Browsing Category
ବାଣିଜ୍ୟ
ମଧୁବାବୁ ପେନସନଧାରୀଙ୍କ ପାଇଁ ବଡ ଘୋଷଣା: ୩ ହଜାର ୫୦୦ ମିଳିବ ଭତ୍ତା
ଭୁବନେଶ୍ୱର: ରାଜ୍ୟ ବଜେଟରେ ମଧୁବାବୁ ପେନସନ ଯୋଜନାର ଭତ୍ତାର ପରିଣାକୁ ବୃଦ୍ଧି କରାଯାଇଛି । ବଜେଟରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ…
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା; ଏଣିକି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିବ ସେବା
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କଲେ ସରକାର । ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ।…
ନୂଆ ସରକାରରେ ପ୍ରଥମ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବଜେଟର ମୋଟ୍ ପରିମାଣ ୨ ଲକ୍ଷ ୬୫ ହଜାର କୋଟି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟର ମୋଟ୍ ପରିମାଣ ପ୍ରାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା । ଏହା ୨୦୨୩-୨୪ ତୁଳନାରେ ୧୫% ଅଧିକ ଅଟେ । ତେବେ ଆସନ୍ତୁ…
ଚଳିତ ବର୍ଷ ୨୦୨୪-୨୫ ପାଇଁ ୧୫ ପ୍ରତିଶତ ବଜେଟ ପରିମାଣ ବୃଦ୍ଧି
ଭୁବନେଶ୍ୱର: ବଜେଟ ଅଭିଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡିଶା ଗଠନ କରିବା ଜରୁରୀ ଅଟେ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ…
ଲଗାତାର ଚତୁର୍ଥ ଦିନ ହ୍ରାସହେବା ପରେ ବନ୍ଦ ହେଲା ଷ୍ଟକ୍ ବଜାର; ଆକ୍ସିସ୍ ବ୍ୟାଙ୍କ ରେଜେଲ୍ଟ୍ ପାଇଁ ନିଫ୍ଟି ବ୍ୟାଙ୍କ ବି ହ୍ରାସ
ମୁମ୍ୱାଇ: ବଜେଟ୍ ଉପସ୍ଥାପିତ ହେବା ପରଠାରୁ ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଥିବା ଗୁରୁବାର କାରବାର ଅଧିବେଶନରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆଜିର ଅଧିବେଶନରେ ନିମ୍ନ ସ୍ତରରୁ ବଜାରରେ ସୁଧାର ଦେଖିବାକୁ…
ପୁଣି ଏକ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଜୁଲାଇ ୨୪ରୁ ସବୁ କାରବାର ବନ୍ଦ ହେଲା, ଚିନ୍ତାରେ ଜମାକାରୀ
ନୂଆଦିଲ୍ଲୀ: ସାଧାରଣତଃ ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏଭଳି ସ୍ଥିତିରେ…
୫୦୦୦ ଟଙ୍କା ଶସ୍ତା ହେଲା ସୁନା ଦାମ୍: ରୁପା ଦର ୬୭୦୦ ଟଙ୍କା ହ୍ରାସ ପାଇଲା!
ନୂଆଦିଲ୍ଲୀ: ଅଳଙ୍କାର କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଗତ ୨୩ ତାରିଖରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିବା ପରେ ସୁନା ଦାମରେ ୪ ହଜାର ଟଙ୍କା ହ୍ରାସ ପରିଲକ୍ଷିତ ହୋଇଥିଲା । ତେବେ ଏହା…
ଏଣିକି ଛୋଟ ପିଲା ବି ବ୍ୟବହାର କରିପାରିବେ Apple ୱାଚ, କମ୍ପାନୀ ଲଞ୍ଚ କଲା ନୂଆ ଫିଚର
ନୂଆଦିଲ୍ଲୀ: ଆପଲ ଛୋଟ ପିଲାଙ୍କ ପାଇଁ ଏକ ନୂଆ ଫିଚର ଭାରତରେ ଲଞ୍ଚ କରିଛି । ଫିଚରର ନାମ ହେଉଛି 'Apple Watch For Your Kids'। ଏହି ଫିଚର ଆପଲ ୱାଚରେ ମିଳିବ, ଯେଉଁଠାରେ ମାଆ-ବାପା ୱାଚକୁ ସେଟ କରି ଶିଶୁଙ୍କୁ…
୧୨୩ ଟଙ୍କା ରିଚାର୍ଜ କଲେ ୨୮ ଦିନ ପାଇଁ ଅନଲିମିଟେଡ୍ କଲିଂ ସୁବିଧା: ଲଞ୍ଚ ହେଲା Jio Bharat J1 ହ୍ୟାଣ୍ଡସେଟ୍
ନୂଆଦିଲ୍ଲୀ: ନିକଟରେ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ପ୍ଲାନ୍ସ ଦର ବୃଦ୍ଧି ଘୋଷଣା କରିଥିଲେ । ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଫାଫୋନ ନିଜ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢ଼ାଇଥିଲେ । ଫଳରେ ଗ୍ରାହକଙ୍କୁ…
ସୁନା ଶସ୍ତା ହେବାରୁ ରକ୍ଷାବନ୍ଧନ, ଧନତେରସ, ଦୀପାବଳୀ ଓ ବିବାହ ଋତୁ ପାଇଁ ଆରମ୍ଭ ହେଲା ବୁକିଂ: ଜାଣନ୍ତୁ କେତେ ରହିଛି ରେଟ୍
ନୂଆଦିଲ୍ଲୀ: ସୁନା ଏବଂ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହେତୁ ଗ୍ରାହକମାନେ ବିବାହ ଋତୁ ପୂର୍ବରୁ ଅଳଙ୍କାର ଦୋକାନକୁ ଆସିବା ଆରମ୍ଭ କରି ଦେଇଛନ୍ତି । ବଜେଟ ଦିନଠାରୁ ସୁନା ଓ ରୂପା ବିକ୍ରିରେ ବୃଦ୍ଧି ଘଟିଛି ।…