Browsing Category

ବାଣିଜ୍ୟ

ମଇ ମାସରେ ଓଡ଼ିଶାରେ ସଂଗ୍ରହ ହେଲା ୪୩୯୮ କୋଟି ଟଙ୍କା ଜିଏସଟି

ଭୁବନେଶ୍ୱର: ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡିଶା ଚଳିତ ବର୍ଷ ମଇ ମାସରେ ୧୧.୧୭% ଅଭିବୃଦ୍ଧି ହାସଲ କରି ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି। ଗତବର୍ଷ ମଇ ମାସରେ ଏହି ସଂଗ୍ରହ ୩୯୫୫.୭୫ କୋଟି ଟଙ୍କା ଥିଲା। ଚଳିତ ବର୍ଷ…

ସରକାରୀ କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ ସାଲାରୀ, ପ୍ରଥମଥର ପାଇଁ ଲାଗୁହେଲା ଏହି ନିୟମ

ନୂଆଦିଲ୍ଲୀ: ସରକାର କର୍ମଚାରୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ଯୋଗାଉଥିବା ବେଳେ ଏବେ ଆଡଭାନ୍ସ ସାଲାରୀ ଯୋଜନା ଖବର ସାମ୍ନାକୁ ଆସିଛି । ଏଥିରେ ରାଜସ୍ଥାନ ସରକାର ଅଶୋକ ଗେହଲଟ ସରକାରୀ କର୍ମଚାରୀଙ୍କ ପାଇଁ…

ଆଜିଠାରୁ ବଦଳିଗଲା ୫ଟି ବଡ଼ ନିୟମ: LPG ଗ୍ୟାସ୍, EV, ବ୍ୟାଙ୍କ ଜମା ଓ ମେଡିସିନକୁ ନେଇ ଆସିଲା ଅପଡେଟ୍

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଜୁନ୍ ମାସ । ଏହି ଅବସରରେ ମାସର ପହିଲାରୁ ୫ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ବିଷୟରେ ଗ୍ରାହକମାନେ ଜାଣିବା ନିହାତି ଜରୁରୀ । କାରଣ ମାସ ଆରମ୍ଭରୁ ନିୟମ…

ଦୁନିଆରୁ ଟଳିଲା ବଡ଼ ବିପଦ, ଡିଫଲ୍ଟର ହେବନି ଆମେରିକା: ଡେଟ ସିଲିଂ ବିଲକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଡେଟ ସିଲିଂକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ନିଷ୍ପତ୍ତି ନେଇସାରିଛି ଆମେରିକା ସଂସଦ । ଏବେ ଆମେରିକା ଡିଫଲ୍ଟ ହେବା ବିପଦରୁ ରକ୍ଷା ପାଇଛି । ବୁଧବାର ଦିନ ଆମେରିକା କଂଗ୍ରେସ ଡେଟ ସିଲିଂ…

୩ଟି ଜବରଦସ୍ତ ପ୍ଲାନ୍ ଆରମ୍ଭ କଲା Vodafone-Idea! ୧୭ ଟଙ୍କାରେ ଅନଲିମିଡେଟ୍ ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ସମଗ୍ର ଭାରତରେ ୫ଜି ସେବା ଦ୍ରୁତ ଗତିରେ ଆଣୁଛନ୍ତି । ଏଥି ସହିତ ଭୋଡାଫୋନ୍-ଆଇଡିଆର ଉପଭୋକ୍ତାମାନେ ୫ଜି ସେବା ଘୋଷଣାକୁ ଅପେକ୍ଷା କରିଛନ୍ତି । ଅନେକ ମୋବାଇଲ୍…

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି : ପ୍ରତି ବ୍ଲକରେ ସ୍ଥାପନ କରାଯିବ ୨୦୦୦ ଟନ୍ କ୍ଷମତାର ଗୋଦାମ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ଆଜି ବିଶ୍ୱର ସର୍ବବୃହତ୍ତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି: କମିଲା LPG ଗ୍ୟାସ୍ ଦର

ନୂଆଦିଲ୍ଲୀ: ଆଜିଠାରୁ ଜୁନ ମାସ ଆରମ୍ଭ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଇଲେକ୍ଟ୍ରି ବାଇକ କ୍ରୟ ଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କିଛି ନିୟମ…

କୋଲ୍ ଇଣ୍ଡିଆର ୩ ପ୍ରତିଶତ ସେୟାର ବିକ୍ରି କରିବେ ସରକାର, ସାଧାରଣ ଲୋକେ ମଧ୍ୟ କିଣିପାରିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସର୍ବବୃହତ କୋଇଲା କମ୍ପାନୀକୁ ନେଇ ବଡ଼ ପ୍ଲାନିଂ କରୁଛନ୍ତି । ସେୟାର ବଜାର ମାଧ୍ୟମରେ କୋଲ୍ ଇଣ୍ଡିଆର ୩ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ଏହି…

ବଡ ଖବର; ଜୁନ୍-୧ ତାରିଖରୁ ମାଗଣାରେ ମିଳିବ ବସ୍ ସେବା: ପରିବହନ ବିଭାଗର ସୂଚନା

ଆସନ୍ତା ଜୁନ୍ ୧ ତାରିଖରୁ ବସ୍ ଯାତ୍ରା ହୋଇଯିବ ସମ୍ପୂର୍ଣ୍ଣ ମାଗଣା । ବସରେ ଯାତାୟତ କରିବା ପାଇଁ ଦେବାକୁ ପଡିବନି ଗୋଟିଏ ବି ଟଙ୍କା । ଏ ନେଇ ରାଜ୍ୟ ସରକାରଙ୍କ ସଡକ ଓ ପରିବହନ ବିଭାଗ ତରଫରୁ ସୂଚନା ଦେଇଛନ୍ତି ।…

ଖୁସି ଖବର! ଦ୍ୱାଦଶ ପାସ ହୋଇଥିଲେ ସରକାର ଦେବେ ୧୦ ଲକ୍ଷ ଟଙ୍କା: ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଆଜିକାଲି ଭଲ ଚାକିରି ଖଣ୍ଡେ ମିଳିବା ଖୁବ କଷ୍ଟକର ହୋଇପଡିଛି । ତେଣୁ ପ୍ରାୟତଃ କିଛି ଲୋକ କୌଣସି ପ୍ରାଇଭେଟ ଅଫିସରେ ଛୋଟ ଚାକିରି ଖଣ୍ଡେ ଖୋଜି ନିଜ ପରିବାର ପୋଷିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ…