Browsing Category

ବାଣିଜ୍ୟ

TCS ଲଞ୍ଚ କଲା NVIDIA ବିଜନେସ ୟୁନିଟ, ଗ୍ରାହକଙ୍କୁ ଦିଆଯିବ ଆଡଭାନ୍ସ ଏଆଇ ସେବା

ନୂଆଦିଲ୍ଲୀ: ଦେଶର ଆଇଟି ସେକ୍ଟରର ସବୁଠୁ ବଡ଼ କମ୍ପାନୀ ଟିସିଏସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବଡ଼ ଦାବି କରିଛି। ଟାଟା କନସଲଟାନ୍ସି ସର୍ଭିସେଜ ଦୁନିଆର ସବୁଠୁ ମୂଲ୍ୟବାନ କମ୍ପାନୀ NVIDIA ସହ ମିଶି ନୂଆ…

TATA Tea ପିଉଛନ୍ତି! କମ୍ପାନୀ ବଢାଇବାକୁ ଯାଉଛି ମୂଲ୍ୟ, ହେବେ ଖର୍ଚ୍ଚାନ୍ତ

ନୂଆଦିଲ୍ଲୀ: ଆପଣ ଜଣେ ଚା ପ୍ରେମୀ କି? ତେବେ ଆପଣଙ୍କ ପାଇଁ ହତାଶ କଲାପରି ଖବର । ଖୁବ ଶୀଘ୍ର ଆପଣଙ୍କ ଚା' ନିଶା ପାଇଁ ଆପଣଙ୍କ ପକେଟରେ ହେବ ମାଡ । କମ୍ପାନୀ ତାର ଚା ଦର ମହଙ୍ଗା କରିବାକୁ ଯାଉଛି । ଆଉ କିଛି ମାସ…

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର, ରିଚାର୍ଜ ପ୍ଲାନରେ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ: ଦେଶର ୨ୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ । ଦେଶରେ ପ୍ରାୟ ୩୯ କୋଟି ଏୟାରଟେଲ ୟୁଜର ଅଛନ୍ତି । ଏୟାରଟେଲ ଏହାର ଗ୍ରାହକଙ୍କୁ ଶସ୍ତା ରିଚାର୍ଜ ପ୍ଲାନ୍ ସହ ଅନ୍ୟାନ୍ୟ ପ୍ଲାନ୍ ପ୍ରଦାନ କରୁଛି । କିନ୍ତୁ…

HUL ଶେୟାରହୋଲ୍ଡର୍ସଙ୍କୁ ମିଳିବ ବଡ଼ ଉପହାର ! ଆଇସକ୍ରିମ୍ ବ୍ୟବସାୟକୁ ଅଲଗା କରିବ କମ୍ପାନୀ

ନୂଆଦିଲ୍ଲୀ: ବିଶିଷ୍ଟ FMCG କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌(HUL) ଏହାର ଆଇସକ୍ରିମ୍ ବ୍ୟବସାୟକୁ ଅଲଗା କରିବା ନେଇ ଘୋଷଣା କରିଛି । କମ୍ପାନୀ ଏକ ବିଜ୍ଞପ୍ତିରେ କହିଛି ଅକ୍ଟୋବର ୨୩ରେ ହୋଇଥିବା ବୋର୍ଡ଼…

ୟୁନିୟନ ବ୍ୟାଙ୍କ ଉପରେ ଜରିମାନା, ମନି ଲଣ୍ଡରିଂ ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଥିଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଫାଇନାନସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌(FIU) ଏହି ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ଅକ୍ଟୋବର ୧କୁ ପ୍ରିଭେନସନ ଅଫ୍ ମନି…

ରୂପା ୧,୦୪,୦୦୦ ଟଙ୍କା ଏବଂ ସୁନା ୮୦,୦୦୦ ଟଙ୍କା ପାର୍, ଜାଣନ୍ତୁ ଆପଣଙ୍କ ସହରରେ ରେଟ୍ କେତେ ?

ନୂଆଦିଲ୍ଲୀ: ଦେଶରେ ୧୦ ଗ୍ରାମ ସୁନା ୮୦,୦୦୦ ଟଙ୍କା ଏବଂ ଗୋଟିଏ କିଲୋଗ୍ରାମ ରୂପା ୧,୦୪,୦୦୦ ଟଙ୍କା ଅତିକ୍ରମ କରିଛି । ଆଜି ସୁନା ଦର ବୃଦ୍ଧି ପାଇଛି । ଆଜି ସାରା ଦେଶରେ ଅହୋଇ ଅଷ୍ଟମୀର ପର୍ବ ପାଳନ କରାଯାଉଛି ।…

ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ: ସୁଭଦ୍ରା ଯୋଜନାକୁ ନେଇ ନିଆଗଲା ଏପରି ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। କ୍ୟାବିନେଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,…

Ujjwala ଯୋଜନାରେ ଦୀପାବଳି ଭେଟି ଦେବେ ସରକାର! ହିତାଧିକାରୀ ଶୀଘ୍ର କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ଉଜ୍ଜ୍ୱଳା ଯୋଜନାର ଘ୍ୟାସ କନେକ୍ସନ ଧାରକ ନିଜ ନିଜର ସିଳିଣ୍ଡର ଭରି ନିଅନ୍ତୁ । କାରଣ ଦୀପାବଳି ଅବସରରେ ହିତାଧିକାରୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ସରକାର । ଦିୱାଲୀ ଅବସରରେ ସରକାର ସିଧା ହିତାଧିକାରୀଙ୍କ…

BSNL ଲଞ୍ଚ କଲା ନୂଆ ଲୋଗ, ଆରମ୍ଭ ହେଲା ୭ଟି ନୂଆ ସେବା

ନୂଆଦିଲ୍ଲୀ: ଦେଶରେ ସମସ୍ତ ରିଚାର୍ଜ ପ୍ଲାନର ମୂଲ୍ୟ ବଢିଥିବା ବେଳେ ବିଏସଏନଏଲ ନିଜର କମ ମୂଲ୍ୟର ରିଚାର୍ଜ ପ୍ଲାନରେ ଲୋକଙ୍କୁ ଆକର୍ଷିତ କରୁଛି। ଏହାରି ମଧ୍ୟରେ ବିଏସଏନଏଲ ନୂଆ ଲୋଗୋ ଲଞ୍ଚ କରିଛି। କମ୍ପାନୀ ଏଥିସହ…

ଧନ୍ୱନ୍ତରୀ ପର୍ବ ପୂର୍ବରୁ ୮୦ ହଜାର ଟପିଲା ସୁନା ଦର, ୨ ହଜାର ଟଙ୍କା ବଢିଲା ରୂପା

ନୂଆଦିଲ୍ଲୀ: ଧନ୍ୱନ୍ତରୀ ପର୍ବ ଅବସରରେ ସୁନା କିମ୍ବା ରୂପା କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ଦୋକାନରେ ଲମ୍ବା ଲାଇନ ଲାଗିଥାଏ। ଯେଉଁ ଭଳି ସୁନା ଏବଂ ଚାନ୍ଦିର ମୂଲ୍ୟ ବଢୁଛି, ଏହିଦିନ ସୁନା-ରୂପା…