Browsing Category

ବାଣିଜ୍ୟ

ଧନିଆ ପତ୍ର ଭଳି ଦେଖାଯାଉଥିବା ବ୍ୟାଗ୍‌… ସେତିକି ମୂଲ୍ୟରେ କିଣିପାରିବେ ବିଳାସପୂର୍ଣ୍ଣ କାର

ନୂଆଦିଲ୍ଲୀ: ବିଶିଷ୍ଟ ଫ୍ୟାଶନ୍ ବ୍ରାଣ୍ଡ୍ ମୋଶିନୋ(Moschino) ଏକ ନିଆରା ଡିଜାଇନର ବ୍ୟାଗ୍ ଲଞ୍ଚ୍ କରିଥିଲେ । ଏହି ବ୍ୟାଗ୍ ଦେଖିବାକୁ ଅବିକଳ ପାଉଁରୁଟି ଭଳି । ବର୍ତ୍ତମାନ ସେ ଆଉ ଏକ ଅଜବ ବ୍ୟାଗ୍ ଲଞ୍ଚ୍ କରିଛନ୍ତି…

ଶୁଣ, ଶୁଣ, ଶୁଣ; ଖୁବ ଶୀଘ୍ର ଆପଲ ମାର୍କେଟକୁ ଛାଡୁଛି ନୂଆ ମଡେଲ, ଷ୍ଟାଇଲ ସହ ଫିଚର ସବୁ…

ଓଡିଶା ଭାସ୍କର- ଆମେରିକାର ଟେକ କମ୍ପାନୀ ଆପଲ ତାର ନୂଆ ଏଡିସନ iPhone 17 Slim ମାର୍କେଟକୁ ଛାଡିବାକୁ ଯାଉଛି । ଏହି ନୂଆ ମଡେଲକୁ ୨୦୨୫ରେ ଲଞ୍ଚ କରିବା ନେଇ ଆଶା କରାଯାଉଛି । କୁହାଯାଉଛି, ଏହି ମଡେଲରେ କମ୍ପାନୀ…

ମୁକେଶ ଅମ୍ବାନୀଙ୍କ ଠାରୁ ୫ ଗୁଣ ଅଧିକ ଦାନ କରିଛନ୍ତି ଏହି ଶିଳ୍ପପତି, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଆଦାନୀ

ନୂଆଦିଲ୍ଲୀ: ଗୁରୁବାର ଏଡେଲ ଗିଭ୍ ହୁରୁନ୍ ଇଣ୍ଡିଆ ପକ୍ଷରୁ ଫିଲାନଥ୍ରୋପି(Philanthropy) ତାଲିକା ୨୦୨୪ ପ୍ରକାଶ ପାଇଛି । ଏହି ତାଲିକାରେ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ବି ପଛରେ ପକାଇଛନ୍ତି ଏହି ଶିଳ୍ପପତି…

(Video) ବାଲିଯାତ୍ରା ନେବ ନୂଆ ‘AVATAR’: ଜମିବ Infinity World ସହ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀର ମଜା

ଓଡ଼ିଶା ଭାସ୍କର: ଐତିହାସିକ ବାଲିଯାତ୍ରା ପାଇଁ ସଜେଇ ହେଲାଣି କଟକ ସହର । ଏଥରର ବାଲିଯାତ୍ରା ସମ୍ପୂର୍ଣ୍ଣ ନିଆରା ହେବାକୁ ଯାଉଛି । ନୂଆ ଥିମ ଏବଂ ନୂଆ ଆଇଡିଆରେ ଦର୍ଶକଙ୍କୁ ବାଲିଯାତ୍ରା ଉପହାର ଦିଆଯିବାକୁ ବ୍ୟୃବସ୍ଥା…

Veg Thali ଉପରେ ମହଙ୍ଗା ମାଡ଼, କାର୍ତ୍ତିକ ମାସରେ ବଢୁଛି ଦାମ୍: ସାକାହାରୀ ଖାଦ୍ୟରେ ୨୦% ମୂଲ୍ୟ ବୃଦ୍ଧି

