Browsing Category
ବାଣିଜ୍ୟ
Yes Bankର ଗ୍ରାହକଙ୍କ ପାଇଁ ବଡ଼ ଖବର: ମାର୍ଚ୍ଚ ୬ ତାରିଖରେ ସମାପ୍ତ ହୋଇଯିବ Lock-in Period
ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ୟେସ୍ ବ୍ୟାଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ସପ୍ତାହ ବ୍ୟାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତା ୬ ତାରିଖରେ ୟେସ୍ ବ୍ୟାଙ୍କର ନିବେଶକଙ୍କ ପାଇଁ ଲକ-ଇନ୍…
ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସରେ ଓଡ଼ିଶାର ଜିଏସ୍ଟି ରାଜସ୍ୱ ୪୦% ବୃଦ୍ଧି
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସରେ ରାଜ୍ୟ ସେବା ଓ ଦ୍ରବ୍ୟ ଟିକସ ଜି.ଏସ୍.ଟି. ଓ ସମନ୍ୱିତ ଫଇସଲା ବାବଦକୁ ଓଡିଶା ପାଇଁ ଜିଏସ୍ଟି ରାଜସ୍ୱରେ ଶତକଡା ୪୦ ଭାଗ ବୃଦ୍ଧି ପାଇଛି। ଗତବର୍ଷ ଫେବୃୟାରୀ ମାସରେ…
ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳରେ SMART-PDS ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବା ଉଚିତ୍: ପୀୟୁଷ ଗୋୟଲ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଉଥିବା ପିଡ଼ିଏସ ଚାଉଳରେ କିପରି ବାଟମାରଣା ନହେବ ସେଥିପାଇଁ ସ୍ମାର୍ଟ-ପିଡିଏସ୍ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ…
ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ଧ୍ୟାନ ଦିଅନ୍ତୁ, ସରକାର ବଦଳାଇଲେ ନିୟମ!
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର ଆସି ପହଞ୍ଚିଛି । ଅନେକ ଥର ଏହା ଘଟେ ଯେ, ଆମେ ଶୀଘ୍ର ଟ୍ରେନ୍ ଟିକେଟ୍ ପାଇବାରେ କିମ୍ବା ଟିକେଟ୍ ବିନା ଯାତ୍ରା କରିଥାଉ, ତେଣୁ ବର୍ତ୍ତମାନ…
ଅଦାନୀ ବନାମ ହିଣ୍ଡେନ୍ବର୍ଗ ମାମଲା: ଆସିଲା ସୁପ୍ରିମକୋର୍ଟର ଶୁଣାଣି, ଯାଞ୍ଚ ପାଇଁ SEBI କୁ ୨ମାସ ସମୟ
ନୂଆଦିଲ୍ଲୀ:ଅଦାନୀ-ହିଣ୍ଡେନ୍ବର୍ଗ ମାମଲାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ଜଷ୍ଟିସ୍ ଏ ଏମ୍ ସପ୍ରେ କୋର୍ଟ ଗଠନ କରିଥିବା କମିଟିର ନେତୃତ୍ୱ…
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର, ବଦଳିଯିବ ବ୍ୟାଙ୍କ ଖୋଲିବା ସମୟ ;ଲାଗୁହେବ ନୂଆ ନିୟମ! ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଯଦି ଆପଣ ନିଜେ ଜଣେ ବ୍ୟାଙ୍କ କର୍ମଚାରୀ କିମ୍ବା ଆପଣଙ୍କ ପରିବାରରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ।କାରଣ ଖୁବ ଶୀଘ୍ର ବ୍ୟାଙ୍କ କର୍ମଚାରୀଙ୍କ ଦୀର୍ଘ ଦିନର ଦାବି…
ହିଣ୍ଡେନ୍ବର୍ଗ ଝଡ଼ରୁ ବାହାରକୁ ଆସିଲେ ଗୌତମ ଆଦାନୀ: ଗୋଟିଏ ଦିନରେ ରୋଜଗାର କଲେ ୩,୩୦,୩୨,୩୨,୦୦,୦୦୦ ଟଙ୍କା
ନୁଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତୀୟ ଷ୍ଟକ ବଜାରରେ ଆଦାନୀ ଗ୍ରୁପ୍ର ସେୟାରରେ କ୍ରମାଗତ ହ୍ରାସ ପରେ ମଙ୍ଗଳବାର ଦିନ ପୁଣି ଉପରକୁ ଉଠିବା ଆରମ୍ଭ କରିଛି। ଆଜି ବୁଧବାର ଦିନ ଆଦାନୀ ଗ୍ରୁପ୍ର ସେୟାରଗୁଡିକ ରାତି…
ଫେବୃଆରୀରେ ୧୨% ବୃଦ୍ଧି ସହ ୧. ୪୯ ଲକ୍ଷ କୋଟି ଜିଏସଟି ସଂଗ୍ରହ
ନୂଆଦିଲ୍ଲୀ: ଫେବୃଆରୀ ୨୦୨୩ ରେ, ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରେ ବଡ଼ ବୃଦ୍ଧି ହୋଇଛି। ଫେବୃଆରୀରେ ଜିଏସଟି ରାଜସ୍ୱ ସଂଗ୍ରହ ବାର୍ଷିକ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇ ୧,୪୯,୫୭୭ କୋଟିରେ ପହଞ୍ଚିଛି। ଏହା ସହିତ…
ସରକାରଙ୍କ ବଡ଼ ଘୋଷଣା: ବିନା ବସ ଟିକେଟରେ ବୁଲିବେ ମହିଳା, ଉପକୃତ ହେବେ ୮.୫୦ଲକ୍ଷ ମହିଳା
ନୂଆଦିଲ୍ଲୀ: ରାଜସ୍ଥାନରେ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନେ ରୋଡୱେ ବସ୍ ରେ ମାଗଣାରେ ଯାତ୍ରା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ସୂଚନା…
ସରକାର ନେଲେ ବଡ଼ ନିଷ୍ପତି: ବଢିଲା ମହଙ୍ଗା ଭର୍ତ୍ତା
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ବଢାଇବା ପାଇଁ ନିଷ୍ପତି ନେଇଛନ୍ତି। ମୋଦୀ ସରକାରଙ୍କ କ୍ୟାବିନେଟ୍ରେ ଦରମା ବୃଦ୍ଧି ଉପରେ ମୋହର ଲାଗିଛି। ତେବେ ଏହି ବିଷୟରେ ଅଫିସିଆଲ ଘୋଷଣା ହୋଇନାହିଁ। ହୋଲି…