Browsing Category

ବାଣିଜ୍ୟ

ନୂତନ ଶ୍ରମ ନିୟମ: ୩୦ ଦିନରୁ ଅଧିକ ଅତିରିକ୍ତ ଛୁଟି ପାଇଁ ମଧ୍ୟ ଶ୍ରମିକଙ୍କୁ ଦିଆଯିବ ଦରମା

ନୂଆଦିଲ୍ଲୀ: ଚାରୋଟି ନୂତନ ଶ୍ରମ ନିୟମ ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ, ଏହା ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ବଡ଼ ପରିବର୍ତ୍ତନ ଆଣିବ। ଅନ୍ୟାନ୍ୟ ନିୟମ ମଧ୍ୟରେ, କର୍ମଚାରୀମାନେ ଏକ…

ଲାଗିଲା ମହଙ୍ଗାର ଝଟକା : ପୁଣି ତୈଳର ଦର ପାର କଲା ୯୦ ଡଲାର, ଶସ୍ତା ନହୋଇ ପାରେ ପେଟ୍ରୋଲ ଡିଜେଲ

ନୂଆଦିଲ୍ଲୀ : ବର୍ଷ ଶେଷରେ ସାଉଦିଆରବ ତୈଳ ଉତ୍ପାଦନର ହ୍ରାସ ଘୋଷଣା କରିବା ପରେ ହଠାତ ଏହାର ମୂଲ୍ୟ ବୃଦ୍ଧି ପାଇଛି । ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା 90 ଡଲାରରୁ ଅଧିକରେ ପହଞ୍ଚିଛି। ସରକାରୀ ସାଉଦି ପ୍ରେସ…

SBI ସମେତ ଏହି 6 ଟି ବ୍ୟାଙ୍କର ଗ୍ରାହକ UPI ମାଧ୍ୟମରେ କରିପାରିବେ ଡିଜିଟାଲ ପେମେଣ୍ଟ , ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ : ବର୍ତ୍ତମାନ ଭାରତର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅର୍ଥାତ SBI ବ୍ୟାଙ୍କ ଦେଶର ସର୍ବୋତ୍ତମ ବ୍ୟାଙ୍କ ମଧ୍ୟରେ ୭ନଂରେ ଅଛି । ଏବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୟୁପିଆଇ ଜରିଆରେ ଟଙ୍କା ଦେଣ ନେଣ କରିବା…

ଭୁଲ୍‌ରେ ବି କରନ୍ତୁନି ଏପରି କାମ, ନ ହେଲେ ଆପଣଙ୍କ ହ୍ୱାଟସଆପ ଆକାଉଣ୍ଟ ବି ବ୍ୟାନ ହୋଇଯିବ

ନୂଆଦିଲ୍ଲୀ: ହ୍ୱାଟସଆପର ଲୋକପ୍ରିୟତା ବିଷୟରେ କାହାକୁ ଅଛପା ନାହିଁ । ଏହାର ଫାଇନା ବହୁ ସ୍କାମର୍ସ ଉଠାଉଛନ୍ତି ଆଉ ବହୁ ନୀରିହ ଲୋକଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି । ଭାରତରେ ବୃଦ୍ଧି ପାଉଥିବା ଅନଲାଇନ ସ୍କାମ ଉପରେ…

Today’s gold rate : ଜନ୍ମାଷ୍ଟମୀରେ କିଣନ୍ତୁ ସୁନା, ଜାଣିନିଅନ୍ତୁ କେତେ କେତେ ରହିଛି ଆପଣଙ୍କ ସହରରେ ଦାମ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ତେଣୁ ଏହି ଦିନରେ ଭଗବାନ କୃଷ୍ଣଙ୍କୁ ପୂଜା କରାଯାଏ । କୁହାଯାଉଛି ଏହି ପବିତ୍ର ଦିନରେ ସୁନା କିଣିବା ଅତ୍ୟନ୍ତ ଶୁଭ ଅଟେ । ତେବେ…

