Browsing Category

ବାଣିଜ୍ୟ

ହିମାଚଳ ପ୍ରଦେଶରେ ଗମ୍ଭୀର ଆର୍ଥିକ ସଂକଟ; କର୍ମଚାରୀଙ୍କୁ ମିଳିନି ଦରମା, ପେନସନକୁ ଅପେକ୍ଷା…, ରାଜ୍ୟ ଉପରେ ଏତିକି ଟଙ୍କାର ଋଣ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଇତିହାସରେ ପ୍ରଥମ ଥର ପାଇଁ ଦେଖାଦେଇଛି ଗଭୀର ଆର୍ଥିକ ସଂକଟ । ରାଜ୍ୟର ୨ ଲକ୍ଷ କର୍ମଚାରୀ ଏବଂ ୧.୫ ପେନସନଭୋଗୀଙ୍କ ଆକାଉଣ୍ଟକୁ ଆସିନି ଦରମା ଏବଂ ପେନସନ୍ । ସବୁବେଳେ ମାସର ପ୍ରଥମ…

ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ISM) ଅଧୀନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍‌କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଏକ ଗତିଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁଜରାଟର ସାନନ୍ଦ ଠାରେ ଏକ…

ମୋଦୀ କ୍ୟାବିନେଟ୍ କୃଷକମାନଙ୍କୁ 7 ଟି ବଡ ଉପହାର: ଏଣିକି ବଢିବ ଆୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମୋଟ୍‌ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ…

‘ଡିଜେଲ କାର୍ ତିଆରି କରିବା ବନ୍ଦ କରିଦିଅ, ନଚେତ୍ ବିକ୍ରି କରିବା କଷ୍ଟକର ହୋଇଯିବ’, ଜାଣନ୍ତୁ କାହଁକି ଏପରି କହିଲେ ନିତିନ୍ ଗଡ଼କରୀ

ନୂଆଦିଲ୍ଲୀ: ସିଆଇଆଇର ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଡିଜେଲ ବିଷୟରେ ଏକ ବଡ଼ କଥା କହିଛନ୍ତି । ଲୋକଙ୍କୁ ଶୀଘ୍ର ଡିଜେଲକୁ ସମ୍ପୂର୍ଣ୍ଣ ବିଦାୟ ଦେବାକୁ ପରାମର୍ଶ ଦେଇଛନ୍ତି ଗଡକରୀ । କେବଳ…

UPS ନା NPS: କେଉଁ ଯୋଜନାକୁ ଆପଣାଇ କେନ୍ଦ୍ରୀୟ କର୍ମଚାରୀମାନେ ଅବସର ପରେ ପାଇବେ ଅଧିକ ପେନସନ୍ ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଖରେ ଏବେ ବିକଳ୍ପ ଅଛି , ଯାହାଫଳରେ ସେମାନେ ଚାହିଁଲେ ବର୍ତ୍ତମାନ ଜାତୀୟ ପେନସନ୍ ସ୍କିମ୍ (ଏନବିଏସ) ରେ ରହିବେ ନଚେତ୍ ଗ୍ୟାରେଣ୍ଟି ପେନସନ୍ ସହିତ ନୂଆ ପେନସନ୍…

ରାଜ୍ୟରେ ଗୁଟଖା ଓ ପାନ ମସଲାରୁ ଜିଏସଟି ଆଦୟ ହୋଇଛି ୧୫୦୦ କୋଟି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ରାଜ୍ୟରେ ଗୁଟଖା ଓ ପାନ ମସଲାରୁ ପ୍ରାୟ ଦେଢ ବର୍ଷ ମଧ୍ୟରେ ୧୫୦୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି। ବିଧାନସଭାରେ ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି…

boAT Smartwatch ମାଧ୍ୟମରେ କରିପାରିବେ ଅନଲାଇନ୍ ପେମେଣ୍ଟ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଯୁବପିଢ଼ିଙ୍କ ଅଧିକ କ୍ରେଜ୍ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତର ଲୋକପ୍ରିୟ ବ୍ରାଣ୍ଡ୍ boAT ଏପରି ଏକ…

ବିନା ବ୍ୟାଙ୍କ ଆକାଉଣ୍ଟରେ କରିପାରିବେ ପେମେଣ୍ଟ ! Google Pay ଲଞ୍ଚ୍ କଲା ୬ଟି ନୂଆ ଫିଚର

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ୱାରା ଘରେ ବସି ସହଜରେ ସବୁ କାମ କରିହେଉଛି । ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି କମ୍ପାନୀ ୟୁପିଆଇ ପେମେଣ୍ଟ…

୭୨ ଦିନିଆ ବୈଧତା ପ୍ଲାନ୍ ହୋଇଗଲା ଶସ୍ତା! ଅସୀମିତ କଲିଂ ସାଙ୍ଗକୁ ଡାଟା ସୁବିଧା ବି ରହିଛି

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ସର୍ବଦା ନୂଆ ନୂଆ ଅଫର ଲଞ୍ଚ କରିଥାଏ । ତେବେ ଏହା ମଧ୍ୟରେ ଜିଓ ତା’ର ଗ୍ରାହକଙ୍କ ପାଇଁ ସବୁଠାରୁ…

Vivo T3 Ultra ସ୍ମାର୍ଟଫୋନ୍ ଚଳିତ ମାସରେ ଲଞ୍ଚ ହେବ: କମ୍ ଦାମ୍ ସାଙ୍ଗକୁ ମିଳିବ ଦମଦାର ଫିଚର୍ସ

ନୂଆଦିଲ୍ଲୀ: ଭିଭୋ ଖୁବଶୀଘ୍ର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏହା କମ୍ପାନୀର ଟି-ସିରିଜର ଏକ ଅଂଶ ଭାବେ ମାର୍କେଟକୁ ଆସିବ । ଏହି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ଦମଦାର ପ୍ରୋସେସର, ବଢ଼ିଆ କ୍ୟାମେରା, ବଡ଼…