ୍ଫୋରକ ଜବତ ହୋଇଛି । ଉଲ୍ଲେଖଯୋଗ୍ୟ…
ତାରାତାରିଣୀ ମନ୍ଦିରରେ ୫-ଟି ସଚିବ ଭି.କେ ପାଣ୍ଡିଆନ
ଗଞ୍ଜାମ, ୩୧ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ସେଠାରେ ତାରାତାରିଣୀ ମନ୍ଦିର ଯାଇ ଉନ୍ନତିମୂଳକ କାର୍ଯ୍ୟର ସେ ଅନୁଧ୍ୟାନ କରିଛନ୍ତି । ଏହାସହ ଜିଲ୍ଲାପାଳ ବିଜୟ ଅମୃତ…
ବନ୍ଧୁକ ମୁନରେ ୨୨ଶିଶୁଙ୍କୁ ବନ୍ଧକ ଘଟଣା: ଅଭିଯୁକ୍ତ ନିହତ, ବନ୍ଧକ ମୁକୁଳିଲେ
ଫାରୁଖାବାଦ, ୩୧ା୧: ଉତ୍ତରପ୍ରଦେଶର ଫାରୁଖାବାଦ ଜିଲ୍ଲା ଅନ୍ତର୍ଗତ କଥରିଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସୁବାସ ବାଥମ୍ ନାମକ ଜଣେ ଦୁର୍ବୃତ୍ତ ୨୨ଜଣ ଶିଶୁଙ୍କୁ ନିଜ ଝିଅର ଜନ୍ମଦିନ ବାହାନାରେ ଘରକୁ…
ଫାରୁକାବାଦରେ ୧୫ ଶିଶୁ ଓ ମହିଳା ବନ୍ଧକ
ଉତ୍ତରପ୍ରଦେଶ,୩୦।୧:ଉତ୍ତରପ୍ରଦେଶ ରେ ଏକ ଅଭାବନିୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସେଠାରେ ଥିବା ଫାରୁକାବାଦରେ ୧୫ ଶିଶୁ ଓ ମହିଳା ବନ୍ଧକ ଥିବା ସୂଚନା ମିଳିଛି। ଜନ୍ମଦିନକୁ ଡାକି ଏକ ଘରେ ବନ୍ଧକ ରଖିଛି…
ଗିରଫ ହେଲେ ୪୦ ଅପରାଧୀ
ଗଞ୍ଜାମ, ୩୦ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଆସିକା ପୋଲିସକୁ ଆଜି ବଡ଼ ସଫଳତା ମିଳିଛି । ଚାରିଆଡ଼େ ଅପରାଧ ବଢ଼ିବାରେ ଲାଗିଥିବା ବେଳେ ଏନବିଡ଼ବ୍ଲୁ ବଳରେ ୪୦ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪୦ ଅପରାଧୀଙ୍କ ମଧ୍ୟରେ…
ରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ
ପୁରୀ,୩୦ା୧(ଓଡ଼ିଶା ଭାସ୍କର): ପବିତ୍ର ରଥଯାତ୍ରା ପାଇଁ ଗୁରୁବାର ଅପରାହ୍ନରେ ରଥଖଳାଠାରେ ତିନିରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରାଯାଇଛି । ପାରମ୍ପରିକ ରୀତି ଅନୁସାରେ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ କରାଯାଇଥାଏ ।…
ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ!
ରାଉରକେଲା, ୩୦ା୧(ଓଡ଼ିଶା ଭାସ୍କର): ରାଉରକେଲା ଜନତା ନିବାସ ଗଳିରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଯୌତୁକ ପାଇଁ ବଧୁହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆନନ୍ଦି ସୋନକରଙ୍କୁ ଯୌତୁକ ପାଇଁ…
ବସକୁ ଧକ୍କା ଦେଲା ବସ୍, ଜଣେ ମୃତ ଓ ୧୦ଆହତ
ପୁରୀ, ୩୦ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁରୀ ସ୍ଥିତ ମେରାଇନ ଡ୍ରାଇଭ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ଇକୋ ରିଟ୍ରିଟ ଛକରେ ଏକ ବସକୁ ଧକ୍କା ଦେଇଛି ବସ୍ । ସେହି…
ନିର୍ଭୟା ମାମଲା: କାଲି ଫାଶୀ ଶୁଣାଣି
ନୂଆଦିଲ୍ଲୀ,୩୦ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀରୁ ବଞ୍ଚିବା ପାଇଁ ଚାଲ୍ କରୁଛନ୍ତି ଦୋଷୀ । ଫେବ୍ରୁଆରି ୧ର ଫାଶୀ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀମାନେ ଆବେଦନ କରିଛନ୍ତି । କାଲି ୧୦ଟା ସୁଦ୍ଧା ରିପୋର୍ଟ ଦାଖଲ…
ପୁଣେରେ ଦାୟିତ୍ୱ ନେଲେ ଓଡିଆ ସେନାଧିକାରୀ
ପୁଣେ,୩୦ ।୧: ମହାରାଷ୍ଟ୍ରର ପୁଣେରେ ଆଜି ଦାୟିତ୍ୱ ନେଇଛନ୍ତି ଓଡିଆ ସେନାଧିକାରୀ ଚଣ୍ଡୀପ୍ରସାଦ ମହାନ୍ତି । ସେ ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ…