CHARIDHAM
Browsing Category

ବାଣିଜ୍ୟ

କେବେ ଲଞ୍ଚ୍ ହେବ BSNL 5G? ଘୋଷଣା ହେଲା ତାରିଖ, ୟୁଜରଙ୍କ ପାଇଁ ଆସିଲା ବଡ଼ ଅପଡେଟ୍

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ପରେ BSNL ଆଣୁଛି ହାଇ ସ୍ପିଡ ନେଟୱର୍କ । ଭାରତ ସଞ୍ଚାର ନିଗମ ଲିମିଟେଡ(BSNL )ଖୁବଶୀଘ୍ର 4G ଏବଂ 5G ସର୍ଭିସ ଲଞ୍ଚ୍ କରିବାକୁ ଯାଉଛି । ଏ ନେଇ…

୮୫ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କଲା ହ୍ୱାଟ୍ସଆପ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ହ୍ୱାଟ୍ସଆପ ୮୫ ଲକ୍ଷରୁ ଅଧିକ ଭାରତୀୟ ହ୍ୱାଟ୍ସଆପ ଆକାଉଣ୍ଟକୁ ବ୍ୟାନ୍ କରିଛି । କମ୍ପାନୀ ଏହାର ମାସିକ ରିପୋର୍ଟରେ ଏହା ପ୍ରକାଶ କରିଛି । ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି ଏବଂ…

୫ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ିଲା: କେନ୍ଦ୍ର ସରକାରଙ୍କ ପରେ ବଡ଼ ଘୋଷଣା କଲେ ତ୍ରିପୁରା ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ରିଲିଫ୍ (ଡିଆର)ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ଏଥିସହିତ ଦେଶର କିଛି ରାଜ୍ୟ ମଧ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଡିଏ…

ପିଏମ କିଷାନର ୧୯ ତମ କିସ୍ତି ଆପଣଙ୍କୁ ମିଳିନପାରେ : ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଅପେକ୍ଷା କରିଥିବା କୃଷକମାନଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ…

ଏଣିକି ରାସନ କାର୍ଡ ଧାରକଙ୍କୁ ମିଳିବ କମ ଚାଉଳ, ସରକାର ୧ ନଭେମ୍ବରରୁ ଲାଗୁ କରିଛନ୍ତି ଏହି ନିୟମ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଯୋଜନାର ଲାଭ ସାରା ଦେଶର କୋଟି କୋଟି ଲୋକଙ୍କୁ ମିଳୁଛି। ସରକାରଙ୍କ ଅନେକ ଯୋଜନା ଦେଶର ଗରିବ ଲୋକଙ୍କ ପାଇଁ…

ମହଙ୍ଗା ହେବ ଖାଦ୍ୟ-ପେୟ ସାମଗ୍ରୀ! ଏହି କାରଣରୁ FMCG କମ୍ପାନୀ ବଢାଇବ ଦାମ୍

ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ନିରାଶଜନକ ଖବର । FMCG କମ୍ପାନୀରେ ବ୍ୟବହୃତ ହେଉଥିବା ଜିନିଷ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାମଅଏଲ, କଫି ଏବଂ କୋକୋର ଦାମ୍ ବୃଦ୍ଧି ପାଇଛି । ଏହି ମାର୍ଜିନ କାରଣରୁ କମ୍ପାନୀ…

ଅନଲାଇନ୍ ପେମେଣ୍ଟ୍ କରୁଥିବା ଲୋକଙ୍କ ପାଇଁ ବଡ ଖବର, ଏହି ତାରିଖରେ ବନ୍ଦ ରହିବ UPI ସେବା

ନୂଆଦିଲ୍ଲୀ: ୟୁପିଆଇ ମାଧ୍ୟମରେ ଭାରତରେ ପ୍ରତିଦିନ ହଜାରେ କୋଟି ଟଙ୍କାର କାରବାର ହେଉଛି । ଏଭଳି ପରିସ୍ଥିତିରେ ଯେଉଁମାନେ ଅନଲାଇନ୍ ପେମେଣ୍ଟ କରୁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି । ବାସ୍ତବରେ, ନଭେମ୍ବର ୫…

SBI Pashupalan Loan Yojana: ଚାଷୀଙ୍କୁ ପଶୁପାଳନ ପାଇଁ ମିଳିବ ୧୦ ଲକ୍ଷ ଟଙ୍କା, ଏହିପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜରିଆରେ କୃଷକମାନଙ୍କୁ ପଶୁପାଳନ ବ୍ୟବସାୟରେ ଉତ୍ସାହିତ କରିବା ପାଇଁ ଦେଶର କେନ୍ଦ୍ର ସରକାର ଏସବିଆଇ ପଶୁପାଳନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ କୃଷକମାନେ…

ପୋଷ୍ଟ ଅଫିସର ଯୋଜନାରେ ଆପଣ ପ୍ରତିମାସରେ ପାଇବେ ଟଙ୍କା, ଦ୍ୱିତୀୟ ଆୟ ପାଇଁ ଏହା ସର୍ବୋତ୍ତମ ବିକଳ୍ପ

ନୂଆଦିଲ୍ଲୀ: ପୋଷ୍ଟ ଅଫିସ୍ ମାସିକ ଇନକମ୍ ଆକାଉଣ୍ଟ୍ (ପିଓଏମଆଇଏସ) ହେଉଛି ଏକ ସ୍କିମ୍ ଯେଉଁଥିରେ ନିବେଶ ପରେ ଆପଣ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଟଙ୍କା ପାଇବେ । ଆକର୍ଷଣୀୟ ସୁଧ ହାର ସହିତ, ଏହି ସରକାରୀ…

ଯାତ୍ରା ସମୟରେ କିପରି ପାଇବେ କନଫର୍ମ ଟିକେଟ ? ଜାଣନ୍ତୁ କିଛି ସହଜ ଉପାୟ

ନୂଆଦିଲ୍ଲୀ : ନଭେମ୍ବର ପହିଲାରୁ ବା ନଭେମ୍ବର ୧ ତାରିଖରୁ ଟ୍ରେନ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ ହୋଇଛି । ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଯଦି ଦୂର…