Browsing Category

ବାଣିଜ୍ୟ

ସବୁ ATMରେ ମିଳିବ କାର୍ଡଲେସ୍ ସୁବିଧା, କେବଳ SBI ଗ୍ରାହକଙ୍କୁ ମିଳୁଥିଲା ସ୍ୱତନ୍ତ୍ର ସୁବିଧା

ଏବେ ଦେଶର ସମସ୍ତ ବ୍ୟାଙ୍କରୁ ବିନା ଏଟିଏମ୍ କାର୍ଡରେ ଟଙ୍କା ଉଠାଣ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି । ବର୍ତ୍ତମାନ ସମଗ୍ର ଭାରତରେ ଅଳ୍ପ କେତେକ ବ୍ୟାଙ୍କ ଏହି ସୁବିଧା…

ଗଛ ଲଗାଇଲେ ମିଳିବ ମାସକୁ ୩ ଲକ୍ଷର ଫାଇଦା: କେନ୍ଦ୍ର ସରକାର ଦେବେ ୬୦ ପ୍ରତିଶତ ସବସିଡି

ନୂଆଦିଲ୍ଲୀ: ଯଦି ଆପଣ ନିଜର ୯ରୁ୫ ଚାକିରିରେ ବୋର ହେଇ ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ସହିତ ଏକ ବିଜିନେସ ଆଇଡିଆ ଶେୟାର କରିବାକୁ ଯାଉଛୁ । କେବଳ ଗଛ ଲଗାଇ ଆପଣ ମାସକୁ ୩ରୁ ୩.୫ ଲକ୍ଷ ଟଙ୍କା ଆୟ କରି ପାରିବେ । ଏହା…

ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ LPGର ଦର ସବୁଠାରୁ ଅଧିକ ମହଙ୍ଗା, ଜାଣନ୍ତୁ ଏହା ପଛରେ ଅସଲ ଗଣିତ କ’ଣ ରହିଛି

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତବର୍ଷରେ ତୈଳ, ଏଲପିଜି ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ପେଟ୍ରୋଲ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ମହଙ୍ଗା ଦେଶ ହୋଇଥିବା ବେଳେ ଡିଜେଲ କ୍ଷେତ୍ରରେ ୮ ନମ୍ବରରେ ରହିଛି । ତେବେ…

Tata Group ଲଞ୍ଚ କଲା ଭାରତର ପ୍ରଥମ ସୁପର ଆପ୍ Tata Neu: ଗୋଟିଏ ପ୍ଲାଟଫର୍ମରେ ମିଳିବ ଗ୍ରୋସରୀ, ହୋଟେଲ, ଏୟାର ଟିକେଟ ବୁକିଂ, ମେଡିସିନ୍…

ନୂଆଦିଲ୍ଲୀ: ଗତ ୭ ତାରିଖ ଦିନ ଟାଟା ଗ୍ରୁପ ପକ୍ଷରୁ ଭାରତର ପ୍ରଥମ ସୁପର ଆପ ଟାଟା ନ୍ୟୁ ଲଞ୍ଚ କରଯାଇଛି । ଏହି ଆପ ମାଧ୍ୟମରେ ଆପଣମାନେ ଗୋଟିଏ ପ୍ଲାଟଫର୍ମରେ ଗ୍ରୋସରୀ, ହୋଟେଲ, ଏୟାରଲାଇନ ଟିକେଟ ବୁକିଂ, ମେଡିସିନ ଆଦି…

୧୬୩ ଟ୍ରେନକୁ ଆଜି ବାତିଲ କରିଛି ରେଳବାଇ, ଏଠାରେ ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ଏପରି କ୍ଷେତ୍ରରେ ଯଦି ଆପଣ ବି…

ଫୋର୍ଟିଫାଇଡ୍ ଚାଉଳ ବଣ୍ଟନ ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ: ଜାଣନ୍ତୁ କ’ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ସମସ୍ତ ସରକାରୀ ଯୋଜନାରେ…

BSNLର ଦମଦାର ପ୍ଲାନ: ୧୧୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୨ ଜିବି ଡାଟା ଏବଂ ମାଗଣା କଲ୍, ଭୁଲି ଯିବ Jio-Airtel

ପ୍ରାଇଭେଟ ଟେଲିକମ କମ୍ପାନୀମାନେ ସେମାନଙ୍କର ସବୁ ପ୍ରିପ୍ରେଡ ପ୍ଲାନ ମହଙ୍ଗା କରିଛନ୍ତି । କିନ୍ତୁ ଏବେବି ସରକାରୀ ଟେଲିକମ୍ କମ୍ପାନୀ BSNLଏବେବି ପୁରୁଣା ଦାମରେ ଭଲ ବେନିଫିଟ୍ସ ପ୍ଲାନ ଦେଉଛି । BSNL ପାଖରେ ଏମିତି…

RBIର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଏଣିକି ଆଉ Debit Card ଦରକାର ନାହିଁ, ପ୍ରତ୍ୟେକ ATMରେ ରହିବ Cardless Cash Withdrawal ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ଫ୍ରଡ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ୟୁପିଆଇ ସହାୟତାରେ ବିନା…

Repo Rate ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରବର୍ତ୍ତିତ ରଖାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଛଅ ଜଣିଆ ମନିଟାରି ପଲିସି କମିଟି (ଏମପିସି)ରେ ଏହି…

ଲୋକପ୍ରିୟ ମୁସଲିମ୍ ଆପକୁ ବ୍ୟାନ୍ କଲା ଗୁଗୁଲ, ମୋବାଇଲରୁ ଫୋନରୁ ଡାଟା ଚୋରି କରୁଥିବା ଅଭିଯୋଗ

ୱାଶିଂଟନ୍: ନିୟମ ଉଲ୍ଲଂଘନ କରିବା ଅଭିଯୋଗ ପରେ ଲୋକିପ୍ରିୟ ମୁସଲିମ୍ ପ୍ରାର୍ଥନା ଆପକୁ ବ୍ୟାନ୍ କରାଯାଇଛି । ଏହା ସହିତ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ପ୍ରାୟ ଏକ ଡଜନ ଆପ୍ ହଟାଯାଇଛି । ସେଥିରେ ବାରକୋଡ୍ ସ୍କାନର୍ ଓ ସମୟ…