Browsing Category

ବାଣିଜ୍ୟ

ନୂଆ ବର୍ଷରେ ଖୁସି ଖବର: ଏବେ ଘର ଭଡ଼ା ଉପରେ ଦେବାକୁ ପଡ଼ିବ ନାହିଁ ଜିଏସ୍‌ଟି

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଅର୍ଥନୀତି କ୍ଷେତ୍ରରେ ଅନେକ ଭଲ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ସେଣ୍ଟ୍ରାଲ ବୋର୍ଡ ଅଫ ଇଣ୍ଡାଇରେକ୍ଟ ଟ୍ୟାକ୍ସସେସ୍ ଏବଂ କଷ୍ଟମ୍‌(ସିବିଆଇସି) ଏକ ବିଜ୍ଞପ୍ତି ପ୍ରକାଶ…

ନୂଆ ବର୍ଷରେ PNB ଗ୍ରାହକଙ୍କ ପାଇଁ ଖୁସି ଖବର, ସେଭିଂ ଆକାଉଣ୍ଟ ଏବଂ ଏଫଡି ଉପରେ ବଢ଼ିଲା ସୁଧ ହାର

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଗ୍ରାହକ ମାନଙ୍କୁ ଖୁସି ଖବର ଦେଇଛି। ପିଏନବି ସେଭିଂ ଆକାଉଣ୍ଟ ଏବଂ ଫିକ୍ସଡ ଡିପୋଜିଟ ସୁଧ ହାରକୁ ୨ କୋଟିରୁ କମ୍ ବୃଦ୍ଧି କରିଛି। ରିଜର୍ଭ…

ଡିସେମ୍ବର ମାସରେ 15% ବୃଦ୍ଧି ପାଇଲା ଭାରତ ସରକାରଙ୍କ ଜିଏସ୍‌ଟି ସଂଗ୍ରହ, ଜାଣନ୍ତୁ ଓଡ଼ିଶାରେ କେତେ ?

ନୂଆଦିଲ୍ଲୀ: ଲଗାତାର ୧୦ମ ମାସ ପାଇଁ ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ରେକର୍ଡ ସଂଗ୍ରହ ହୋଇଛି । ଡିସେମ୍ବର ମାସରେ ୧.୪୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରଳାୟ ସୂଚନା ଦେଇଛନ୍ତି ।…

ଭାରତରେ ପୁଣି ବଢିଲା ବେରୋଜଗାର: ୨୦୨୪ ନିର୍ବାଚନ ପୁର୍ବରୁ ମୋଦୀ ସରକାରଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦେଶରେ ବେରୋଜଗାର ଦର ଲଗାତାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତରେ ପୁଣି ବେରୋଜଗାର ଦର ବୃଦ୍ଧି ପାଇ ୮.୩% ହୋଇଛି । ଯାହା ଗତ ୧୬ ମାସରେ ସର୍ବାଧିକ ଅଟେ । ଏହି ତଥ୍ୟ ସେଣ୍ଟର ଫର୍ ମନିଟରିଂ…

କେନ୍ଦ୍ର ସରକାରଙ୍କ ନୂଆବର୍ଷ ଭେଟି: ଆଜିଠାରୁ ‘ଏନ୍‍ଏଫ୍‍ଏସଏ’ ଅଧୀନରେ ବର୍ଷକ ପାଇଁ ମାଗଣା ମିଳିବ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅନୁସାରେ କେନ୍ଦ୍ର ସରକାର ଆଜିଠାରୁ ଏକ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇଦେବେ । ଗତ ସପ୍ତାହରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ…

୨୦୨୩ରେ ଗୁଗୁଲ ଆଣିବ ନୂଆ ଫିଚର; ଜାଣନ୍ତୁ ଏଥିରେ କଣ କଣ ରହିବ ସାମିଲ

ଆଜିଠାରୁ ନୂଆ ବର୍ଷ ଆରମ୍ଭ ହୋଇଛି ଏବଂ ଏହା ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ଏହି ଉତ୍ସବର ମଜାକୁ ଦ୍ୱିଗୁଣିତ କରିବାକୁ ଗୁଗୁଲ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । କାରଣ ଏହି ବର୍ଷ ଗୁଗୁଲ ଏହାର ମୂଲ୍ୟବାନ…

ନୂଆ ବର୍ଷର ପ୍ରଥମ ଦିନରେ ବଡ ଝଟକା, ଗ୍ୟାସ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ନୂଆ ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଲାଗିଛି । ଜାନୁୟାରୀ ୧, ୨୦୨୩ ରୁ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ  ବୃଦ୍ଧି ପାଇଛି । ଆଜିଠାରୁ ସିଲିଣ୍ଡର କିଣିବା ମହଙ୍ଗା ହୋଇଛି । ଗ୍ୟାସ…

ଆସନ୍ତା କାଲିଠୁ ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର, ୮୧.୩୫ କୋଟି ହିତାଧିକାରୀ ହେବେ ଉପକୃତ

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା ୧ ଜାନୁୟାରୀ ୨୦୨୩ ରେ ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏହି ନୂତନ ଯୋଜନା…

ଛୁଟି ଦିନରେ କର୍ମଚାରୀଙ୍କୁ କଲ୍ କି ମେସେଜ କଲେ ୧ ଲକ୍ଷ ଟଙ୍କା ଜୋରିମାନା: ଭାରତର ଏହି କମ୍ପାନୀ ଲାଗୁକଲା ନୂଆ ନିୟମ

ଆପଣ ନିଜ ଚାକିରିକୁ କେତେ ବି ଭଲ ପାଅ ନା କାହିଁକି, କିନ୍ତୁ ନିଜ ଛୁଟିଦିନରେ ଅଫିସର କୌଣସି କାମ କରିବାକୁ ଆପଣ ପସନ୍ଦ କରିବେ ନାହିଁ । ଯେବେ ପରିବାର ସହ କିଛି ଭଲ ସମୟ ବିତାଉଥିବେ, ତେବେ କୌଣସି ପ୍ରକାରର ବିଶୃଙ୍ଖଳା…

ନୂଆବର୍ଷରେ ସୁନା ୪୨୦୦ ତ’ ରୂପା ୯ ହଜାର ଟଙ୍କା ମହଙ୍ଗା: ଜାଣନ୍ତୁ ଆଉ କେତେ ବଢ଼ିବ ମୂଲ୍ୟ ?

ନୂଆଦିଲ୍ଲୀ: ୨୦୨୨ ଦୀପାବଳିରେ ସୁନା ଓ ରୂପାର ରେକର୍ଡ ବିକ୍ରି ଏବଂ ଏବେ କରୋନା ବ୍ୟାପିବା ପରେ ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ବୃଦ୍ଧି ପାଉଛି । ଏଥର ନଭେମ୍ବର-ଡିସେମ୍ବରରେ ରେକର୍ଡ ବିବାହ ମଧ୍ୟ ସୁନା ହାରକୁ ସପୋର୍ଟ…