Browsing Category
Breaking News
ଘୋଷଣା ହେଲା ତାରିଖ: ନଭେମ୍ବର ୧୪ରେ ହେବ ଦିଲ୍ଲୀ ମେୟର ଓ ଡେପୁଟୀ ମେୟର ନିର୍ବାଚନ
ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୪ ତାରିଖରେ ଦିଲ୍ଲୀ ମେୟର ଓ ଡେପୁଟୀ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମ୍ୟୁନିସିପାଲ ସେକ୍ରେଟାରୀଙ୍କ…
ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କୁ ୬ଟି ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ସେହି ସବୁ ପ୍ରସ୍ତାବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝୀ ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ ହିନ୍ଦୀ ସମିତିର…
ହରିୟାଣାରେ ପରାଜୟର କାରଣ ଖୋଜିବା ପାଇଁ କଂଗ୍ରେସ ଗଠନ କଲା ୮ ଜଣିଆ କମିଟି
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟବରଣ କରିଥିବା ବେଳେ ବିଜେପି କ୍ଷମତାସୀନ ହୋଇଥିଲା । ତେବେ ହରିୟାଣାରେ କଂଗ୍ରେସ କ’ଣ ପାଇଁ ହାରିଲା ତା’ର କାରଣ ଖୋଜିବା ପାଇଁ…
ହୃଦୟ ବିଦାରକ ଘଟଣା! ଗଳାରେ ଚୁଇଙ୍ଗମ ଅଟକିଯିବାରୁ ପ୍ରାଣ ହରାଇଲା ୪ ବର୍ଷୀୟ ଶିଶୁ
ନୂଆଦିଲ୍ଲୀ: ସାଧାରଣ ଭାବେ ପିତାମାତାମାନେ ସେମାନଙ୍କର ସନ୍ତାନମାନଙ୍କର ଖାଦ୍ୟପେୟକୁ ନେଇ ସର୍ବଦା ସାବଧାନ ରହିଥାନ୍ତି । ତେବେ ଅନେକ ସମୟରେ ଛୋଟ ପିଲାମାନେ ଭୁଲବଶତଃ ଏପରି କିଛି କରିଦେଇଥାନ୍ତି, ଯାହାର ପରିଣାମ…
କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ କଲେ ଦୁଇ ବ୍ୟାଙ୍କ: ରିୱାର୍ଡ ପଏଣ୍ଟ ଓ ଚାର୍ଜ ନିୟମ ବଦଳିଲା, କମ୍ ସୁବିଧା ପାଇବେ ଗ୍ରାହକ!
ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ କରିଛନ୍ତି ଦୁଇଟି ବ୍ୟାଙ୍କ । ଯଦି ଷ୍ଟେଟମେଣ୍ଟ ସାଇକିଲରେ ରାଶି ୫୦ ହଜାର ଟଙ୍କାରୁ ଅଧିକ ହେଉଥିବ, ତେବେ ୟୁଟିଲିଟୀ ବିଲ ଭରଣା ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ…
ମମତା ସରକାର ମିଛରେ ମୋତେ ଫସେଇଛି, ମୁଁ ନିର୍ଦ୍ଦୋଷ…
କୋଲକାତା: ବହୁଚର୍ଚ୍ଚିତ କୋଲକାତା ଆର୍.ଜି. କର ମେଡିକାଲ କଲେଜ୍ରେ ପିଜି ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ମୁହଁ ଖୋଲିଛି ।…
ପ୍ରେମିକା ଘରେ ଶୋଇବାକୁ ବାରଣ କରିବାରୁ ନିଜ ପରିବାରର ୬ ଜଣଙ୍କୁ ହତ୍ୟା, ଗର୍ଭବତୀ ଭାଉଜକୁ ବି ଛାଡ଼ିଲାନି ନାବାଳକ
ନୂଆଦିଲ୍ଲୀ: ୨୦୨୧ ଜାନୁଆରି ୨୪ ତାରିଖର ସେହି ଭୟଙ୍କର ରାତିରେ ଜଣେ ବ୍ୟକ୍ତି ନିଜ ପରିବାରର ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେ ଗୋଟିଏ ପରେ ଗୋଟିଏ କୋଠରୀର କବାଟ ଖୋଲୁଥିଲେ ଏବଂ ସାମ୍ନାକୁ ଆସିଥିବା…
ଅଦରକାରୀ ଔଷଧ ଫିଙ୍ଗୁଛନ୍ତି କି, ଏମିତି ଉପାୟ ଆପଣାଇ ଦେଖନ୍ତୁ ଫାଇଦା
ନୂଆଦିଲ୍ଲୀ: ସମସ୍ତଙ୍କ ଘରେ ଏମିତି କିଛି ଔଷଧ ଥିବ ଯାହାର ଏକ୍ସପାରୀ ଡେଟ ଚାଲିଯିବଣି ଓ ସେସବୁକୁ ଫିଙ୍ଗିବାକୁ ଭାବୁଥିବେ । ତେବେ ଟିକେ ରହିଯାଆନ୍ତୁ । ଫିଙ୍ଗନ୍ତୁନି । ଏହି ଔଷଧ ଏବେ ମଧ୍ୟ ଉପଯୋଗୀ । ଏହାକୁ ଆଜିବି…
କିଛି ସିନିୟର ଖେଳାଳିଙ୍କୁ ଦଳରୁ ବିଦା କରିବା ଠିକ୍ ହେବ କି: ଏହି ପଦକ୍ଷେପ ଦ୍ୱାରା ଟେଷ୍ଟରେ ଭାରତକୁ ଫାଇଦା ମିଳିବ କି?
ନୂଆଦିଲ୍ଲୀ: ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଅତ୍ୟନ୍ତ ଲଜ୍ଜାଜନକ ଭାବେ ୩-୦ରେ ଟେଷ୍ଟ ସିରିଜରେ ପରାଜୟ ବରଣ କରିବା ପରେ ଏବେ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ଏହି ସିରିଜରେ ଟିମ୍ ଇଣ୍ଡିଆର ଅଧିକାଂଶ…
(Video) ଖସିବା ପରେ ହୁତୁ ହୁତୁ ହୋଇ ଜଳିଲା ବାୟୁ ସେନାର ଯୁଦ୍ଧ ବିମାନ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଗୋଟିଏ ମିଗ ୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଉତ୍ତର ପ୍ରଦେଶର ଆଗ୍ରାରେ ବିମାନ ଖସିବା ପରେ ଭୂଇଁରେ ମାଡ ହୋଇ ସେଥିରେ ନିଆଁ ଲାଗିଥିଲା । ହୁତୁହୁତୁ ହୋଇ ଜଳିଉଠିଥିଲା ବିମାନ ।…