Browsing Category

ବାଣିଜ୍ୟ

(Video) ଘରେ କେତେ କ୍ୟାସ୍ ରଖି ପାରିବେ? ଟଙ୍କା ରଖିବାକୁ ନେଇ ଆୟକର ବିଭାଗର କ’ଣ ରହିଛି ନିୟମ ?

ଓଡିଶା ଭାସ୍କର: ଏବେ ସମସ୍ତଙ୍କର ଫୋନରେ ଟଙ୍କା । କାରଣ ପୁରା ଦୁନିଆ ଏବେ ଡିଜିଟାଲ ମାର୍କେଟରେ ଚାଲିଛି । ଛୋଟ ଚକଲେଟ ଠାରୁ ଦାମୀ କାର, ସବୁ କିଛି କିଣିବା ବେଳେ ମୋବାଇଲ ଫୋନରୁ ହିଁ ପେମେଣ୍ଟ କରିପାରୁଛନ୍ତି ଗ୍ରାହକ…

୧୨୦୦ ଟଙ୍କା ଶସ୍ତା ହେଲା ରୂପା, ଜାଣନ୍ତୁ କେତେ କମିଲା ସୁନା

ନୂଆଦିଲ୍ଲୀ: ଗହଣା ବଜାରରେ ଗୁରୁବାର ଦିନ ରୂପା ଦରରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଛି ଏବଂ ଏହା ଗତକାଲି ତୁଳନାରେ କିଲୋଗ୍ରାମ ପିଛା୧୪୦୦ ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ ପରେ ରୂପା ୯୪ ହଜାର ୮୦୦ ଟଙ୍କା…

ସାରିଦିଅନ୍ତୁ କାମ, ଜୁନ୍ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ: ଜାଣି ରଖନ୍ତୁ ଛୁଟି ତାଲିକା

ଓଡ଼ିଶା ଭାସ୍କର: ଜୁନ୍ ମାସ ପାଇଁ ବ୍ୟାଙ୍କ ଗୁଡ଼ିକର ଛୁଟି ତାଲିକା ଗୋଷଣା ହୋଇଯାଇଛି । ଏହି ମାସରେ ବିଭିନ୍ନ କାରଣରୁ ଦେଶର ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ । ତେଣୁ ଏହି ଦିନ ମାନଙ୍କରେ ବ୍ୟାଙ୍କ ସହ ସମ୍ବନ୍ଧିତ କୌଣସି କାମ…

ବଡ଼ ଘୋଷଣା: ସେଭିଙ୍ଗସ ଆକାଉଣ୍ଟରେ ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ ୭.୭୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେଣୁ ଯଦି ଆପଣ ସେଭିଙ୍ଗସ ଆକାଉଣ୍ଟରେ ନିବେଶ…

LIC ର ସମ୍ପତ୍ତି ପାକିସ୍ତାନ, ଶ୍ରୀଲଙ୍କା ଏବଂ ନେପାଳର GDP ଠାରୁ ଅଧିକ, ଏହି ସଂଖ୍ୟାକୁ ପାର କଲା କମ୍ପାନୀ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାର ଜିଡିପିକୁ ମିଶାଗଲେ ଏହା ଆମ ଦେଶର ଏକ ସରକାରୀ କମ୍ପାନୀର ସମୁଦାୟ ସମ୍ପତ୍ତି ସହ ସମାନ ହେବନାହିଁ । ଦେଶର ସବୁଠୁ ବଡ଼ ଏବଂ ସବୁଠାରୁ ପୁରୁଣା ବୀମା…

ଏଣିକି Netflixରେ ଏହି ୟୁଜର୍ସ ଦେଖିପାରିବେ ନାହିଁ ଅଫଲାଇନ କଣ୍ଟେଣ୍ଟ, ଖୁବଶୀଘ୍ର ଆସିପାରେ ଏହି ଅପଡେଟ୍‌

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ସାରା ଦୁନିଆରେ ଦେଖିବାକୁ ମିଳୁଛି । ହଲିଉଡ ଠାରୁ ନେଇ ବଲିଉଡ ପର୍ଯ୍ୟନ୍ତ ଆପଣଙ୍କୁ ଅଧିକାଂଶ ଫିଲ୍ମ ନେଟଫ୍ଲିକ୍ସରେ ମିଳିଯିବ । ନେଟଫ୍ଲିକ୍ସରେ ଏକ କମାଲ ସୁବିଧା ମିଳିଥାଏ…

ହ୍ୱାଟ୍ସଆପରେ ଆପଣଙ୍କ ଡାଟା ସୁରକ୍ଷିତ? ଏଲନ ମସ୍କଙ୍କ ଦାବିକୁ ନେଇ WhatsApp ଚିଫ ଦେଲେ ଉତ୍ତର

ନୂଆଦିଲ୍ଳୀ: ହ୍ୱାଟ୍ସଆପ ଚିଫ ବିଲ କ୍ୟାଥକାର୍ଟ ମଙ୍ଗଳବାର ଦିନ ୟୁଜର୍ସଙ୍କ ଡାଟା ସେୟାର କରିବାରେ ଏଲନ ମସ୍କଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ଏହି ସୂଚନା ସଂପୂର୍ଣ୍ଣ ଭୁଲ ଅଛି । ଗତ ସପ୍ତାହରେ ମସ୍କଙ୍କ ପକ୍ଷରୁ…

ସୁନା-ରୂପା ଗହଣା ରାପ୍ତାନୀର ନୂଆ ନିୟମ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସରକାର ଗହଣାର ରପ୍ତାନୀରେ ସୁନା, ରୂପା ଏବଂ ପ୍ଲାଟିନମ ସାମଗ୍ରୀ ପାଇଁ ଅନୁମତି ପ୍ରାପ୍ତ କ୍ଷତି ଅର୍ଥାତ ୱେଷ୍ଟେଜ ମାତ୍ରାର ନୂଆ ମାନଦଣ୍ଡ ଉପରେ ୩୧ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ।…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଉପହାର: ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ମିଳିବ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେଣୁ ଯଦି ଆପଣ ସେଭିଙ୍ଗସ ଆକାଉଣ୍ଟରେ ନିବେଶ…

୩ଟି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କଲା RBI: ଲଞ୍ଚ ହେଲା ‘PRAVAAH’ ପୋର୍ଟାଲ, ରିଟେଲ ଡାଇରେକ୍ଟ ମୋବାଇଲ ଆପ୍ ଓ ଫିନଟେକ ରିପୋଜିଟୋରୀ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ୩ଟି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛି । କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ‘ପ୍ରଭା’ ପୋର୍ଟାଲ, ରିଟେଲ ଡାଇରେକ୍ଟ ମୋବାଇଲ ଆପ୍ ଓ ଗୋଟିଏ ଫିନଟେକ ରିପୋଜିଟୋରୀ ଲଞ୍ଚ…