Browsing Category

ବାଣିଜ୍ୟ

ଜରୁରୀ ସୂଚନା; ଜଣେ ବ୍ୟକ୍ତି କେତୋଟି ବ୍ୟାଙ୍କରେ ରଖିପାରିବେ ଆକାଉଣ୍ଟ? କ’ଣ କହୁଛି ସରକାରଙ୍କ ନିୟମ

ନୂଆଦିଲ୍ଲୀ: ଆଜିକାଲି ଆର୍ଥିକ ନେଣଦେଣ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ । ଏହା ସହ ଜମା ପୁଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡିଥାଏ । ତେବେ ବର୍ତ୍ତମାନ ଅଧିକାଂଶ ଲୋକଙ୍କ…

ଏହି କୃଷକମାନଙ୍କର ଅଟକି ପାରେ ୧୪ତମ କିସ୍ତି, ଏଥିରେ ଆଉ ଆପଣଙ୍କର ନାମ ନାହିଁ ତ? ଚେକ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର ହୁଅନ୍ତୁ, ଉଭୟ ସରକାର ସହରରୁ ଗ୍ରାମାଞ୍ଚଳକୁ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ଦେଖାଯାଉଛି। ଗୃହ, ରାସନ, ବିଦ୍ୟୁତ୍, ଶିକ୍ଷା, ରୋଜଗାର,…

RuPay କ୍ରେଡିଟ୍ କାର୍ଡ ହୋଲ୍ଡର୍ସଙ୍କ ପାଇଁ ଧମାକେଦାର ଅଫର, ଆଜି ହିଁ ମିଳିବ ୧୦୦% କ୍ୟାସବ୍ୟାକ୍ ସାଙ୍ଗକୁ ଫ୍ରୀ କଫି! ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଯଦି ଆପଣଙ୍କର ରୁପେ କ୍ରେଡିଟ୍ କାର୍ଡ ଅଛି ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। ଆଜି (ମଇ୭) ଆପଣ ୧୦୦% କ୍ୟାସବ୍ୟାକ୍ ପାଇପାରିବେ। UPI ଆପ୍ ସହିତ ରୁପେ କ୍ରେଡିଟ୍ କାର୍ଡକୁ ଲିଙ୍କ୍ କରି ଆପଣଙ୍କୁ…

ଆସିଗଲା ଜିଓର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ, ଯେଉଁଥିରେ ପ୍ରତିଦିନ ମିଳିବ ୧.୫ ଡାଟା ସହ ବହୁତ କିଛି

ନୂଆଦିଲ୍ଲୀ: ଜିଓର ରିଚାର୍ଜ ପୋର୍ଟଫୋଲିୟୋରେ ଆପଣଙ୍କୁ ବହୁ ପ୍ରକାର ପ୍ଲାନ୍ସ ଏବଂ ଅପସନ ମିଳୁଛି । ଯଦି ଆପଣ ଏକ ଏପରି ପ୍ଲାନ ଚାହୁଁଛନ୍ତି, ଯେଉଁଥିରେ ଡାଟା କଲିଙ୍ଗ ଏବଂ ଅନ୍ୟାନ୍ୟ ବେନିଫିଟ୍ସ ମିଳୁ, ତେବେ ଜିଓ ଏନେଇ…

ଚେକ୍ ବାଉନ୍ସ ହେଲେ କେଉଁ ଦଣ୍ଡ ମିଳିବ? ଜାଣନ୍ତୁ ଚେକ୍ ନେଉଥିବା ଲୋକ ପାଖେ କେତେ ଅଛି ଅଧିକାର

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କୁ ଚେକ୍ ଦେବା ପୂର୍ବରୁ ଆପଣଙ୍କୁ ଆକାଉଣ୍ଟରେ କେତେ ପରିମାଣର ବାଲାନ୍ସ ଅଛି ତାକୁ ପ୍ରଥମେ ଜାଞ୍ଚ କରିନେବା ଆବଶ୍ୟକ । କାରଣ ଚେକ ବାଉନ୍ସ ହେବା ପଛରେ ଦଣ୍ଡ ବିଧାନ ରହିଛି । ଯଦି…

ଅମୂଲ ଦେଉଛି ଏକ୍ଟ୍ରା ରୋଜଗାରର ସୁଯୋଗ: କମ୍ପାନୀ ପ୍ରତି ମାସରେ ଦେଉଛି ୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା ?

