Browsing Category
ବାଣିଜ୍ୟ
ହ୍ୱାଟ୍ସ ଆପ୍ ବ୍ୟାନ୍! ୨୮ ଦିନରେ ୪୫ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ରଦ୍ଦ
ନୂଆଦିଲ୍ଲୀ : ଭାରତରେ ହ୍ୱାଟ୍ସ ଆପ୍ ଆକାଉଣ୍ଟ ବ୍ୟାନ୍ କରିବାରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଫେବୃଆରୀ ମାସରେ ହ୍ୱାଟ୍ସ ଆପ୍ ଭାରତରେ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ…
ମହିଳା ସମ୍ମାନ ସେଭିଗିଂ ସାର୍ଟିଫିକେଟ୍ : ଯୋଜନା କଣ, କେତେ ମିଳିବ ସୁଧ, ଜାଣନ୍ତୁ ଏହି ୬ ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର
ନୂଆଦିଲ୍ଲୀ : ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇସାରିଛି । ନୂଆ ଆର୍ଥିକ ବର୍ଷ ସାଙ୍ଗରେ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି । ସାଧାରଣ ଲୋକଙ୍କ ଜୀବନଶୈଳୀ ରେ ଅନେକ ପରିବର୍ତ୍ତନ ଆସିଛି ଜ୍ଝ ଏହି ପରିବର୍ତ୍ତନଗୁଡିକ ମଧ୍ୟରେ ଏକ…
ବଜାଜର ନୂଆ ଏୟାର କୁଲର୍ ରେଞ୍ଜର୍ ଶୁଭାରମ୍ଭ
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ କ୍ୟୁମର ଆପ୍ଲାଏନ୍ସେସ୍ ବ୍ରାଣ୍ଡ ବଜାଜ୍, 'ଡ୍ୟୁରାମାରାଇନ୍ ପମ୍ପ' ସହ ସୁସଜ୍ଜିତ ଏହାର ନୂତନ ରେର ଏୟାର କୁଲର୍ର ଉନ୍ମୋଚନ କରିଛି । ଏହି ନୂଆ ରେ ସ୍ଥିରତା ପ୍ରତିଶ୍ରୁତି ଉପରେ ଆଧାରିତ…
ରେଲୱେର ସତ୍ୟତା: ୨୦ ପ୍ରତିଶତ ଆୟ ଯାତ୍ରୀ ମାନଙ୍କ ଠାରୁ ଆସୁଥିବା ବେଳେ, ଅନ୍ୟ ଟଙ୍କା ଆସେ କେଉଁଠୁ?
ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କୋଟି କୋଟି ଯାତ୍ରୀ ଯାତ୍ରା କରିଥାନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅନେକ ମଧ୍ୟ ରେଳରେ ଯାତ୍ରା କରନ୍ତି। ରେଳରେ ଯାତ୍ରା କରିବା ମଧ୍ୟ ବହୁତ ସହଜ ଏବଂ ଶସ୍ତା ଅଟେ। ଆହୁରି ମଧ୍ୟ, ଲୋକମାନେ…
ଏହି ରାଜ୍ୟକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଉପହାର, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଛନ୍ତି । ହାଇ-ଟେକ୍ କମଲାପାଟୀ ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ବନ୍ଦେ…
ମାର୍ଚ୍ଚରେ GST ସଂଗ୍ରହ ୧୩ ପ୍ରତିଶତ ବଢି ଏତିକି ଟଙ୍କା ହୋଇଛି ଅଧିକ, ସୂଚନା ଦେଲେ ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ମାର୍ଚ୍ଚରେ GST ସଂଗ୍ରହ ୧୩% ବୃଦ୍ଧି ହୋଇ ୧.୬୦ ଲକ୍ଷ କୋଟିରୁ ଅଧିକ ହୋଇଛି। ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୦୨୩ ରେ ମୋଟ ଜିଏସ୍ଟି ରାଜସ୍ୱ…
Dream11-MyCircle11 ରୁ ରୋଜଗାର କରୁଥିବା ଲୋକଙ୍କ ଉପରେ ଟାକ୍ସ ମାଡ: ଦେବାକୁ ପଡିବ TDS
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ମହାସମର ଆରମ୍ଭ ହୋଇସାରିଛି । ବର୍ତ୍ତମାନ ଫ୍ୟାନ୍ସମାନଙ୍କ ମଧ୍ୟରେ ଅନଲାଇନ ଗେମର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡ୍ରିମ୧୧, ମାଇଁ ସର୍କଲ୧୧ ଏବଂ ରମୀ ସର୍କଲ ଭଳି ଅନଲାଇନ…
‘ଅମୁଲ’ କ୍ଷୀରର ଦାମରେ ବୃଦ୍ଧି: ପ୍ରଥମ ଦିନରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ
ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ହିଁ ସାଧାରଣ ଲୋକଙ୍କୁ ଲାଗିଛି ଏକ ବଡ ଝଟକା । ପୁଣିଥରେ ବୃଦ୍ଧି ପାଇଛି 'ଅମୁଲ' କ୍ଷୀରର ଦାମ୍ । ଏହା ସହିତ ବ୍ରାଣ୍ଡର ଅନ୍ୟାନ୍ୟ ପ୍ରଡକ୍ଟ ଉପରେ ମଧ୍ୟ ଦରବୃଦ୍ଧିର…
ପାକିସ୍ତାନରେ ଆକାଶ ଛୁଆଁ ଦରଦାମ, କଦଳୀ ଡର୍ଜନ ୨୫୦ ଟଙ୍କା, ୮୦୦ ଟଙ୍କାରେ ମିଳୁଛି ଲେମ୍ବୁ
ଇସଲାମାବାଦ: ପାକିସ୍ତାନରେ ଦରଦାମ ଏତେ ପରିମାଣରେ ବଢିଯାଇଛି ଯେ, ସାଧାରଣ ଲୋକେ କିପରି ଜୀବନ ଅତିବାହିତ କରିବେ ତାହା ଚିନ୍ତାର ବିଷୟ ପାଳଟିଛି । ପେଟ୍ରୋଲ ଠାରୁ ନେଇ ଖାଦ୍ୟ ପେୟ ପର୍ଯ୍ୟନ୍ତ ସମସ୍ତ ଦର ଆକାଶ ଛୁଇଁଛି ।…
ଆଜିଠୁ ମହଙ୍ଗା ହେଲା ମଦ: ଜାଣନ୍ତୁ କେତେ ବଢ଼ିଲା ଦାମ୍
ନୂଆଦିଲ୍ଲୀ: ମଦପ୍ରେମୀଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର । ୧ ଏପ୍ରିଲ୍ ୨୦୨୩ ରୁ ୟୁପିରେ ବିଦେଶୀ ଓ ଦେଶୀ ମଦ ଓ ବିୟରର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠାରୁ ମଦ ଦର ୧୦ ପ୍ରତିଶତ ବୃଦ୍ଧି ବଢ଼ିଯାଇଛି । ସୂଚନା ଅନୁଯାୟୀ,…