ନୋମିନି ଓ ଉତ୍ତରାଧିକାରୀ ମଧ୍ୟରେ ଫରକ କ’ଣ: ଖାତାଧାରୀଙ୍କ ମୃତ୍ୟୁ ପରେ ଜମା ଅର୍ଥ ଓ ବୀମାରାଶି ଉପରେ କାହାର ରହିବ ହକ୍, କ’ଣ କହୁଛି ଆଇନ୍

ନୂଆଦିଲ୍ଲୀ: ଅନେକଙ୍କ ମନରେ ଏହି ଧାରଣା ରହିଥାଏ ଯେ, କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ପରେ ନୋମିନି ମୃତକଙ୍କର ବ୍ୟାଙ୍କ ଜମା ବା ବୀମା ରାଶିର ମାଲିକ ହୋଇଯିବେ । ମାତ୍ର ଏହା ଶତ ପ୍ରତିଶତ ଠିକ୍ ନୁହେଁ । ଅନେକ ସମୟରେ…

ଆଜି ନା’ ଆସନ୍ତାକାଲି, ଜନ୍ମାଷ୍ଟମୀ ପାଇଁ କେବେ ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ ଆପଣଙ୍କ ରାଜ୍ୟର ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେତେକ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ସେପ୍ଟେମ୍ବର ୬ ରେ ବନ୍ଦ ଥିବାବେଳେ କେତେକ ରାଜ୍ୟରେ ୭ ସେପ୍ଟେମ୍ବରରେ ବନ୍ଦ…

ପାର୍ବଣ ଋତୁରେ ମହଙ୍ଗା ହେବ ଚିନି ଦର, ୬ ବର୍ଷର ଉଚ୍ଚ ସ୍ତରରେ ପହଞ୍ଚିଲା ମୂଲ୍ୟ

ନୂଆଦିଲ୍ଲୀ: ଆଗାମୀ ପାର୍ବଣ ଋତୁରେ ମିଠା କିଣିବା ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିପାରେ। କାରଣ ମହଙ୍ଗା ଚିନି ମିଠାର ମଧୁରତାକୁ ଦୂର କରିପାରେ। କାରଣ ବର୍ତ୍ତମାନ ବଜାରରେ ଚିନି ଦରରେ ନିଆଁରେ ଲାଗିଛି।…

ଏୟାର ଇଣ୍ଡିଆର ବମ୍ପର ଅଫର: ୭ ରୁ ୧୧ ସେପ୍ଟେମ୍ବରରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଟିକେଟ ଛାଡ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ବଡ ଅଫର ଘୋଷଣା କରିଛି । ଯେଉଁ ଯାତ୍ରୀମାନେ ସେପ୍ଟେମ୍ବର ୭ ରୁ ୧୧ ତାରିଖ ମଧ୍ୟରେ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଟିକେଟ ଛାଡ ରହିଛି । ଏୟାର ଇଣ୍ଡିଆ…

ସେୟାର ବଜାରରେ ଟ୍ରେଡର୍ସମାନଙ୍କ ପାଇଁ ବଡ଼ ପଦକ୍ଷେପ ନେଲା ସେବି, ୨୦୨୪ରୁ ଆରମ୍ଭ ହେବ ଇଷ୍ଟାଣ୍ଟ ସେଟେଲମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ରେଗୁଲେଟର ସେବି ୨୦୨୪ ଅକ୍ଟୋବର ସୁଦ୍ଧା ଟ୍ରେଡର୍ସ ମାନଙ୍କ ପାଇଁ ଇନଷ୍ଟାଣ୍ଟ ସେଟେଲମେଣ୍ଟ ସୁବିଧା କରିବାକୁ ଆଶା କରୁଛି । ବର୍ତ୍ତମାନ ଟ୍ରେଡର୍ସମାନେ ସେଟେଲମେଣ୍ଟ କରିବାର ଗୋଟିଏ…