ନୂଆଦିଲ୍ଲୀ: ଯଦି ଆପଣ ରୋଜଗାର କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛଇ ଖୁସି ଖବର । ଏବେ ଅମୂଲ ଆପଣଙ୍କୁ ଦେଉଛି ରୋଜଗାରର ଉପାୟ । ଅମୂଲରେ ଆପଣ ୫ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଡେଏରୀ…

ଏଫଡି ଉପରେ ଏହି ଘରୋଇ ବ୍ୟାଙ୍କ ବଢାଇଲା ସୁଧ, ୫୫୫ ଦିନ ପାଇଁ କରିବାକୁ ପଡିବ ନିବେଶ

ନୂଆଦିଲ୍ଲୀ: ଆମେ ଯେତେବେଳେ ବ୍ୟାଙ୍କରେ ଏଫଡି ଅର୍ଥାତ ଫିକ୍ସଡ୍ ଡିପୋଜିଟ କରୁଛୁ ସେତେବେଳେ ବ୍ୟାଙ୍କର ସୁଧ ବିଷୟରେ ଜାଣିବା ନିହାତି ଆବଶ୍ୟକ । କେଉଁ ବ୍ୟଙ୍କ ଅଧିକ ସୁଧ ଦେଉଛି ଏବଂ ତାର ପଲିସି ବିଷୟରେ ଜାଣି ଟଙ୍କା…

ୟୁଟ୍ୟୁବ୍, ଆମାଜନ୍, ଫ୍ଲିପକାର୍ଡରୁ ଘରେ ବସି କମାଇ ପାରିବେ ଅଧିକ ଟଙ୍କା….

ନୂଆଦିଲ୍ଲୀ : ଯେତେବେଳେ ଖର୍ଚ୍ଚ ବଢିଥାଏ ସେତେବେଳେ ରୋଜଗାର ମଧ୍ୟ ବଢାଇବାକୁ ପଡିଥାଏ । କୌଣସି ଗୋଟିଏ କାମ କରି ଆବଶ୍ୟକତା ପୂରଣ ହୋଇନଥାଏ । ତେଣୁ ଅଧିକ ଆୟର ଉତ୍ସ ଖୋଜିବାକୁ ପଡିଥାଏ । ବାହାରେ ନ ଖୋଜି ଘରେ ବସି…

୧୩ ଟଙ୍କିଆ ଷ୍ଟକ ପହଞ୍ଚିଲା ୧୧୦ ଟଙ୍କାରେ: ୭୪୦ ପ୍ରତିଶତ ବୃଦ୍ଧି, ନିବେଶକଙ୍କୁ ମିଳିଲା ବମ୍ପର ରିଟର୍ଣ୍ଣ

ନୂଆଦିଲ୍ଲୀ: ଅନେକ ସମୟରେ ଷ୍ଟକ ମାର୍କେଟରେ ଏପରି କିଛି ହଲଚଲ ହୋଇଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଅନେକ ସମୟରେ ଗୋଟିଏ ଦିନରେ ଗୋଟିଏ ଷ୍ଟକର ଭାଲ୍ୟୁ ଏତେ ବଢ଼ିଯାଇଥାଏ ଯେ, ଜଣେ ରାତାରାତି…

ୟୁନିୟନ ବ୍ୟାଙ୍କର ଲାଭ: ତ୍ରୟ ମାସିକ ସୁଦ୍ଧା ବୃଦ୍ଧି ପାଇଲା ୮୧ ପ୍ରତିଶତ

ମୁମ୍ବାଇ: ମଇ ୬ ରେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ଶନିବାର କହିଛି ଯେ, ଗତ ଆର୍ଥିକ ବର୍ଷର ଶେଷ ତ୍ରୟ ମାସରେ ଏହାର ନିଟ୍ ଲାଭ ୮୦.୫୭ ପ୍ରତିଶତ ବୃଦ୍ଧି ପାଇ ୨,୮୧୧ କୋଟିରେ ପହଞ୍ଚିଛି। ବ୍ୟାଙ୍କ କହିଛି ଯେ,…