ଓଡ଼ିଶା ଭାସ୍କର: ବିଭିନ୍ନ ପନିପରିବାର ମୂଲ୍ୟ ବଢିବା ସାଙ୍ଗକୁ ବଢୁଛି ସାକାହାରୀ ଖାଦ୍ୟର ଦାମ୍ । କେବଳ ସାକାହାରୀ ନୁହେଁ, ମାଂସାହାରୀ ଖାଦ୍ୟର ମୂଲ୍ୟ ୁପରେ ମଧ୍ୟ ମହଙ୍ଗା ମାଡ଼ର ପ୍ରଭାବ ଦେଖାଯାଇଛି । ସାଧାରଣ ଲୋକଙ୍କ…

ମାର୍କେଟ୍‌ରେ ରସୁଣ ରାଜ୍; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । କାର୍ତ୍ତିକ ମାସ ପାଇଁ ନୁହେଁ ବରଂ ତାର ଉଚ ଦର ପାଇଁ । ଦେଖିବାରୁ ଗଲେ ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି…

ବ୍ୟାଙ୍କରେ ବଢିଲା ଲୋନ୍ ରେଟ୍, MCLR ବଢାଇବା କାରଣରୁ ଅଧିକ ହେଲା EMI

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଲୋନ୍ ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏଚଡିଏଫସି ବ୍ୟାଙ୍କରୁ ଲୋନ୍ ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ ଏବଂ ଆପଣଙ୍କର ଇଏମଆଇ ମଧ୍ୟ ବଢିପାରେ । ଯଦି ଦେଖିବା ଦେଶରେ…

ଆଜି Last Date, କମ୍ ଖର୍ଚ୍ଚରେ ମିଳିପାରିବ BSNLର ଏହି ସ୍ପେସାଲ ଅଫର: ୩୬୫ ଦିନ ପାଇଁ ୬୦୦ GB ଡାଟା

ଓଡ଼ିଶା ଭାସ୍କର: ଫେଷ୍ଟିଭ ସିଜନ ଏବଂ ଦିୱାଲୀ ଅବସରରେ ଗ୍ରାହକଙ୍କୁ ବିଭିନ୍ନ ରିଚାର୍ଜ ପ୍ଲାନ ଭେଟି ଦେଇଛନ୍ତି ଟେଲିକମ୍ କମ୍ପାନୀ । ଏହି ଅବସରରେ ସରକାରୀ ଟେଲିକମ୍ କମ୍ପାନୀ BSNL ମଧ୍ୟ ଦମଦାର ପ୍ଲାନ ଲଞ୍ଚ୍ କରିଛି ।…

Samsung ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ ଖୁସି ଖବର, ଅଧାରୁ ଅଧିକ କମିଲା ଦାମ

ଓଡିଶା ଭାସ୍କର: ସାମସାଙ୍ଗର ପ୍ରିମିୟମ ସ୍ମାର୍ଟଫୋନ Samsung Galaxy S23 5G କିଣିବାର ଆସିଲା ଜମାଣିଆ ସୁଯୋଗ । ଯଦି ଆପଣ ୫-୬ ବର୍ଷ ପାଇଁ ଧମାକାଦାର ପରଫର୍ମାନ୍ସ ଚାହୁଁଛନ୍ତି ତେବେ ସାମସଙ୍ଗ ଆପଣଙ୍କ ପାଇଁ ବେଷ୍ଟ…

ଗ୍ରାହକଙ୍କ ପାଇଁ ଖୁସି ଖବର: ୧୮୦୦ ଟଙ୍କା କମିଲା ସୁନା ଦର

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର। ସୁନା ଦର ଆଜି ବହୁ ମାତ୍ରାରେ ହ୍ରାସ ପାଇଛି। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ରହିଛି। ଏହା ପୂର୍ବରୁ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ଦର…